ଓଡ଼ିଶା
-
କଣ୍ଟାବାଞ୍ଜି ସବ୍ ଜେଲରେ ଗୋବିନ୍ଦ ସାହୁ ଆତ୍ମହତ୍ୟାର ସିନ୍ ରିକ୍ରିଏସନ୍ କଲା କ୍ରାଇମବ୍ରାଞ୍ଚ
ଭୁବନେଶ୍ୱର: କଣ୍ଟାବାଞ୍ଜି ସବଜେଲରେ ଗୋବିନ୍ଦ ସାହୁ ଆତ୍ମହତ୍ୟାର ସିନ୍ ରିକ୍ରିଏସନ୍ କରିଛି କ୍ରାଇମବ୍ରାଞ୍ଚ । ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ କଣ୍ଟାବାଞ୍ଜି ଜେଲରେ ଆତ୍ମହତ୍ୟା…
Read More » -
ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ପାଇଁ ୨୦୨୩ ଡିସେମ୍ବର ସୁଦ୍ଧା ଆଉ ୧୦୦ଟି ହଷ୍ଟେଲ ନିର୍ମାଣ କରାଯିବ
ଭୁବନେଶ୍ୱର :ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସର୍ଗିଫୁଲ ମହୋତ୍ସବର ଉଦ୍ଯାପନ ଦିବସରେ ଉଦ୍ବୋଧନ ଦେଇ ପ୍ରତିଯୋଗିତାମୂଳକ ମନୋଭାବ ନେଇ ଆଗକୁ ବଢିବାକୁ ପରାମର୍ଶ ଦେଇଛନ୍ତି। SCST ଉନ୍ନୟନ୍ ବିଭାଗ…
Read More » -
ଆରମ୍ଭ ହେଲା ଚଉଷଠୀ ଯୋଗିନୀ ଅନ୍ତର୍ଜାତୀୟ ମହୋତ୍ସବ
ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ଚଉଷଠୀ ଯୋଗିନୀ ଅନ୍ତର୍ଜାତୀୟ ମହୋତ୍ସବ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ…
Read More » -
ରାଜଧାନୀ ଭୁବନେଶ୍ୱରରେ ପାନ ଓ ଗୁଟଖା ବିକ୍ରି ଉପରେ କଟକଣା ଲଗାଇଲା ବିଏମସି
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପାନ ଓ ଗୁଟଖା ବିକ୍ରି ଉପରେ କଟକଣା । ଭୁବନେଶ୍ୱର ମହାନଗର ନିଗମ (ବିଏଏମସି) ଏହି କଟକଣା ଲଗାଇଛି । ଓମଫେଡ୍ ଓ…
Read More » -
ମୃତ୍ୟୁ ପୂର୍ବରୁ ଗୋବିନ୍ଦ ଝିଅକୁ ଲେଖିଥିଲେ ଶେଷ ଚିଠି
ଭୁବନେଶ୍ୱର: ଗୋବିନ୍ଦ ଲେଖିଥିଲେ ତାଙ୍କର ଶେଷ ଚିଠି । ସେ ଶେଷ ଚିଠି କୁଆଡେ ଝିଅ ନାଁରେ ଲେଖିଥିଲେ । ୨ ପୃଷ୍ଠା ସମ୍ବଳିତ ଏହି ଚିଠିରେ…
Read More » -
ଭୁବନେଶ୍ୱର ଏମ୍ସରେ ଯୋଡ଼ା ହେଲା ସମ୍ପୂର୍ଣ୍ଣ ଅଲଗା ହୋଇ ଯାଇଥିବା ହାତ
ଭୁବନେଶ୍ୱର: ସମ୍ପୂର୍ଣ୍ଣ ଛିଡ଼ି ଯାଇଥିବା ହାତ ଫେରି ପାଇଲେ ଯୁବତୀ । ପ୍ରାୟ ୧୦ ଘଣ୍ଟାର କଠିନ ଅସ୍ତ୍ରୋପଚାର ପରେ ଭୁବନେଶ୍ୱର ଏମ୍ସ ଡାକ୍ତର ଦଳ ସମ୍ପୂର୍ଣ୍ଣ ଅଲଗା…
Read More » -
କୋଭିଡ୍ ସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କ ଗାଇଡଲାଇନ୍, ମାସ୍କ ପିନ୍ଧିବାକୁ ଗୁରୁତ୍ୱ
ଭୁବନେଶ୍ୱର: କରୋନା ସ୍ଥିତିକୁ ନେଇ ରାଜ୍ୟ ସରକାର ସମୀକ୍ଷା କରିଛନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ହୋଇଥିବା ସମୀକ୍ଷା ବୈଠକରେ ବିଭିନ୍ନ ଦିଗକୁ…
Read More » -
ମନି ଲଣ୍ଡରିଂ ମାମଲାରେ ପ୍ରମାଣ ପାଇ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଗିରଫ କଲା ଇଡି
ଭୁବନେଶ୍ଠର: ଗିରଫ ହେଲେ ଜଗବନ୍ଧୁ ଚାନ୍ଦ । ମନି ଲଣ୍ଡରିଂ ମାମଲାରେ ପ୍ରମାଣ ପାଇ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଗିରଫ କରିଛି ଇଡି । ଗିରଫ ପରେ …
Read More » -
ଜାନୁଆରୀ ୨୫ରୁ ଗଡ଼ିବ ଶ୍ରୀଜଗନ୍ନାଥ ସର୍କିଟ୍ ଟ୍ରେନ୍
ଭୁବନେଶ୍ୱର: ଜାନୁଆରୀ ୨୫ରୁ ଗଡ଼ିବାକୁ ଯାଉଛି ଶ୍ରୀଜଗନ୍ନାଥ ସର୍କିଟ ଟ୍ରେନ୍ । ଆଇଆରସିଟିସି ପକ୍ଷରୁ ଗୌରବ ଟ୍ରେନ୍ ଜରିଆରେ ଏହି ଟ୍ରେନ୍ ଗଡ଼ିବ । ଦିଲ୍ଲୀରୁ ଆଇଆରସିଟିସି…
Read More » -
ଯୁକ୍ତ ତିନି କଲେଜରୁ ସମ୍ପୂର୍ଣ୍ଣ ଭାବେ ଅଲଗା ହେବ ଯୁକ୍ତ ଦୁଇ ଶ୍ରେଣୀ
ଭୁବନେଶ୍ୱର: ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ସବୁବେଳେ ନୂଆ ନୂଆ ପଦକ୍ଷେପ ଗ୍ରହଣ କରିଥାନ୍ତି । ତେବେ ରାଜ୍ୟ ସରକାର ଯୁକ୍ତ ଦୁଇ ଓ ଯୁକ୍ତ ତିନି…
Read More »