ଓଡ଼ିଶା
-
ଆସନ୍ତା ୧୮ରେ ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବେ ଦିପାଳୀ ଦାସ
ଭୁବନେଶ୍ୱର: ଆସନ୍ତା ମାସ ୧୦ ତାରିଖରେ ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ଏହି ନିର୍ବାଚନକୁ ନେଇ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ…
Read More » -
ଶ୍ରୀମନ୍ଦିରରେ ଅବଢ଼ା ଖାଇ ଟଙ୍କା ନ ଦେବାରୁ ଠେଲିଦେଲେ ସେବାୟତ, ତଳେ ପଡ଼ି ଶ୍ରଦ୍ଧାଳୁ ଆହତ
ପୁରୀ : ଶୁକ୍ରବାର ଦିନ ଶ୍ରୀମନ୍ଦିରରେ ଅବଢ଼ା ଖାଇ ଟଙ୍କା ନଦେଇ ଖସି ପଳାଉଥିବା ଶ୍ରଦ୍ଧାଳୁଙ୍କ ସହ ଉତ୍ତରଦ୍ବାର ସମ୍ମୁଖରେ ସୁଆର ସେବାୟତ ମଧ୍ୟରେ ହାତାହାତି ହୋଇଛି।…
Read More » -
କାମାକ୍ଷାନଗରରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
କାମାକ୍ଷାନଗର: ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ଯାତ୍ରୀବାହୀ ବସ୍ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ଏକ ଯାତ୍ରୀବାହୀ ବସ୍…
Read More » -
ଆଜିଠାରୁ ଓଡିଶାରେ ମାଛମରାକୁ ନେଇ ନୂଆ କଟକଣା
ପାରାଦୀପ: ଆଜିଠାରୁ ଓଡିଶାରେ ମାଛମରା ଉପରେ କଟକଣା ଜାରି କରିଛନ୍ତି ସରକାର । ଓଡିଶା ଉପକୂଳ ସହିତ ଦେଶର ପୂର୍ବତଟ ରାଜ୍ୟ ଗୁଡିକରେ ମାଛମରାକୁ ନେଇ ନୂଆ କଟକଣା…
Read More » -
ସମ୍ବଲପୁରରେ ପୋଲିସ ଡିଜି ସୁନୀଲ ବଂଶଲ, ୨ ଘଣ୍ଟା ପାଇଁ କର୍ଫ୍ୟୁ କୋହଳ
ଭୁବନେଶ୍ୱର: ସାମ୍ପ୍ରଦାୟିକ ହିଂସାକୁ ପ୍ରଶମିତ କରିବା ପାଇଁ ସମ୍ବଲପୁରରେ ଇଣ୍ଟରନେଟ୍ ସେବା ବନ୍ଦ ସହ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ କରାଯାଇଛି। ତେବେ ସମ୍ବଲପୁରରେ ଉପୁଜିଥିବା…
Read More » -
ନୟାଗଡ଼ ଜିଲ୍ଲା ରଣପୁର ବ୍ଲକର ଜଳଉତ୍ସରେ ମାତ୍ରାଧିକ ଫ୍ଲୋରାଇଡ
ଭୁବନେଶ୍ୱର: ଆମେମାନେ ଦୈନନ୍ଦିନ ଜୀବନରେ ଯେଉଁ ଜଳ ବ୍ୟବହାର କରୁଛେ ତାହା କେତେ ଦୂଷିତ ସେନେଇ ଆପଣମାନେ କେତେ ସାବଧାନ ରହିଛନ୍ତି । ଏହି ଦୂଷିତ ପାଣି ସେବନ…
Read More » -
୫ ଦିନ ପର୍ଯ୍ୟନ୍ତ ଭିଜିବ ଓଡ଼ିଶା, ବର୍ଷା ନେଇ ପୂର୍ବାନୁମାନ କଲା ପାଣିପାଗ ବିଭାଗ
ଭୁବନେଶ୍ୱର: ୪୦ ଡିଗ୍ରୀରୁ ଅଧିକ ତାପମାତ୍ରାରେ ସିଜୁଛି ସାରା ଓଡିଶା । ପ୍ରଚଣ୍ଡ ଖରାକୁ ଅସହ୍ୟ ତାତିରେ କଲ ବଲ ହୋଇଛନ୍ତି ଓଡିଶାର ସାଢେ ୪ କୋଟି…
Read More » -
ଚାଷୀମାନଙ୍କ ପାଇଁ ହେଲ୍ପ ଲାଇନ୍ ନମ୍ବର ଜାରି କଲା ଓୟୁଏଟି
ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସ୍ୱାଭାବିକ ଠାରୁ ତାପମାତ୍ରା ୩ରୁ୪ ଡିଗ୍ରି ଅଧିକ ରହୁଛି। ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଯୋଗୁ ଫସଲ ନଷ୍ଟ…
Read More » -
ଏପ୍ରିଲ ୧୫ରେ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ: ହାଇକୋର୍ଟ ଓ ରାଜ୍ୟର ସମସ୍ତ ନିମ୍ନ ଅଦାଲତ ଛୁଟି
ଭୁବନେଶ୍ୱର: ଏପ୍ରିଲ ୧୫ରେ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ ହେବ। ରାଜ୍ୟ ଆଇନଜୀବୀ ପରିଷଦର ୨୫ଟି ସଦସ୍ୟ ପଦ ପାଇଁ ନିର୍ବାଚନ ହେବ। ଏଥିପାଇଁ ୩୦ଟି…
Read More » -
ଠିକାଦାରଙ୍କ ବିଲ୍ ପାସ କରିବା ପାଇଁ ଲାଞ୍ଚ ନେଇ ସିବିଆଇ ହାତରେ ଧରାପଡ଼ିଲେ ସହକାରୀ ଯନ୍ତ୍ରୀ
ସମ୍ବଲପୁର: ଡାକ ବିଭାଗ ଆଜି ଛୁଟି ଥିବା ବେଳେ କାର୍ଯ୍ୟାଳୟ ଭିତରେ ଜଣେ ଠିକାଦାରଙ୍କ ଠାରୁ ୧ ଲକ୍ଷ ୪୦ ହଜାର ଲାଞ୍ଚନେଇ ପୋଷ୍ଟ ସହକାରୀ ଯନ୍ତ୍ରୀ…
Read More »