ଓଡ଼ିଶା
-
୩ ଦିନ ପ୍ରବଳ ବର୍ଷା, ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି
ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇଛି। ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗ-ଓଡ଼ିଶା ଉପକୂଳସ୍ଥ ସମୁଦ୍ର ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।…
Read More » -
ମାଲକାନଗିରି ସୀମାନ୍ତରେ ଏନକାଉଣ୍ଟର: ୨ ମାଓବାଦୀ ନିହତ
ମାଲକାନଗିରି ସୀମାନ୍ତରେ ଏନକାଉଣ୍ଟରରେ ୨ ଦୁର୍ଦ୍ଦାନ୍ତ ମାଓବାଦୀ ନିହତ ହୋଇଥିବାର ଖବର ମିଳିଛି। ବୁଧବାର ସକାଳେ ଛତିଶଗଡ଼ ଦନ୍ତେୱାଡ଼ାର ନାହାଡି ଜଙ୍ଗଲରେ ଏନକାଉଣ୍ଟର ହୋଇଥିଲା। ପୁଲିସ ଦୁଇଜଣ…
Read More » -
ନୂଆଁଖାଇ ଅବସରରେ ଆଜି ଚାଷୀଙ୍କ ଆକାଉଣ୍ଟକୁ ଯିବ କାଳିଆ ଟଙ୍କା
ଚାଷୀଙ୍କୁ ନୂଆଁଖାଇ ଭେଟି । ଆଜି ଚାଷୀଙ୍କ ଆକାଉଣ୍ଟକୁ ଯିବ କାଳିଆ ଟଙ୍କା । ପବିତ୍ର ନୂଆଖାଇ ଅବସରରେ ରବି ଫସଲ ପାଇଁ ଚାଷୀ ଭାଇ ଭଉଣୀଙ୍କୁ…
Read More » -
କାୟା ମେଲାଉଛି ସ୍କ୍ରବ୍ ଟାଇଫସ , ଆଉ ୭ ଜଣ ପଜିଟିଭ ଚିହ୍ନଟ
ବିଶ୍ୱରେ କରୋନା ମହାମାରୀ ନିଜର ଭୟଙ୍କର ରୂପ ଦେଖାଇ ଥମିବା ପରେ ଏବେ ରାଜ୍ୟ ତଥା ଦେଶରେ ଅନେକ ଭାଇରସ ଚିନ୍ତା ବଢାଇବାରେ ଲାଗିଛି । କେରଳ…
Read More » -
ମାଆ ସମଲେଶ୍ବରୀଙ୍କଠାରେ ଲାଗିହେଲା ନବାନ୍ନ
ମହକୁଛି ପଶ୍ଚିମ ଓଡିଶା। କୃଷିଭିତ୍ତିକ ପର୍ବ ନୂଆଖାଇ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା । ଗାଁଠୁ ସହର ସବୁଆଡ଼େ ନୂଆଖାଇପାଇଁ ଉତ୍ସବ ମୁଖର। ଏହି ଅବସରରେ ନୂଆଖାଇର…
Read More » -
ମେଡିକାଲ କ୍ୟାମ୍ପସରେ ହେବ ସ୍ଥାୟୀ ‘ହେଲିପ୍ୟାଡ’
ରାଜ୍ୟ ସରକାର ବର୍ତ୍ତମାନ ସ୍ୱାସ୍ଥ୍ୟକ୍ଷେତ୍ରରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଓଡ଼ିଶାକୁ ଚିକିତ୍ସା କ୍ଷେତ୍ରରେ ବିକାଶ କରାଇବା ପାଇଁ ବିଭିନ୍ନ ଐତିହାସିକ ନିଷ୍ପତ୍ତି ନେଉଛନ୍ତି ସରକାର ।…
Read More » -
ନୂଆଁଖାଇ ପାଇଁ ମା’ ଙ୍କ ପାଖରେ ଲାଗି ହେଲା ନୂଆ ସିନ୍ଦୁର
ନୂଆଁଖାଇ ପାଇଁ ସାରା ପଶ୍ଚିମ ଓଡ଼ିଶା ଉତ୍ସବ ମୁଖରିତ। ଆସନ୍ତାକାଲି ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ଏଥିପାଇଁ ଚଳଚଞ୍ଚଳ ସାରା ପଶ୍ଚିମ ଓଡ଼ିଶା ।…
Read More » -
‘ସ୍କ୍ରବ ଟାଇଫସ’ରେ ଆଉ ୧୦ ଜଣ ପଜିଟିଭ ଚିହ୍ନଟ
ସାରା ରାଜ୍ୟରେ ବର୍ତ୍ତମାନ ‘ସ୍କ୍ରବ ଟାଇଫସ’କୁ ନେଇ ଆତଙ୍କ ବ୍ୟାପିବାରେ ଲାଗିଛି । ବିଶେଷ କରି ସୁନ୍ଦରଗଡ଼ ଜିଲ୍ଲା ଏହି ଭାଇରସର ଏକ ହବ୍ ପାଲଟିଯାଇଛି ।…
Read More » -
୨୧ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ପ୍ରବଳ ବର୍ଷା
ଭୁବନେଶ୍ୱର : ଓଡ଼ିଶାରେ ଘୂର୍ଣ୍ଣିବଳୟ ପ୍ରଭାବରେ ଜାରି ରହିଛି ବର୍ଷା । ଓଡିଶାର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ…
Read More » -
ଆଜି ପବିତ୍ର ଗଣେଶ ଚତୁର୍ଥୀ,ଚାରିଆଡେ ଆଧ୍ୟାତ୍ମିକ ପରିବେଶ
ଆଜି ଜ୍ଞାନର ଦେବତା ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ଆରାଧନାର ଦିନ। ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥୀ ଏକ ପବିତ୍ର ପର୍ବ। ଆଜିର ଦିନରେ ବିଘ୍ନହର୍ତା ଗଜାନନ ଧରାକୁ…
Read More »