ଓଡ଼ିଶା
-
ବିଲକୁ ପାଣି ମଡାଇବାକୁ ଯାଇଥିବା ବେଳେ ଯୁବକଙ୍କୁ ଟାଣି ନେଲା କୁମ୍ଭୀର ଟାଣି
ଶୁକ୍ରବାର କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନା ଦକ୍ଷିଣଭେଡା ଗାଁ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିଲକୁ ପାଣି ମଡାଇବାକୁ ଯାଇଥିବା ବେଳେ ଯୁବକଙ୍କୁ…
Read More » -
ଆଜି ମହାଶିବରାତ୍ରୀରେ ଉପାସ ରହି ରାତିରେ ଦୀପ ଜାଳିବେ ଭକ୍ତ
ଆଜି ମହାଶିବରାତ୍ରୀରେ ଦିନ ସାରା ଉପାସରେ ରହିବା ସହ ରାତିରେ ଉଜାଗର ରହି ଦୀପ ଜାଳିବେ ଭକ୍ତ । ରାତିରେ ମହାଦୀପ ଉଠିବା ପରେ ଉପବାସ ଭାଙ୍ଗିବେ…
Read More » -
ଆଶାକର୍ମୀଙ୍କ ମାସିକ ଦରମା 4 ହଜାର 500 ରୁ 7 ହଜାର ଟଙ୍କାକୁ ବୃଦ୍ଧି କଲେ ରାଜ୍ୟ ସରକାର
ଆଶାକର୍ମୀଙ୍କ ମାସିକ ଦରମା 4 ହଜାର 500 ରୁ 7 ହଜାର ଟଙ୍କାକୁ ବୃଦ୍ଧି କଲେ ରାଜ୍ୟ ସରକାର । ଏନେଇ ଘୋଷଣା କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ…
Read More » -
ଲାଞ୍ଚ ନେବାବେଳେ ଭିଜିଲାନସ୍ ହାତରେ ଧରାପଡିଲେ ବିଆରଏସ୍
ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ କାର୍ଯ୍ୟଳୟର ବ୍ଲକ ରିସୋସ କୋଡ଼ିନେଟର-ବିଆରଏସଙ୍କୁ ଧରିଛି ଭିଜିଲାନ୍ସ । ୫ ହଜାର ଟଙ୍କା ଲାଞ୍ଚନେବା ବେଳେ ମଧୁସୂଦନ ପଟେଲଙ୍କୁ…
Read More » -
ଆଉଟସୋର୍ସିଂ କର୍ମଚାରୀଙ୍କ ଦରମା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର।
ଆଉଟସୋର୍ସିଂ କର୍ମଚାରୀଙ୍କ ଦରମା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଗୁରୁବାର ଆଉଟସୋର୍ସିଂ କର୍ମଚାରୀଙ୍କ ମାସିକ ପାରିଶ୍ରମିକ ୨୫ % ବୃଦ୍ଧି କରଛନ୍ତି ସରକାର। ଅଭିଜ୍ଞତା ଭିତ୍ତିରେ ପାରିଶ୍ରମିକ…
Read More » -
ଶିବରାତ୍ରି ପାଇଁ ଲିଙ୍ଗରାଜ ମନ୍ଦିରରେ ବ୍ୟାପକ ପ୍ରସ୍ତୁତି
ଆସନ୍ତାକାଲି ମହାଶିବରାତ୍ରି ପାଇଁ ବିଭିନ୍ନ ଶୈବ ପୀଠରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଶିବରାତ୍ରି ପାଇଁ ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିରରେ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି ।…
Read More » -
BJP-BJD ମେଣ୍ଟ ନେଇ କିଛି ଫାଇନାଲ ହୋଇନି : ଜୁଏଲ ଓରାମ
ବିଜେପି ମିଟିଂରେ ଉପସ୍ଥିତ ଥିବା ସାଂସଦ ଜୁଏଲ ଓରାମଙ୍କ ପ୍ରତିକ୍ରିୟା ରଖିଛନ୍ତି । ବୈଠକରେ ଅନେକ ବିଷୟରେ ଆଲୋଚନା କରାଯାଇଛି । ମେଣ୍ଟ ଆଲୋଚନା ହୋଇଥିଲା, ଏକା…
Read More » -
ବାବା ଆଖଣ୍ଡଳମଣିଙ୍କ ଶ୍ରୀବିଗ୍ରହକୁ ରୂପାରେ ଛାଉଣି କରାଯାଇଛି
ବାବା ଆଖଣ୍ଡଳମଣିଙ୍କ ଶ୍ରୀବିଗ୍ରହକୁ ରୂପାରେ ଛାଉଣି କରାଯାଇଛି । ଭଦ୍ରକ ଗୁଜରାତି ମହାସଂଘ ପକ୍ଷରୁ ୧.୨୬ କ୍ୱିଣ୍ଟାଲ ରୂପା ଅଳଙ୍କାର ଦାନ କରାଯାଇଛି । ଶିବରାତ୍ରୀ ପୂର୍ବରୁ…
Read More » -
ବିଜେପି ନେତାଙ୍କୁ ଦିଲ୍ଲୀ ଡାକରା :ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ
ମୋଦୀଙ୍କ ଓଡ଼ିଶା ଗସ୍ତ ପରେ ବୁଧବାର ରାଜ୍ୟ ବିଜେପି ନେତାଙ୍କୁ ଦିଲ୍ଲୀ ଡାକରା ହୋଇଛି । ବୁଧବାର ସନ୍ଧ୍ୟା ୫ଟାରେ ଦିଲ୍ଲୀରେ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ…
Read More » -
ରାମଚନ୍ଦ୍ରବେହେରା ହତ୍ୟା ମାମଲା : ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ
ବହୁଚର୍ଚ୍ଚିତ ଘସିପୁରା ନିର୍ବାଚନ ମଣ୍ଡଳୀ ଧକୋଠା ଗାଁର ରାମଚନ୍ଦ୍ରବେହେରା ହତ୍ୟା ମାମଲାର ଶୁଣାଣି ଶେଷ ହୋଇ ରାୟ ପ୍ରକାଶ ପାଇଛି। ୫୩ ଜଣ ସାକ୍ଷୀଙ୍କ ବୟାନକୁ ଆଧାର…
Read More »