ଓଡ଼ିଶା
-
ଓଡ଼ିଶା ସୀମାରେ ପହଞ୍ଚିଲା ବିଜୁ ବାବୁଙ୍କ ଡାକୋଟା ବିମାନ
ଭୁବନେଶ୍ୱର: ଓଡ଼ିଶା ଆସିଲା ବିଜୁ ବାବୁଙ୍କ ଡାକୋଟା ବିମାନ। କୋଲକାତାସ୍ଥିତ ସୁଭାସ ବୋଷ ଆନ୍ତର୍ଜାତିକ ବିମାନବନ୍ଦରୁ ଏହା ଜାତୀୟ ରାଜପଥ ଦେଇ ଭୁବନେଶ୍ୱର ଆସୁଛି । କୋଲକାତା…
Read More » -
ଏଣିକି ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ ବେଳେ ଡାକ୍ତରୀ ପ୍ରମାଣପତ୍ର ବାଧ୍ୟତାମୂଳକ
ଭୁବନେଶ୍ୱର: ଏଣିକି ଡ୍ରାଇଭିଂ ଲାଇସେନ୍ସର ଆବେଦନ ବେଳେ ଡାକ୍ତରୀ ପ୍ରମାଣପତ୍ର ବାଧ୍ୟତାମୂଳକ ହେବ । ଜାନୁଆରୀ ୨୬ରୁ ଡିଏଲ ନବୀକରଣ କିମ୍ବା ଲର୍ଣ୍ଣର୍ସ ଲାଇସେନ୍ସ ପାଇଁ ଡାକ୍ତରୀ…
Read More » -
ଓପିଜିସିରୁ ୪୯ ପ୍ରତିଶତ ଅଂଶଧନ ବିକ୍ରି କରିବେ ରାଜ୍ୟ ସରକାର
ଭୁବନେଶ୍ୱର: ଓଡ଼ିଶା ଶକ୍ତି ଉତ୍ପାଦନ ନିଗମ (ଓପିଜିସି)ରୁ ରାଜ୍ୟ ସରକର ଅଂଶଧନ ବିକ୍ରି କରିବେ । ତେବେ ୪୯ ପ୍ରତିଶତ ଅଂଶଧନ ବିକ୍ରି ନେଇ ରାଜ୍ୟ ସରକାର…
Read More » -
କଂଗ୍ରେସ ଛାଡିଲେ ସତ୍ୟ ପ୍ରକାଶ ନାୟକ
ଭୁବନେଶ୍ୱର: ସତ୍ୟ ନାୟକ ଏହି ନାମ ସାମ୍ବାଦିକତା ଜଗତରେ ଯେତେ ଜଣା ଶୁଣା ରାଜନୀତିରେ ମଧ୍ୟ ଖୁବ ପ୍ରତିଷ୍ଠିତ । ନିଜ ପ୍ରଶ୍ନବାଣରେ ବିରୋଧୀ ମାନଙ୍କୁ ଘାଇଲା କରୁଥିବା…
Read More » -
ସାଲିଆ ସାହିରେ ଜଣଙ୍କୁ ହତ୍ୟା, ୨ ଗୁରୁତର
ଭୁବନେଶ୍ବର: ରାଜଧାନୀର ସାଲିଆ ସାହିର ଆଦିବାସୀ ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ବଚସାକୁ ନେଇ ଦୁଇ ପରିବାର ଭିତରେ ଖଣ୍ଡଯୁଦ୍ଧ ହୋଇଥିଲା। ଖବର ପାଇ ମୈତ୍ରୀ ବିହାର…
Read More » -
ପୂର୍ବତନ ରେଲୱେ କର୍ମଚାରୀଙ୍କ ଘରୁ ମିଳିଲା ୧୭ କିଲୋ ସୁନା, ୧.୫୭ କୋଟି ନଗଦ କ୍ୟାସ ସହ ବିପୁଳ ସମ୍ପତ୍ତି
ଭୁବନେଶ୍ୱର: ଇଷ୍ଟକୋଷ୍ଟ ରେଲୱେର ଜଣେ ପୂର୍ବତନ ଅଧିକାରୀଙ୍କ ଘରୁ ଜବତ ହୋଇଛି ଆଖି ଖୋସିଗଲା ପରି ସମ୍ପତ୍ତି । ସିବିଆଇ ତାଙ୍କ ଘରେ ଚଢଉ କରି ପାଇଛି…
Read More » -
ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କରିଥିବା ୧୦୫ ଫୁଟ ଲମ୍ବ ହକି ଷ୍ଟିକକୁ ବିଶ୍ୱ ରେକର୍ଡ଼ର ମାନ୍ୟତା
ପୁରୀ: ବିଶ୍ୱ ରେକର୍ଡରେ ନାଁ ଲେଖାଇଛନ୍ତି ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । କଟକ ମହାନଦୀ ତଟରେ ସୁଦର୍ଶନ ବାଲୁକା କଳାରେ କରିଥିବା ହକି ଷ୍ଟିକକୁ…
Read More » -
ଖୁବ୍ଶୀଘ୍ର ଓଡ଼ିଶାରେ ଆଉ ୨ଟି ଡପଲର ରାଡାର ସ୍ଥାପନ ହେବ
ନୂଆଦିଲ୍ଲୀ: ଜଳବାୟୁ ପର୍ଯ୍ୟବେକ୍ଷଣ ସାମର୍ଥ୍ୟ ବଢ଼ାଇବା ଲାଗି ଓଡ଼ିଶାରେ ଖୁବ୍ଶୀଘ୍ର ଆଉ ୨ଟି ଡପଲର ରାଡାର ସ୍ଥାପନ କରାଯିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) କହିଛି।…
Read More » -
ବିଶାଖାପାଟଣା- କିରଣ୍ଡୁଲ ପାସେଞ୍ଜର ଟ୍ରେନର ୪ଟି ବଗି ଲାଇନଚ୍ୟୁତ
କୋରାପୁଟ: କୋଟାଭାଲାସା-ଆରାକୁ ବିଭାଗର ସିଭାଲିଙ୍ଗାପୁରମ୍ ଷ୍ଟେସନ ନିକଟରେ ୦୮୫୫୧ ବିଶାଖାପାଟନମ୍-କିରାଣ୍ଡୁଲ୍ ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ସୂଚନା ଅନୁଯାୟୀ, ଟ୍ରେନର ସାଧାରଣ ଦ୍ୱିତୀୟ ଶ୍ରେଣୀ କୋଚର ଗୋଟିଏ…
Read More » -
ସାହାଯ୍ୟ କରିବେ କହି ଏଟିଏମ୍ କାଉଣ୍ଟରରେ କାର୍ଡ ବଦଳାଇ ଟଙ୍କା ଲୁଟୁଥିଲେ, ଧରିଲା କମିଶନରେଟ ପୋଲିସ
ଭୁବନେଶ୍ୱର: ଏଟିଏମ୍ କାଉଣ୍ଟରରେ ସହାୟତା ଆଳରେ ଚତୁରତାର ସହ ଏଟିଏମ୍ କାର୍ଡ ବଦଳାଉଥିଲେ। ଏଥିସହ ପିନ୍ ନମ୍ବର ମନେ ରଖି ଉକ୍ତ କାର୍ଡରୁ ଟଙ୍କା ଉଠାଣ, ଟ୍ରାନ୍ସଫର୍…
Read More »