ଦେଶ
-
ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଦେବେନ୍ଦ୍ର ଫଡନାଭିସ୍
ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଦେବେନ୍ଦ୍ର ଫଡନାଭିସ୍। ସେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ବୁଧବାର ଦିନ ବିଜେପିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସହମତି…
Read More » -
ଶୀତ ଅଧିବେଶନରେ ଭାରତ-ଚାଇନା ସମ୍ପର୍କକୁ ନେଇ ଲୋକସଭାରେ ବିବୃତି ରଖିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର
ଏଲଏସିରେ ଦୀର୍ଘ ଦିନ ଧରି ଭାରତ ଓ ଚାଇନା ମଧ୍ୟରେ ତିକ୍ତତା ଚାଲିଥିବା ବେଳେ ନିକଟରେ ଦୁଇଟି ପଏଣ୍ଟରେ ସେନା ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଛି। ସେହିପରି…
Read More » -
ଡେପୁଟି ହାଇକମିସନରେ ଭଙ୍ଗାରୁଜା ଘଟଣାରେ ୭ ଜଣ ଗିରଫ
ବାଂଲାଦେଶର ଅଗରତାଲାସ୍ଥିତ ଡେପୁଟି ହାଇକମିସନରେ ଭଙ୍ଗାରୁଜା ଘଟଣାରେ ୭ ଜଣଙ୍କୁ ଗିରଫ କରିଛି ପୁଲିସ । ୩ ଜଣ ସବ୍ ଇନ୍ସପେକ୍ଟରଙ୍କୁ ନିଲମ୍ବିତ କରାଯିବା ସହ ଡିଏସ୍ପିଙ୍କ…
Read More » -
ନିର୍ବାଚନ ଆୟୋଗଙ୍କ ନିଯୁକ୍ତି ଆଇନ ଯାଚିକାର ଶୁଣାଣିରୁ ନିଜକୁ ଦୂରେଇ ରଖିଲେ ସିଜେଆଇ
ଭାରତର ପ୍ରଧାନ ବିଚାରପତି ସଞ୍ଜୀବ ଖନ୍ନା ମଙ୍ଗଳବାର ମୁଖ୍ୟ ନିର୍ବାଚନ ଆୟୋଗ ଓ ଅନ୍ୟ ନିର୍ବାଚନ ଆୟୋଗଙ୍କ ନିଯୁକ୍ତି ସଂପର୍କିତ ଆଇନର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି…
Read More » -
ନୂତନ ନ୍ୟାୟସଂହିତା ଭାରତୀୟ ନ୍ୟାୟଯାତ୍ରାରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ : ପ୍ରଧାନମନ୍ତ୍ରୀ
ନୂତନ ନ୍ୟାୟସଂହିତା ଭାରତୀୟ ନ୍ୟାୟଯାତ୍ରାରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଚଣ୍ଡୀଗଡ଼ଠାରେ ଆଜି ତିନୋଟି ନୂତନ ଅପରାଧିକ ଆଇନ- ଭାରତୀୟ ନ୍ୟାୟ…
Read More » -
ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି
ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଡିସେମ୍ବର ୧୦ ତାରିଖ ନାମାଙ୍କନର ଶେଷ ତାରିଖ ରହିଛି। ୧୧ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ହେବାକୁ ଥିବାବେଳେ…
Read More » -
ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ସୋମବାର ବିଭିନ୍ନ ଦଳରେ ନେତୃବୃନ୍ଦଙ୍କ ସହିତ କରିଛନ୍ତି ସର୍ବଦଳୀୟ ବୈଠକ
ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ସୋମବାର ବିଭିନ୍ନ ଦଳରେ ନେତୃବୃନ୍ଦଙ୍କ ସହିତ ସର୍ବଦଳୀୟ ବୈଠକ କରିଛନ୍ତି । ସଂସଦରେ ଜାରି ରହିଥିବା ଅଚଳାବସ୍ଥାକୁ ଦୂର କରିବାକୁ ଅଧ୍ୟକ୍ଷ…
Read More » -
ସୋମବାର ଆମ ଆଦମୀ ପାର୍ଟିରେ ଯୋଗଦେଇଛନ୍ତି ଅଓ୍ବଧ ଓଝା
ମୋଟିଭେସନାଲ ସ୍ପିକର ବା ସେଲିବ୍ରିଟି ଶିକ୍ଷକ ଭାବେ ପରିଚିତ ଅଓ୍ବଧ ଓଝା ସାର୍ ଶିକ୍ଷକତାରୁ ରାଜନୀତିରେ ପ୍ରବେଶ କରିଛନ୍ତି। ସେ ସୋମବାର ଆମ ଆଦମୀ ପାର୍ଟି(ଆପ୍)ରେ ଯୋଗଦେଇଛନ୍ତି।…
Read More » -
ମହାରାଷ୍ଟ୍ର ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ବିଜୟ ରୂପାନୀ
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କୁ ମହାରାଷ୍ଟ୍ର ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ମହାରାଷ୍ଟ୍ରରେ ଦଳର ବିଧାୟକ ଦଳ…
Read More » -
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣରେ ଭାରତ ଆସୁଛନ୍ତି ରୁଷ ରାଷ୍ଟ୍ରପତି
ଆସନ୍ତା ବର୍ଷ ଆରମ୍ଭରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତ କାର୍ଯ୍ୟକ୍ରମ ରହିଛି । ପୁଟିନଙ୍କ ଭାରତ ଆସିବା ତାରିଖ ଏପର୍ଯ୍ୟନ୍ତ ସ୍ଥିର କରାଯାଇନାହିଁ। ପ୍ରଧାନମନ୍ତ୍ରୀ…
Read More »