ଓଡ଼ିଶା
-
ବଲାଙ୍ଗିର ଜିଲ୍ଲାରେ ନଳକୂପ ଖୋଳୁଖୋଳୁ ବାହାରିଲା ସୁନା ଖଣି
ଭୁବନେଶ୍ୱର: ବଲାଙ୍ଗିର ଜିଲ୍ଲାରେ ନଳକୂପ ଖୋଳୁଖୋଳୁ ଏକ ସୁନା ଖଣିର ସନ୍ଧାନ ମିଳିଛି । ଏହି ସୁନା ଖଣି ଖବର ଚାରିଆଡ଼େ ପ୍ରଘଟ ହେବା ପରେ ଉକ୍ତ ଅଞ୍ଚଳରେ…
Read More » -
ଆଇଏଏସ ସ୍ତରରେ ଅଦଳବଦଳ: ଆଇଏଏସ ନିକୁଞ୍ଜ ବିହାରୀ ଧଳ ହେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ
ଭୁବନେଶ୍ୱର: ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରାଯାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପରିବର୍ତ୍ତନ କରାଯାଇଛି ।…
Read More » -
୨୦୨୩-୨୪ ଶିକ୍ଷାବର୍ଷରୁ ହାଇସ୍କୁଲରେ ‘ସ୍କୁଲ୍ କ୍ଲବ୍’ ସହ ପୁନଃଗଠନ ହେବ ଛାତ୍ର କ୍ୟାବିନେଟ
ଭୁବନେଶ୍ୱର:ସ୍କୁଲ ଛାତ୍ରଛାତ୍ରୀଙ୍କ ପ୍ରତିଭା ଓ ସାମର୍ଥ୍ୟକୁ ବିକଶିତ କରିବା ଉଦ୍ଦେଶ୍ୟରେ ଆସନ୍ତା ୨୦୨୩-୨୪ ଶିକ୍ଷାବର୍ଷଠାରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ରୂପାନ୍ତରିତ ବିଦ୍ୟାଳୟମାନଙ୍କରେ ‘ସ୍କୁଲ କ୍ଲବ୍’ର ପ୍ରଚଳନ କରାଯିବ ।…
Read More » -
ଗତ ତିନି ବର୍ଷ ମଧ୍ୟରେ ଓଡ଼ିଶାରେ ବଜ୍ରପାତରେ ୮୮୧ ଜଣଙ୍କର ମୃତ୍ୟୁ
ଭୁବନେଶ୍ୱର: ରାଜ୍ୟ ସରକାର ୨୦୧୫ ଏପ୍ରିଲ୍ ପହିଲାରୁ ବଜ୍ରପାତକୁ ଷ୍ଟେଟ୍ ସ୍ପେସିଫିକ୍ ଡିଜାଷ୍ଟର ଭାବେ ଘୋଷଣା କରିଛନ୍ତି । ବିଗତ ତିନି ବର୍ଷ ମଧ୍ୟରେ ରାଜ୍ୟରେ ବଜ୍ରପାତରେ…
Read More » -
ଏପ୍ରିଲ ପହିଲାରୁ ଆରମ୍ଭ ହେବ ଟ୍ରାଫିକ୍ ଚେକିଂ,
ଭୁବନେଶ୍ୱର: ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସଟିଏ) ପକ୍ଷରୁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଏସଓପି । ଆସନ୍ତା ଏପ୍ରିଲ ମାସ ମହିଲାରୁ ଟ୍ରାଫିକ…
Read More » -
ଆସନ୍ତା ୨୬ରୁ ଆଉ ଏକ ପଶ୍ଚିମାଝଡ଼: ଘଣ୍ଟା ପ୍ରତି ୩୦ ରୁ ୪୦ କିମି ବେଗରେ ପବନ ବହିବା ସମ୍ଭାବନା
ଭୁବନେଶ୍ୱର: ଆସୁଛି ଆଉ ଏକ ପଶ୍ଚିମାଝଡ଼। ଆସନ୍ତା ୨୬ରୁ ପଶ୍ଚିମା ଝଡ-ପ୍ରଭାବରେ ରାଜ୍ୟରେ ବର୍ଷା, ବିଜୁଳି ଘଡଘଡି ସହ ଝଡ-ପବନ ଘଣ୍ଟା ପ୍ରତି ୩୦ ରୁ ୪୦…
Read More » -
ନୟାଗଡ଼ର ୪ ଚିରସ୍ରୋତା ଝରଣାକୁ ମିଳିବ ଇକୋ ଟୁରିଜମ୍ର ମାନ୍ୟତା
ନୟାଗଡ: ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ବାଣ୍ଠପୁର ପଞ୍ଚାୟତର ଗୋଟିଏ ପାହାଡ଼ରେ ୪ ଚିରସ୍ରୋତା ଝରଣାକୁ ଦେଖିବାକୁ ଗୁରୁବାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ…
Read More » -
ବିଶିଷ୍ଟ ସଂଗୀତଜ୍ଞ ମିହିର ଦାସଙ୍କ ପରଲୋକ
ବାରିପଦା: ବିଶିଷ୍ଟ ସଂଗୀତଜ୍ଞ ମିହିର ଦାସ(୭୦)ଙ୍କର ଗୁରୁବାର ମୟୂରଭଞ୍ଜ ଜିଲା ବାରିପଦାର ପୁରୁଣା ହାଟସାହିସ୍ଥିତ ବାସଭବନରେ ପରଲୋକ ଘଟିଛି। ସେ ଏକଧାରାରେ ସୁନାମଧନ୍ୟ ସଂଗୀତଜ୍ଞ, ସଂଯୋଜକ ଭାବେ…
Read More » -
ମାର୍ଚ୍ଚ ୨୯ରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା
ଭୁବନେଶ୍ୱର: ମାର୍ଚ୍ଚ ୨୯ ତାରିଖରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ। ଏନେଇ ସମନ୍ବୟ ବୈଠକରେ ରଥ ଯେପରି ସଠିକ୍ ସମୟରେ ପ୍ରସ୍ତୁତ ହେବା ସହ…
Read More » -
ମଦ ପିଇ ଗାଡ଼ି ଚଳାଉଥିବା ଡ୍ରାଇଭରଙ୍କୁ ଧରାଯିବ
ଭୁବନେଶ୍ୱର: ଅବହେଳା ଓ ଖାମ ଖିଆଲ୍ ମନୋଭାବ ପାଇଁ ଘଟୁଥିବା ଦୁର୍ଘଟଣା ଏଡ଼ାଇବାକୁ ମଦୁଆଙ୍କ ଉପରେ ନଜର ରଖିବ ପରିବହନ ବିଭାଗ । ଏନେଇ ରାଜ୍ୟ ସରକାର…
Read More »