ଓଡ଼ିଶା
-
ଥାଇଲାଣ୍ଡ ପାରା ବ୍ୟାଡମିଣ୍ଟନ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ୨ଟି ସ୍ୱର୍ଣ୍ଣ ପଦକ ଜିତିଲେ ପ୍ରମୋଦ ଭଗତ
ଭୁବନେଶ୍ୱର: ପାରା ଅଲିମ୍ପିକ ଚାମ୍ପିୟନ ପ୍ରମୋଦ ଭଗତ ଥାଇଲାଣ୍ଡ ପାରା ବ୍ୟାଡମିଣ୍ଟନ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ୨ଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଓଡିଶାର ଷ୍ଟାର ଖେଳାଳି ପ୍ରମୋଦ…
Read More » -
ପାରାଦୀପ ବନ୍ଦରକୁ ମିଳିଲା ‘ସାଗର ଶ୍ରେଷ୍ଠ ସମ୍ମାନ’
ପାରାଦୀପ: ଜଗତସିଂହପୁର ଜିଲ୍ଲାରେ ଥିବା ପାରାଦୀପ ବନ୍ଦରକୁ ଭାରତର ସମସ୍ତ ପ୍ରମୁଖ ବନ୍ଦର ମଧ୍ୟରେ ସର୍ବାଧିକ ଅଭିବୃଦ୍ଧି ହାର ହାସଲ କରିଥିବାରୁ ବନ୍ଦର, ଜାହାଜ ଚଳାଚଳ ମନ୍ତ୍ରଣାଳୟ…
Read More » -
ଭାରସାମ୍ୟ ହରାଇ ଘରେ ପଶିଗଲା କାର୍, ଶୋଇଥିବା ବେଳେ ମହିଳାଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ରାସ୍ତାରୋକ
ବୌଦ୍ଧ : ଭାରସାମ୍ୟ ହରାଇ ଘରେ ପଶିଗଲା କାର୍ । ଶୋଇଥିବା ଅବସ୍ଥାରେ ମହିଳାଙ୍କ ଉପରେ ମାଡ଼ିଗଲା । ଘଟଣାସ୍ଥଳରେ ଚାଲିଗଲା ମହିଳାଙ୍କ ଜୀବନ । ଏଭଳି ଅଭାବନୀୟ…
Read More » -
ଆଜିଠୁ ୨୧ ଦିନ ଧରି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଭିତର ଚନ୍ଦନ ଯାତ୍ରା
ପୁରୀ: ଆଜିଠାରୁ ମହାପ୍ରଭୁଙ୍କର ଭିତର ଚନ୍ଦନ ନୀତି ଆରମ୍ଭ ହେଉଛି । ମହାପ୍ରଭୁଙ୍କ ଭିତର ଚନ୍ଦନ ଯାତ୍ରା ୨୧ ଦିନ ଧରି ଅନୁଷ୍ଠିତ ହେବ । ୧୫ ତାରିଖ…
Read More » -
ସମ୍ବଲପୁର ସର୍କଲ ଜେଲରେ ଆତ୍ମହତ୍ୟା କଲେ କଏଦୀ
ସମ୍ବଲପୁର: ସମ୍ବଲପୁର ସର୍କଲ ଜେଲରେ କଏଦୀଙ୍କ ଆତ୍ମହତ୍ୟା ଅଭିଯୋଗ। ବେକରେ ଗାମୁଛା ଦେଇ ଝୁଲିପଡ଼ିଲେ କଏଦୀ। ଜେଲ୍ କୋଠରୀରୁ ମୃତଦେହ ଉଦ୍ଧାର କରିଛି ପୁଲିସ୍। ମୃତକ ଜଣଙ୍କ…
Read More » -
ରାଜ୍ୟର ସମସ୍ତ ପଞ୍ଚାୟତରେ ନିର୍ମାଣ ହେବ କନଭେନସନ ସେଣ୍ଟର ଓ ପାଠାଗାର, ପ୍ରତି ପଞ୍ଚାୟତକୁ ମିଳିବ ୬୦ ଲକ୍ଷ ଟଙ୍କା
ଭୁବନେଶ୍ୱର: ଗ୍ରାମାଞ୍ଚଳର ବିକାଶ ପାଇଁ ରାଜ୍ୟର ସମସ୍ତ ପଞ୍ଚାୟତରେ ‘କନଭେନସନ ସେଣ୍ଟର’ ନିର୍ମାଣ କରାଯିବ। ସେଥିପାଇଁ ପ୍ରତି ପଞ୍ଚାୟତକୁ ୬୦ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ।…
Read More » -
ପ୍ରକାଶ ପାଇଲା ଆଇସିଏସଇ ଦଶମ ଏବଂଦ୍ୱାଦଶ ପରୀକ୍ଷା ଫଳ
ନୂଆଦିଲ୍ଲୀ: ଆଜି ଅପରାହ୍ନ ୩ଟାବେଳେ ଭାରତୀୟ ବିଦ୍ୟାଳୟ ପ୍ରମାଣପତ୍ର ପରୀକ୍ଷା ପରିଷଦ (CISCE) ଦ୍ୱାରା ପରିଚାଳିତ ଦଶମ (ICSE ) ଏବଂ ଦ୍ୱାଦଶ ଶ୍ରେଣୀ (ISC) ପରୀକ୍ଷାଫଳ…
Read More » -
ଭୁବନେଶ୍ୱର ସ୍ଥିତ ଆରଏମଆରସି କ୍ୟାମ୍ପସରେ ଅଗ୍ନିକାଣ୍ଡ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଚିକିତ୍ସା ଗବେଷଣା କେନ୍ଦ୍ର (ଆରଏମଆରସି) କ୍ୟାମ୍ପସରେ ଏକ ଅଗ୍ନିକାଣ୍ଡ ଘଟିଛି। କ୍ୟାମ୍ପସର ଷ୍ଟୋର ରୁମରେ ଏହି ଅଗ୍ନିକାଣ୍ଡ ସଂଘଟିତ ହୋଇଥିବା…
Read More » -
ଓଟିପି ସ୍କାମ ମାମଲାରେ ନୟାଗଡ ଓ ଯାଜପୁରରୁ ୩ ଜଣ ଯୁବକ ଗିରଫ, ଦେଶରୁ ଓଟିପି ପାକିସ୍ତାନ ପଠାଉଥିଲେ
ଭୁବନେଶ୍ୱର : ଓଟିପି ସ୍କାମ ମାମଲାରେ ନୟାଗଡ ଓ ଯାଜପୁର ରୁ କିଛି ଯୁବକ ପାକିସ୍ତାନର ଠକକୁ ସାହାଯ୍ୟ କରୁଥିବା ଜଣାପଡିଛି । ଓଡିଶାରୁ ପାକିସ୍ତାନ ପର୍ଯ୍ୟନ୍ତ…
Read More » -
ଆସନ୍ତା ୧୫ ତାରିଖରୁ ହିଟୱେଭ୍ ନେଇ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର: ରାଜ୍ୟରେ ପୁଣି ବହିବ ଝାଞ୍ଜି ପବନ । ଆସନ୍ତା ୧୫ ତାରିଖରୁ ରାଜ୍ୟରେ ବିଶେଷ କରି ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବ…
Read More »