ଓଡ଼ିଶା
-
ଶ୍ରୀମନ୍ଦିର ଭିତରେ ସୁଆର ବଡୁ ସେବାୟତଙ୍କର ଚାଲିଗଲା ଜୀବନ
ଶ୍ରୀମନ୍ଦିର ଭିତରେ ବୁଧବାର ଜଣେ ସେବାୟତଙ୍କର ଜୀବନ ଯାଇଛି। ମୃତକ ଜଣକ ସୁଆର ବଡୁ ସେବାୟତ ଜଗନ୍ନାଥ ସୁନାଥାଳି ବୋଲି ଜଣାପଡ଼ିଛି। ମଧ୍ୟାହ୍ନ ସମୟରେ ସେ ଅସୁସ୍ଥ…
Read More » -
ଘନ କୁହୁଡି ନେଇ ଚେତାବନୀ ଜାରି : ୫ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
ଘନ କୁହୁଡି ନେଇ ଚେତାବନୀ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା ୨ ଦିନ ପାଇଁ ଘନ କୁହୁଡି ନେଇ ସୁନ୍ଦରଗଡ, ନୟାଗଡ, ଖୋର୍ଦ୍ଧା,…
Read More » -
୧୭ ତାରିଖରୁ ବଢ଼ିବ ଶୀତ : ଘନ କୁହୁଡି ନେଇ ୩ ଜିଲ୍ଲାକୁ ସତର୍କ ସୂଚନା ଜାରି
ଘନ କୁହୁଡି ପାଇଁ ୩ ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୧୭ ତାରିଖରୁ ଶୀତ ବଢିବା ନେଇ ପୂର୍ବରୁ ସୂଚନା ଦିଆଯାଇଥିଲା…
Read More » -
କଣାସରେ ୪୦ରୁ ଅଧିକ ଗ୍ରାମବାସୀ ଡାଇରିଆରେ ଆକ୍ରାନ୍ତ
କଣାସରେ ଅଣାୟତ ହେଉଛି ଡାଇରିଆ ସ୍ଥିତି। ଝାଡାବାନ୍ତିରେ ଆକ୍ରାନ୍ତ ହେଲାଣି ୪୦ରୁ ଅଧିକ ଗ୍ରାମବାସୀ। ତେବେ ସ୍ଥାନୀୟ ଲୋକେ ଦୂଷିତ ପାଣି ସେବାନ କରିବା ଯୋଗୁଁ ଝାଡ଼ାବାନ୍ତି…
Read More » -
ଦଶମ ପ୍ରଶ୍ନପତ୍ରରେ ଲାଗିବ ୱାଟର ମାର୍କ : ବାର୍ କୋଡ୍ ସହ ସିକ୍ୟୁରିଟି କୋଡ୍ ମଧ୍ୟ ରହିବ।
ଦଶମ ପ୍ରଶ୍ନପତ୍ର ଭାଇରାଲ୍ ରୋକିବାକୁ ବୋର୍ଡର ପଦକ୍ଷେପ। ନମ୍ବରିଂ କରାଯିବ ଦଶମ ଶ୍ରେଣୀ ପରୀକ୍ଷା ପଶ୍ନପତ୍ର। ନମ୍ବରିଂ କରାଯିବା ସହ ପ୍ରଶ୍ନପତ୍ରରେ ଲାଗିବ ୱାଟର ମାର୍କ। ବାର୍…
Read More » -
ମହାପ୍ରଭୁଙ୍କ ବନକଲାଗି ନୀତି : ପାଞ୍ଚ ଘଣ୍ଟା ସାଧାରଣ ଦର୍ଶନ ରହିବ ବନ୍ଦ
ଆସନ୍ତାକାଲି ମାଘ କୃଷ୍ଣ ଦ୍ୱିତୀୟା ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ଦ୍ବିତୀୟ ଭୋଗ ମଣ୍ଡପ ପରେ ଦତ୍ତମହାପାତ୍ର…
Read More » -
ଚଳିତ ବର୍ଷ ଖଣ୍ଡଗିରି କୁମ୍ଭମେଳା ଯାତ୍ରାରେ ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ବାରଣ
ଚଳିତ ବର୍ଷ ଖଣ୍ଡଗିରି କୁମ୍ଭମେଳାରେ ୧୨ଟି ଯାତ୍ରା ପାର୍ଟି ମଇଦାନକୁ ଓହ୍ଲାଇବେ। ନୂଆ ନୂଆ କାହାଣୀ, ଦମ୍ଦାର ସଂଳାପକୁ ନେଇ ପ୍ରସ୍ତୁତ ହୋଇଥିବା ୧୨ ଯାତ୍ରାଦଳଙ୍କୁ କମିଟି…
Read More » -
ବଡ଼ୁ ଓ ପୂଜାପଣ୍ଡା ସେବକଙ୍କ ଭିତରେ ଯୁକ୍ତି-ତର୍କ : ଉପାସରେ ପ୍ରଭୁ ଲିଙ୍ଗରାଜ
ଭୁବନେଶ୍ୱରରର ପ୍ରସିଦ୍ଧ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ବଡ଼ୁ ଓ ପୂଜାପଣ୍ଡା ସେବକଙ୍କ ଭିତରେ ଯୁକ୍ତି-ତର୍କ ତଥା ବିବାଦ କାରଣରୁ ରୀତି ନୀତି ଆଗକୁ…
Read More » -
ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀମାନଙ୍କୁ ଦିଆଯିବ ଭିଟାମିନ ଏ ଓ ଡି ଯୁକ୍ତ କ୍ଷୀର
ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଦିଆଯିବ କ୍ଷୀର। ଏନେଇ ଓଡ଼ିଶା ସରକାର ଚିନ୍ତା କରୁଛନ୍ତି। ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀମାନଙ୍କୁ ୨୦୦ ମିଲିମିଟର ଭିଟାମିନ ଏ ଓ ଡି ଯୁକ୍ତ…
Read More » -
୪ ଲକ୍ଷ ୯୯ ହଜାର ୭୭୮ ଚାଷୀଙ୍କ ଚାଷୀ ପାଇଲେଣି ଧାନର ମୂଲ୍ୟ : ଯୋଗାଣ ମନ୍ତ୍ରୀ
ଓଡ଼ିଶା ସରକାର ଧାନର ମୂଲ୍ୟ ବାବଦରେ ଏଯାବତ୍ ଚାଷୀଙ୍କୁ ୭୩୭୯ କୋଟି ଟଙ୍କା ଦେଇ ସାରିଛନ୍ତି । ଏହାଛଡ଼ା ଇନପୁଟ୍ ସବସିଡି ବାବଦରେ ଚାଷୀଙ୍କୁ ୧୯୦୪କୋଟି ଟଙ୍କା…
Read More »