ଓଡ଼ିଶା
-
ସିବିଏସ୍ଇ ଜାତୀୟ ଶୁଟିଂ ଚାମ୍ପିଅନସିପରେ ବ୍ରୋଞ୍ଜ ହାସଲ କଲେ ଦଶମ ଛାତ୍ରୀ ଶ୍ରେଷ୍ଠ ଶର୍ମା
ଭୁବନେଶ୍ୱର : ସିବିଏସ୍ଇ ଜାତୀୟ ଶୁଟିଂ ଚାମ୍ପିଅନସିପରେ ବ୍ରୋଞ୍ଜ ହାସଲ କଲେ ଶ୍ରେଷ୍ଠ ଶର୍ମା। ରାଞ୍ଚିରେ ସିବିଏସ୍ଇ ଜାତୀୟ ଶୁଟିଂ ଚାମ୍ପିଅନସିପ ଆୟୋଜିତ ହୋଇଥିଲା । ନିଜ…
Read More » -
ଠାବ ହେଲେ ସମୁଦ୍ରରେ ନିଖୋଜ ହୋଇଥିବା ୧୩ ମତ୍ସ୍ୟଜୀବୀ
ପାରାଦୀପ: ଗଭୀର ସମୁଦ୍ରକୁ ଯାଇଥିବା ଦୁଇଟି ମାଛଧରା ବୋଟ ନିଖୋଜ ହୋଇଯାଇଥିଲା। ଗଭୀର ସମୁଦ୍ରରେ ନିଖୋଜ ୧୩ ମତ୍ସ୍ୟଜୀବୀ ଠାବ ସୂଚନା । ଯୋଗାଯୋଗ ହୋଇଥିବା ନେଇ…
Read More » -
ନୟାଗଡ଼ରେ ରାଇସ ମିଲରେ କାମ କରୁଥିବା ଦୁଇ ଶ୍ରମିକ ଚାଉଳ ବସ୍ତା ତଳେ ଚାପି ହୋଇ ମୃତ
ନୟାଗଡ଼ : ଚାଉଳ ବସ୍ତା ତଳେ ଚାପି ହୋଇ ଦୁଇ ଶ୍ରମିକ ମୃତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଓଡ଼ଗାଁ ଥାନା ରୋହୀବାଙ୍କରେ…
Read More » -
ମା’ ରାମଚଣ୍ଡୀଙ୍କ ମକର ଯାତ୍ରାକୁ ଯାଇ ବ୍ରାହ୍ମଣୀ ନଦୀ କୂଳରେ ଫସି ରହିଲେ ଲୋକେ
ଢେଙ୍କାନାଳ: ବ୍ରାହ୍ମଣୀ ନଦୀରେ ଅଟକିଲା ବେଆଇନ ଯାତ୍ରୀବାହି ଡଙ୍ଗା । ନଦୀ କୂଳରେ ଫସି ରହିଲେ ୧ ହଜାରରୁ ଅଧିକ ଲୋକ । ଏଭଳି ଘଟଣା ଦେଖିବାକୁ…
Read More » -
ଅଯୋଧ୍ୟା ରାମ ମନ୍ଦିରରେ ମୂର୍ତ୍ତି ତିଆରି କରିବେ ଓଡ଼ିଶାର ଶିଳ୍ପୀ ପଦ୍ମ ବିଭୂଷଣ ସୁଦର୍ଶନ ସାହୁ
ଭୁବନେଶ୍ୱର: ଅଯୋଧ୍ୟା ରାମ ମନ୍ଦିରରେ ମୂର୍ତ୍ତି ତିଆରି କରିବେ ଓଡ଼ିଶାର ପଦ୍ମ ବିଭୂଷଣ ସୁଦର୍ଶନ ସାହୁ । ଏଥିପାଇଁ ସେ ପ୍ରସ୍ତାବିତ ମନ୍ଦିରସ୍ଥଳୀ ପରିଦର୍ଶନ କରି ଫେରିଛନ୍ତି…
Read More » -
ରାଜ୍ୟରେ ଉଚ୍ଚଶିକ୍ଷା ଅନୁଷ୍ଠାନର ଭିତ୍ତିଭୂମି ଅନ୍ୟ ଅନୁଷ୍ଠାନର ଛାତ୍ରଛାତ୍ରୀ ବ୍ୟବହାର କରିପାରିବେ, ୟୁଜିସି ପକ୍ଷରୁ ପ୍ରସ୍ତାବ
