ଓଡ଼ିଶା
-
ଆଉ ମାସେ ବଢ଼ିଲା ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଅବଧି
କଟକ: ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଅବଧିକୁ ରାଜ୍ୟ ସରକାର ଆଉ ମାସକ ଲାଗି ବୃଦ୍ଧି କରିଛନ୍ତି । ଗାଡ଼ି ପଞ୍ଜିକରଣ ନମ୍ବରର ଶେଷ ଅଙ୍କ ୧, ୨,…
Read More » -
ବ୍ଲାକମେଲିଂ ମାମଲାରେ ଗିରଫ ହୋଇଥିବା ଅର୍ଚ୍ଚନା ନାଗର ଜାମିନ୍ ଆବେଦନ ଖାରଜ
ଭୁବନେଶ୍ୱର: ବ୍ଲାକମେଲିଂ ମାମଲାରେ ଗିରଫ ଅର୍ଚ୍ଚନା ନାଗର ଜାମିନ୍ ଆବେଦନ ଖାରଜ ହୋଇଛି । ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲିଂ ମାମଲାରେ କୋର୍ଟ ଅର୍ଚ୍ଚନା ନାଗର ଜାମିନ୍…
Read More » -
ରାଜ୍ୟରେ ୧୨ ଜଣ ଅଫିସର ଦେଇ ନାହାନ୍ତି ସମ୍ପତ୍ତି ତାଲିକା
ଭୁବନେଶ୍ୱର: ରାଜ୍ୟରେ ଅନେକ ଆଇଏଏସ ସ୍ତରୀୟ ଅଧିକାରୀ ସେମାନଙ୍କର ସମ୍ପତ୍ତି ତାଲିକା ଦେଇ ନାହାନ୍ତି । ରାଜ୍ୟରେ ୧୨ ଜଣ ଆଇଏଏସ, ଆଇପିଏସ, ଆଇଏଫଏସ ଅଫିସର ସେମାନଙ୍କର…
Read More » -
ଭେଇକିଲ୍ ସ୍କାର୍ପିଂ ନୀତି-୨୦୨୨ ସହ ୧୭ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଲା ଓଡ଼ିଶା କ୍ୟାବିନେଟ୍
ଭୁବନେଶ୍ୱର: ଓଡ଼ିଶା କ୍ୟାବିନେଟ୍ ନୂଆ ପଞ୍ଜିକୃତ ଭେଇକିଲ୍ ସ୍କାର୍ପିଂ ନୀତି-୨୦୨୨ ସହ ୧୭ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି । ନୂତନ ଭେଇକିଲ୍ ସ୍କାର୍ପିଂ ପଲିସି ଦ୍ୱାରା ଗାଡ଼ି ପ୍ରଦୂଷଣ…
Read More » -
ଭୁବନେଶ୍ୱରର ଆଉ ୪ଟି ଫୁଟ୍ ଓଭର ବ୍ରିଜ୍ ନିର୍ମାଣ କରାଯିବ, ଟ୍ୱିଟ୍ କରି ସୂଚନା ଦେଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ
ଭୁବନେଶ୍ୱର: ବଢ଼ୁଥିବା ଜନସଂଖ୍ୟା ଓ ଗାଡ଼ିକୁ ଦେଖି ଜାତୀୟ ରାଜପଥ ପ୍ରଶସ୍ତ କାର୍ଯ୍ୟ ଚାଲିଛି । ଜାତୀୟ ରାଜପଥ ୧୬ରେ ବିଭିନ୍ନ ସ୍ଥାନରେ ଓଭର ବ୍ରିଜ୍ ନିର୍ମାଣ କରାଯିବା…
Read More » -
ଲୋକପ୍ରିୟ ସାହିତ୍ୟିକା ଗୀତା ହୋତାଙ୍କର ୮୬ ବର୍ଷ ବୟସରେ ପରଲୋକ
ଭୁବନେଶ୍ବର : ବିଶିଷ୍ଟ ସାହିତ୍ୟିକା ତଥା ଲୋକପ୍ରିୟ ସାହିତ୍ୟ ପତ୍ରିକା ‘ଅମୃତାୟନ’ର ସମ୍ପାଦିକା ଗୀତା ହୋତାଙ୍କର ପରଲୋକ ଘଟିଛି। ତାଙ୍କର ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନସ୍ଥିତ ତାଙ୍କ ବାସଭବନରେ ସେ ଶେଷ…
Read More » -
ଭୁବନେଶ୍ୱରରେ ଲଞ୍ଚ୍ ହେବ ଡିଜିଟାଲ୍ ମୁଦ୍ରା – ଆରବିଆଇର ସୂଚନା
ଭୁବନେଶ୍ୱର: ଭୁବନେଶ୍ୱରରେ ଲଞ୍ଚ୍ ହେବ ଡିଜିଟାଲ୍ ମୁଦ୍ରା । ଭାରତୀୟ ରିଜର୍ଭ ବ୍ୟାଙ୍କ୍ ପାଇଲଟ୍ ପ୍ରୋଜେକ୍ଟ ଭାବେ ଏହାକୁ ୪ ସହରରେ ଲଞ୍ଚ୍ କରିବାକୁ ଯାଉଛି ।…
Read More » -
ପଦ୍ମପୁରରେ ପୁଣି ଠିକାଦାରଙ୍କ ଘରେ ରାତି ଅଧିଆ ରେଡ୍
ପଦ୍ମପୁର: ଦିନକ ବ୍ୟବଧାନ ପରେ ପଦ୍ମପୁରରେ ପୁଣି ରେଡ୍ । ଠିକାଦାର ପ୍ରତାପ ପଟ୍ଟନାୟକଙ୍କ ଘରେ ଯାଞ୍ଚ । ରାତି ଅଧିଆ ରେଡ୍ କରିଛନ୍ତି ପଦ୍ମପୁର ଏନଏସି…
Read More » -
ଡିସେମ୍ବର ୩ରୁ ସାରା ରାଜ୍ୟରେ ପ୍ରବଳ ଶୀତ ହେବ
ଭୁବନେଶ୍ୱର : ରାଜ୍ୟକୁ ଉତ୍ତରା ପବନ ବହୁଥିଲା । ଏବେ ଉତ୍ତର ପୂର୍ବରୁ ପବନ ବହିବ । ଏଥିପାଇଁ ଶୀତ କମିବ । ଡିସେମ୍ବର ୩ରୁ ସାରା…
Read More » -
ଆଜିଠାରୁ ଭୁବନେଶ୍ବରରେ ମେକ ଇନ ଓଡ଼ିଶା କନକ୍ଲେଭ: ୧୦୦ରୁ ଅଧିକ ଶିଳ୍ପପତି ଯୋଗ ଦେବେ
ଭୁବନେଶ୍ଵର: ଆଜିଠାରୁ ଭୁବନେଶ୍ବରରେ ହେବ ମେକ ଇନ ଓଡ଼ିଶା କନକ୍ଲେଭ। ଏକାଠି ହେବେ ଶିଳ୍ପପତି ଓ ରାଜ୍ୟ ସରକାର। ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଚାଲିବ…
Read More »