ଓଡ଼ିଶା
-
ଡ୍ରାଇଭର ମହାସଂଘ ବନ୍ଦ ଆନ୍ଦୋଳନ ଯୋଗୁଁ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଅଖ କାଠ ପହଞ୍ଚିବାରେ ବିଳମ୍ବ
ଭୁବନେଶ୍ୱର: ସାରା ରାଜ୍ୟର ଡ୍ରାଇଭର ମହାସଂଘ ଦ୍ୱାରା ଦିଆଯାଇଥିବା ବନ୍ଦ ଡାକରାର ପ୍ରଭାବ ଏବେ ପଡିଛି ବାବା ଲିଙ୍ଗରାଜଙ୍କ ରୁକୁଣା ଯାତ ଉପରେ । ବନ୍ଦ ଆନ୍ଦୋଳନ…
Read More » -
ବିରୋଧୀଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ବିରୋଧୀଙ୍କ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ଥ ଅଭିଯୋଗର ଜବାବ ରଖି ନବୀନ କହିଛନ୍ତି, ଓଡ଼ିଶାରେ ଆଇନ୍ ଶୃଙ୍ଖଳା ସ୍ଥିତି ପାଇଁ ପୁଞ୍ଜିନିବେଶ ଆସୁଛି । ଯଦି ରାଜ୍ୟରେ…
Read More » -
ତିନିଦିନିଆ ଓଡ଼ିଶା ଗସ୍ତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ: କାଲି ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ, ୨୩ ତାରିଖ ନବୀନଙ୍କୁ ଭେଟିବେ
ଭୁବନେଶ୍ବର : ଆଜିଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଭୁବନେଶ୍ବର ବିମାନବନ୍ଦରରେ ମଙ୍ଗଳବାର ପହଞ୍ଚିବାପରେ ସେଠାରୁ ପୁରୀ ଯାଇ ମୁଖ୍ୟମନ୍ତ୍ରୀ…
Read More » -
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର: ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟର ଅଧିକାଂଶ ଅଂଚଳରେ ବର୍ଷା ଲାଗିରହିଛି । ଆଜି ଅପରାହ୍ଣରେ କଟକ-ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା…
Read More » -
ଯାଜପୁରରେ ଆକାଶରୁ ଖସିଲା ୧ କେଜିର ବିରାଟ କୁଆପଥର
ଧର୍ମଶାଳା: ଗତ କିଛିଦିନ ଧରି ଭୀଷଣ ଗରମରେ ରାଜ୍ୟବାସୀ କଲବଲ ହେବା ପରେ ପଶ୍ଚିମା ଝଡ଼ ଦାଉ ସାଧିଥିଲା । ଗତ ୧୬ ଓ ୧୭ ତାରିଖ ଦୁଇ…
Read More » -
ଖାଲି ପଡିଛି ୨ ଲକ୍ଷ ସରକାରୀ ପଦବୀ – ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ
ଭୁବନେଶ୍ୱର: ରାଜ୍ୟରେ ୨ ଲକ୍ଷରୁ ଅଧିକ ସରକାରୀ ପଦବୀ ଫାଙ୍କା ପଡିଥିବା ଜାଣିବାକୁ ମିଳିଛି । ଏ ନେଇ ବିଧାନସଭା ଗୃହରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ…
Read More » -
ପରଲୋକରେ କୋଡିଙ୍ଗାର ପୂର୍ବତନ ବିଧାୟିକା ଭଗବତୀ ପୂଜାରୀ
ଭୁବନେଶ୍ୱର: ରାଜ୍ୟର ନବରଙ୍ଗପୁର ଜିଲ୍ଲା କୋଡିଙ୍ଗାର ପୂର୍ବତନ ବିଧାୟିକା ଭଗବତୀ ପୂଜାରୀ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । କୋଡିଙ୍ଗା ସ୍ଥିତ ବାସଭବନରେ ଶ୍ରୀମତୀ ପୂଜାରୀ ହୃଦଘାତରେ…
Read More » -
ଆଇଟିବିପି ଯବାନମାନଙ୍କୁ ନେଇ ଛତିଶଗଡ ଅଭିମୁଖେ ଯିବା ବେଳେ ବୋଲଗଡ ନିକଟରେ ଓଲଟିଲା ଗାଡି: ୬ ଜଣ ଆହତ
ଖୋର୍ଦ୍ଧା: ITBP ଯବାନମାନଙ୍କୁ ନେଇ ଯାଉଥିବା ବେଳେ ଗାଡିଟି ଦୁର୍ଘଟଣାର ଶିକାର ହୋଇଛି । ଛତିଶଗଡ ଯିବା ବାଟରେ ଗାଡିଟି ଦୁର୍ଘଟଣାଗ୍ରସ୍ତ ହେବାରୁ ଏକାଧିକ ଯବାନ ଏଥିରେ ଆହତ…
Read More » -
କୁଡୁମୀ ସେନା ପକ୍ଷରୁ ୬ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ: ପିକେଟିଂ ସହ ଜାତୀୟ ରାଜପଥରେ ଅବରୋଧ
ବାରିପଦା: ଆଜି ମୟୁରଭଞ୍ଜରେ କୁଡୁମୀ ସେନା ପକ୍ଷରୁ ମୟୁରଭଞ୍ଜ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ୬ ଘଣ୍ଟିଆ ବନ୍ଦ ଡାକରା…
Read More » -
ଡିଜେ ଆଜେକ୍ସଙ୍କ ପୋଷ୍ଟ ମର୍ଟମ ରିପୋର୍ଟ ଆସିଲା
ଭୁବନେଶ୍ୱର: ଗତ ୧୮ ତାରିଖ ସନ୍ଧ୍ୟାରେ ରାଜଧାନୀ ଭୁବନେଶ୍ୱରର ଲୋକପ୍ରିୟ ଡିଜେ ଆଜେକ୍ସ ଓରଫ ଅକ୍ଷୟ ମହାରଣାଙ୍କ ମୃତ୍ୟୁ ଘଟିଥିଲା । ଅକ୍ଷୟ କବାଟ ବନ୍ଦ କରି…
Read More »