ଓଡ଼ିଶା
-
ଅଟେଇ ସଂରକ୍ଷିତ ଜଙ୍ଗଲରେ ଠାବ ହେଲେ ବିରଳ ପ୍ରଜାତିର ଚଉଶିଙ୍ଗା ଓ ଗୟଳ
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଟଗାଁ ରେଞ୍ଜ ଅନ୍ତର୍ଗତ ଅଟେଇ ସଂରକ୍ଷିତ ଜଙ୍ଗଲରେ ବାଘ ପରେ ବିରଳ ପ୍ରଜାତିର ଗୟଳ ଏବଂ ଚଉଶିଙ୍ଗା ଦେଖିବାକୁ ମିିଳିଛି। ଶୁକ୍ରବାର ଜଙ୍ଗଲରେ ଲାଗିଥିବା…
Read More » -
ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବାଲେଶ୍ୱର ଜଳସମ୍ପଦ ବିଭାଗର କ୍ୟାସିୟର
ବାଲେଶ୍ୱର: ଭିଜିଲାନ୍ସ ଜାଲରେ ବାଲେଶ୍ବର ଜଳସମ୍ପଦ ବିଭାଗର କ୍ୟାସିୟର । ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବାଲେଶ୍ଵର ଜିଲ୍ଲା ଜଳସେଚନ ବିଭାଜନ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର…
Read More » -
ଏକ ନୂଆ ପ୍ରଜାତିର ବୁଢ଼ିଆଣୀ ଚିହ୍ନଟ କଲେ ଭୁବନେଶ୍ୱର ସ୍ଥିତ ନାଇଜର ବୈଜ୍ଞାନିକ
ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ନାଇଜର)ର ବୈଜ୍ଞାନିକମାନେ ଏକ ବଡ଼ ସଫଳତା ହାସଲ କରିଛନ୍ତି । ନାଇଜର କ୍ୟାମ୍ପସ ମଧ୍ୟରୁ…
Read More » -
ଭୁବନେଶ୍ୱର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମର ହେବ ନବକଳେବର
ଭୁବନେଶ୍ୱର: ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ସର୍ବଦା ଗୁରୁତ୍ୱ ଦେଇ ଆସିଛନ୍ତି । ତେବେ ଏହି କ୍ରମରେ ରାଜଧାନୀ ଭୁବନେଶ୍ୱର…
Read More » -
ଗତ ୧୦ ବର୍ଷ ଭିତରେ ପୁଲିସ ହେପାଜତରେ ୫୧ ଅଭିଯୁକ୍ତଙ୍କ ମୃତ୍ୟୁ
ଭୁବନେଶ୍ବର: ରାଜ୍ୟରେ ହାଜତ ମୃତ୍ୟୁ ଚିନ୍ତା ବଢାଉଛି । ଗତ ୧୦ ବର୍ଷ ଭିତରେ ପୁଲିସ ହେପାଜତରେ ୫୧ଜଣ ଅଭିଯୁକ୍ତ ଓ ୫୪୬ଜଣ କଏଦୀ/ବିଚାରାଧୀନ କଏଦୀଙ୍କ ମୃତ୍ୟୁ…
Read More » -
ସମ୍ବଲପୁର ବାର ଆସୋସିଏସନର ୫୪ ଜଣ ଆଇନଜୀବୀଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହୃତ
ଭୁବନେଶ୍ୱର : ସମ୍ବଲପୁର ବାର ଆସୋସିଏସନର ୫୪ ଜଣ ଆଇନଜୀବୀଙ୍କୁ ଆଶ୍ୱସ୍ତି ମିଳିଛି । ସେମାନଙ୍କ ନାଁରେ ଥିବା ନିଲମ୍ବନ ଆଦେଶକୁ ହଟାଇ ଦିଆଯାଇଛି । ଭବିଷ୍ୟତରେ…
Read More » -
ପ୍ରଚଣ୍ଡ ଶବ୍ଦରେ ଥରିଲା ବାସୁଦେବପୁର ଆଉ ବଣାଇ, ଭୟରେ ଘରୁ ବାହାରି ଆସିଲେ ଲୋକ
ଭୁବନେଶ୍ୱର: ପ୍ରଚଣ୍ଡ ଶବ୍ଦରେ କମ୍ପିଲା ଭଦ୍ରକ । ପୁଣି ଥରେ ଭଦ୍ରକରେ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଛି । ଲୋକ ମାନେ ଏହି ଶବ୍ଦ ଶୁଣିବା ପରେ…
Read More » -
ରାଜ୍ୟରେ ଆଉ ୩୬ଟି ନୂଆ ଥାନା ପ୍ରତିଷ୍ଠା ହେବ: ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସୂଚନା
ଭୁବନେଶ୍ୱର: ରାଜ୍ୟ ସରକାର ଆଉ ୩୬ଟି ନୂତନ ଥାନା ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ବିଭିନ୍ନ ଅଞ୍ଚଳର କେଶ୍ ରେକର୍ଡକୁ ଆଧାର କରି ତର୍ଜମା କରିବା…
Read More » -
ଓଡ଼ିଶାରେ ମୁଣ୍ଡପିଛା ଋଣ ଭାର ୨୨ହଜାର ୪୨ଟଙ୍କା, ମୁଣ୍ଡପିଛା ଆୟ ୧ଲକ୍ଷ ୨୮ହଜାର ୮୭୩ ଟଙ୍କା
ଭୁବନେଶ୍ୱର: ଓଡ଼ିଶାରେ ମୁଣ୍ଡପିଛା ଋଣ ଭାର ୨୨ହଜାର ୪୨ଟଙ୍କା ରହିଛି। ରାଜ୍ୟ ସରକାରଙ୍କ ମୁଣ୍ଡପିଛା ଋଣଭାର ବୃଦ୍ଧି ପାଇନାହିଁ। ମୁଣ୍ଡପିଛା ଆୟ ଅପେକ୍ଷା ଋଣ କମ୍ ରହିଛି…
Read More » -
ରାଜ୍ୟରେ ବଢ଼ୁଛି ଏଡିନୋ ଭାଇରସ୍ ସଂକ୍ରମଣ: ମୁହଁରେ ମାସ୍କ ସହ ହାତକୁ ସଫା ରଖିବା ଏବଂ ଶାରୀରିକ ଦୂରତା ବଜାୟ ରଖିବାକୁ ପରାମର୍ଶ
ଭୁବନେଶ୍ୱର: ଦେଶବ୍ୟାପୀ ଇନ୍ଫ୍ଲୁଏନ୍ଜା-ଏ ସମେତ ଏଡିନୋ ଭାଇରସ୍ ଦ୍ୱାରା ସୃଷ୍ଟି ସଂକ୍ରମଣ ଦିନକୁ ଦିନ ବଢ଼ୁଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡ଼ିକୁ ସତର୍କ କରାଯାଇଛି ।…
Read More »