ଓଡ଼ିଶା
-
ରାଜ୍ୟର ତିନି ଖଣି ଲିଜଧାରୀଙ୍କୁ ୩୪୧ କୋଟି ଟଙ୍କା ଜରିମାନା କଲେ ଓଡ଼ିଶା ସରକାର
ଭୁବନେଶ୍ୱର: ଓଡ଼ିଶା ସରକାର ରାଜ୍ୟର ତିନି ଖଣି ଲିଜଧାରୀଙ୍କୁ ୩୪୧ କୋଟି ଟଙ୍କା ଜରିମାନା କରିଛନ୍ତି। ଜେଏସ୍ଡବ୍ଲୁ ଷ୍ଟିଲ୍ ଉପରେ ୨୯୮.୫୪ କୋଟି ଟଙ୍କା, ପଟ୍ଟନାୟକ ମିନେରାଲ୍ସ…
Read More » -
ସିଆଆଇ ଓଡ଼ିଶା ରାଜ୍ୟ ପରିଷଦର ନୂଆ ଅଧ୍ୟକ୍ଷ ନିର୍ବାଚିତ ହେଲେ ଶଶି ଶେଖର ମହାନ୍ତି, ପ୍ରଦୀପ୍ତ ମହାନ୍ତି ଉପାଧ୍ୟକ୍ଷ
ଭୁବନେଶ୍ୱର: ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ୧ ମାର୍ଚ୍ଚ ୨୦୨୩ରେ ଅନୁଷ୍ଠିତ ପ୍ରଥମ ପୁନର୍ଗଠିତ ରାଜ୍ୟ ପରିଷଦ ବୈଠକରେ ନୂଆ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ନାମ…
Read More » -
ପିଣ୍ଟୁ ନନ୍ଦଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି
ଭୁବନେଶ୍ୱର: ଦୀର୍ଘ ୧୭ ବର୍ଷ ଧରି ଓଡ଼ିଆ ସିନେମା ଜଗତରେ ଲୋକଙ୍କୁ ହସାଉଥିବା, କନ୍ଦାଉଥିବା ଅଭିନେତା ପିଣ୍ଟୁ ନନ୍ଦଙ୍କର ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ସେ କିଛିଦିନ…
Read More » -
ମିଶନ ଶକ୍ତି ଗୋଷ୍ଠୀ ସହଭାଗୀ ମାନଙ୍କୁ ସାଇକେଲ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଆଜି ଲୋକସେବା ଭବନସ୍ଥିତ କନଭେନସନ ହଲରେ ସାଇକେଲ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସହରାଞ୍ଚଳରେ କାମ କରୁଥିବା ୮ ହଜାର ମିଶନଶକ୍ତି ଗୋଷ୍ଠୀ ସହଭାଗୀ ମାନଙ୍କୁ…
Read More » -
ଆଜି ଫଗୁ ଦଶମୀ, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚାଚେରୀ ବେଶ
ପୁରୀ : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଫଗୁ ଦଶମୀ । ମହାପ୍ରଭୁଙ୍କ ଚାଚେରୀ ବେଶ ସହ ଚାଚେରୀ ଭୋଗ କରାଯାଉଛି । ଆଜି ଭକ୍ତଙ୍କୁ ଚାଚାରୀ ବେଶରେ ଦର୍ଶନ…
Read More » -
ରାଜ୍ୟରେ କାର୍ଯ୍ୟକାରୀ ହେବ ସ୍ୱୟଂଚାଳିତ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ
ଭୁବନେଶ୍ୱର: ଓଡ଼ିଶା ସରକାର ରାଜ୍ୟରେ ସ୍ୱୟଂଚାଳିତ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ (ADTS) ପ୍ରବର୍ତ୍ତନ କରିବାକୁ ଯୋଜନା କରୁଛନ୍ତି। ବର୍ତ୍ତମାନ, ଜଣେ ଆବେଦନକାରୀଙ୍କୁ DL ପାଇବା ପାଇଁ ମୋଟର…
Read More » -
ଶୀଘ୍ର ରାଜ୍ୟରେ ନିଯୁକ୍ତ ହେବେ ୪୦ ହଜାର ଶିକ୍ଷକ: ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ
ଭୁବନେଶ୍ୱର: ଖୁବ୍ଶୀଘ୍ର ରାଜ୍ୟର ପ୍ରାଥମିକ ସ୍କୁଲରେ ୨୦ ହଜାର ଶିକ୍ଷକ ଏବଂ ହାଇସ୍କୁଲରେ ୨୦ ହଜାର ଶିକ୍ଷକ ନିଯୁକ୍ତି ହେବେ। ଏନେଇ ବିଜ୍ଞାପନ ବାହାରି ସାରିଛି। ମୋଟ…
Read More » -
ରାଜ୍ୟରେ ଗତ ୭ ବର୍ଷରେ ୩୧% ବଳଦ ସଂଖ୍ୟା ହ୍ରାସ: ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ
ଭୁବନେଶ୍ୱର: ରାଜ୍ୟରେ ବଳଦ ସଂଖ୍ୟା କମିବାରେ ଲାଗିଛି। ଏହି ସୂଚନା ଦେଇଛନ୍ତି ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ବୁଧବାର ବିଧାନସଭାରେ ବିଧାୟକ…
Read More » -
ରାଜ୍ୟରେ ଆରମ୍ଭ ହେବ ଓବିସି ସର୍ଭେ, ଜୁଲାଇ ୧୨ ତାରିଖ ସୁଦ୍ଧା ସାରିବାକୁ ଲକ୍ଷ୍ୟ
ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହେବ ବହୁ ପ୍ରତୀକ୍ଷିତ ପଛୁଆ ବର୍ଗ (ଓବିସି) ସର୍ଭେ । ରାଜ୍ୟରେ ପାଖାପାଖି ୫୪ ପ୍ରତିଶତ ଲୋକ ଓବିସି ବର୍ଗର ହୋଇଥିବା ବେଳେ…
Read More » -
ବିଧାନସଭା ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ସରିଲା ,୧୦ ତାରିଖ ଯାଏ ମୁଲତବି
ଭୁବନେଶ୍ୱର: ହଟ୍ଟଗୋଳ ମଧ୍ୟରେ ବିଧାନସଭା ବଜେଟ୍ ଅଧିବେଶନର ପ୍ରଥମ ଅଧିବେଶନ ଶେଷ ହୋଇଛି । ଏଥିସହ ବିଧାନସଭାକୁ ବାଚସ୍ପତି ଆସନ୍ତା ୧୦ ତାରିଖ ଯାଏ ମୁଲତବି ରଖିଛନ୍ତି…
Read More »