ଭୁବନେଶ୍ୱର: ରାଜ୍ୟରେ ଯେଉଁ ଉଚ୍ଚଶିକ୍ଷା ଅନୁଷ୍ଠାନରେ ଭିତ୍ତିଭୂମି ସୁବିଧା ରହିଛି ତାହାକୁ ଅନ୍ୟ ଅନୁଷ୍ଠାନର ଛାତ୍ରଛାତ୍ରୀ ବ୍ୟବହାର କରିପାରିବେ । ଏଥିପାଇଁ ସବୁ ବିଶ୍ୱବିଦ୍ୟାଳୟକୁ ୟୁଜିସି ପକ୍ଷରୁ…
Read More » -
ଲୋଭନୀୟ ଚାକିରି ଅଫର୍ ଦେଇ ଲୁଟୁଥିଲେ, ମଧ୍ୟପ୍ରଦେଶରୁ ଜଣଙ୍କୁ ଗିରଫ କଲା ଓଡ଼ିଶା ଇଓଡବ୍ଲୁ
ଭୁବନେଶ୍ୱର: ୱେବସାଇଟରେ ଚାକିରି ଅଫର୍ । ଲୋଭନୀୟ ଅଫର୍ ଦେଇ ଲୁଟୁଥିଲେ । ଟାର୍ଗେଟରେ ଥିଲେ ଓଡ଼ିଶା ସହ ଗୁଜରାଟର ଯୁବକ ଯୁବତୀ । ଚାକିରି ନାଁରେ ଠକେଇ…
Read More » -
ଅନୁଗୁଳ ଜିଲ୍ଲା ଏନଏଚ୍ -୫୩ର ସମ୍ପ୍ରସାରଣ ସହ ଏହାକୁ ଦୁଇ ଲେନ୍ ବିଶିଷ୍ଟ କରିବା ପାଇଁ ୧୭୪ କୋଟି ଟଙ୍କା ମଞ୍ଜୁର
ଭୁବନେଶ୍ୱର: ଅନୁଗୁଳ ଜିଲ୍ଲା ଜାତୀୟ ରାଜପଥ -୫୩କୁ ସମ୍ପ୍ରସାରଣ କରିବା ସହ ଏହାକୁ ଦୁଇ ଲେନ୍ ବିଶିଷ୍ଟ କରିବା ପାଇଁ ୧୭୪.୨୧୫ କୋଟି ଟଙ୍କା ମଞ୍ଜୁର କରାଯାଇଛି…
Read More » -
ଆଜିଠୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଚେକିଂ ଜୋରଦାର ହେବ
ଭୁବନେଶ୍ୱର: ଆଜିଠାରୁ ସାରା ରାଜ୍ୟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଚେକିଂ ଜୋରଦାର କରାଯିବ। ଯେଉଁ ଗାଡ଼ିଗୁଡ଼ିକର ନମ୍ବରର ଶେଷ ସଂଖ୍ୟା ୧ରୁ ୬ ଥିବ ସେହି…
Read More » -
ଆସନ୍ତାକାଲି ରାଜ୍ୟର ୯ଟି ଜିଲ୍ଲାରେ ଘନକୁହୁଡ଼ି ହେବାନେଇ ୟେଲୋ ୱାର୍ଣ୍ଣିଂ
ରାଜ୍ୟରେ ଶୀତ ହ୍ରାସ ପାଉଛି। ତେବେ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ଯାଜପୁର, କଟକ, ଖୋର୍ଦ୍ଧା, ପୁରୀ, ଗଜପତି ଏବଂ ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନକୁହୁଡ଼ି…
Read More »