ଓଡ଼ିଶା
-
ଝାରପଡା ଜେଲରେ ସାବିତ୍ରୀ ପାଳିଲେ ଅର୍ଚ୍ଚନା ନାଗ୍
ଭୁବନେଶ୍ୱର : ଆଜି ହେଉଛି ପବିତ୍ର ସାବିତ୍ରୀ ଅମାବାସ୍ୟା । ସ୍ୱାମୀର ଦୀର୍ଘାୟୁ କାମନା କରି ବ୍ରତ କରୁଛନ୍ତି ସ୍ତ୍ରୀ। ଓଡ଼ିଆ ପରମ୍ପରା ଅନୁଯାୟୀ ସଧବା ନାରୀ ମାନେ…
Read More » -
ପଶ୍ଚିମବଙ୍ଗ ବାଣ ବିସ୍ଫୋରଣ ମାମଲାରେ ଗିରଫ ହୋଇଥିବା ବାଣ ମାଲିକ ଭାନୁ ବାଗର କଟକରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ
କଟକ: ପଶ୍ଚିମବଙ୍ଗ ବାଣ ବିସ୍ଫୋରଣ ମାମଲାରେ ଆସିଛି ଆଉ ଏକ ନୂଆ ଟ୍ୱିଷ୍ଟ । ବିସ୍ଫୋରଣ ମାମଲାରେ ଗିରଫ ହୋଇଥିବା ବାଣ ମାଲିକ ଭାନୁ ବାଗର ମୃତ୍ୟୁ…
Read More » -
ବୈପାରୀଗୁଡା ଥାନା ନିକଟରେ ସରକାରୀ ବସ ଉପରକୁ ଗୁଳିମାଡ କଲେ ଦୃବୁର୍ତ୍ତ
ଜୟପୁର: OSRTCର ଏକ ବସ ଉପରକୁ ଅଚାନକ ଗୁଳିମାଡ ହୋଇଛି । ବୈପାରୀଗୁଡା ଥାନାଠୁ ମାତ୍ର ୧୦୦ ମିଟର ଦୂରରେ ଏହି ଗୁଳିମାଡ ହୋଇଥିବା ସୂଚନା ମିଳିଛି…
Read More » -
ଏଏସ୍ଓ ମେରିଟ୍ ଲିଷ୍ଟକୁ ଖାରଜ କଲେ ହାଇକୋର୍ଟ, ୨ ମାସ ମଧ୍ୟରେ ସାନି ମେରିଟ୍ ଲିଷ୍ଟ ପ୍ରକାଶ କରିବାକୁ ଓପିଏସ୍ସିକୁ ନିର୍ଦ୍ଦେଶ
କଟକ: ଏଏସ୍ଓ ନିଯୁକ୍ତି ନେଇ ଲୋକସେବା ଆୟୋଗ(ଓପିଏସ୍ସି)ପକ୍ଷରୁ ଜାରି ହୋଇଥିବା ମେରିଟ୍ ଲିଷ୍ଟକୁ ଶୁକ୍ରବାର ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏଥିସହିତ ଲିଖିତ ପରୀକ୍ଷାରେ ପିଲାମାନେ ପାଇଥିବା ମୋଟ…
Read More » -
ତୀକ୍ଷ୍ଣ ସ୍ମୃତି ଦକ୍ଷତା ପାଇଁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ଭବାନୀପାଟଣାର ଦୁଇ ବର୍ଷର ଶିଶୁ ତେଜାନ୍ସୁ
ଭୁବନେଶ୍ୱର: କାଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରୁ ଆସିଥିବା ତେଜାନ୍ସୁ, ଦୁଇ ବର୍ଷର ଶିଶୁ ପ୍ରବୃତ୍ତିରେ ତାଙ୍କର ତୀକ୍ଷ୍ଣ ସ୍ମୃତି ଦକ୍ଷତା ପାଇଁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ପ୍ରବେଶ…
Read More » -
ସମସ୍ତ ମହିଳାଙ୍କ ଗର୍ଭାଶୟ ଅସ୍ତ୍ରୋପଚାରର ହେବ ଅଡିଟ୍, ରାଜ୍ୟ ସରକାରଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶ
ଭୁବନେଶ୍ୱର: ଗର୍ଭାଶୟ ଅସ୍ତ୍ରୋପଚାର ବର୍ତ୍ତମାନ ଦେଶରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ସରକାରୀ ଏବଂ ଘରୋଇ ହସ୍ପିଟାଲ ଅର୍ଥ ଲୋଭରେ ଆବଶ୍ୟକତା ନଥାଇ ମଧ୍ୟ ଅସ୍ତ୍ରୋପଚାରରେ…
Read More » -
ଏଣିକି ବର୍ଷକୁ ୨ ଥର ‘କାଳିଆ ସ୍କଲାରସିପ୍’ ଲାଗି କରିପାରିବେ ଆବେଦନ
ଭୁବନେଶ୍ୱର : ଏଣିକି ସହଜ ହେବ ‘କାଳିଆ ସ୍କଲାରସିପ୍’ ପାଇଁ ଆବେଦନ ପ୍ରକ୍ରିୟା। ଛାତ୍ରଛାତ୍ରୀ ଏଣିକି ନାମଲେଖା ପାଇଁ ଆବେଦନ ସମୟରେ ବୃତ୍ତି ବାବଦରେ ସମସ୍ତ ତଥ୍ୟ…
Read More » -
ମହାପ୍ରଭୁଙ୍କ ଦର୍ଶନ କଲେ ଦୁଇ କେନ୍ଦ୍ର ମନ୍ତ୍ରୀ
ପୁରୀ: ଆଜି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀରେ ପହଞ୍ଚି ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି। ବନ୍ଦେ…
Read More » -
ଭୁବନେଶ୍ୱର ଫଳ ମାର୍କେଟରେ ବିଏମସିର ଚଢ଼ାଉ: କାରବାଇଡ୍ ମିଶା ୫୦ କେଜି ଫଳ ଜବତ
ଭୁବନେଶ୍ୱର: ବିଭିନ୍ନ ଫଳ ମାର୍କେଟରେ ଲୋକଙ୍କ ନାହିଁ ନଥିବା ଭିଡ଼ ରହିଛି । ସାବିତ୍ରୀ ବ୍ରତ ପାଇଁ ଫଳ ଦର ଉଚ୍ଚା ରହିଥିବା ବେଳେ ଲୋକେ ପ୍ରବଳ…
Read More » -
ଔଷଧ ଦୋକାନ ନାଁ ବଦଳାଇବାକୁ ୧୦ ହଜାର ଲାଞ୍ଚ ନେଇ ଧରାପଡ଼ିଲେ ସେକ୍ସନ୍ ଅଫିସର
ଭୁବନେଶ୍ୱର: ଔଷଧ ଦୋକାନ ନାଁ ପରିବର୍ତ୍ତନ ଲାଗି ଲାଞ୍ଚ । ଭିଜିଲାନ୍ସ ହାତରେ ଲାଞ୍ଚ ନେଇ ଧରାପଡ଼ିଲେ ଭୁବନେଶ୍ୱର ଫୁଡ୍ ସେଫଟି କମିଶନର କାର୍ଯ୍ୟାଳୟର ସେକ୍ସନ୍ ଅଫିସର ଗିରିଜା…
Read More »