ଓଡ଼ିଶା
-
ବୁର୍ଲା ଭିସୁଟର ନବକଳେବର ହେବ: ୧୧ ହଜାର ଛାତ୍ରଛାତ୍ରୀ ଅଧ୍ୟୟନ ପାଇଁ ବ୍ୟବସ୍ଥା
ସମ୍ବଲପୁର: ସମ୍ବଲପୁର ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ରସାଏ ୟୁନିଭରସିଟି ଅଫ ଟେକନୋଲେଜି (Veer Surendra Sai University of Technology) ର ହେବ ନବକଳେବର । 5T ଜରିଆରେ…
Read More » -
ଫୁଟପାଥ ଉପରକୁ ମାଡ଼ିଗଲା ସ୍କୁଲ ବସ୍, ଅଳ୍ପକେ ବର୍ତ୍ତିଲେ ୩୦ ସ୍କୁଲ୍ ପିଲା
କଟକ: ଭାରସାମ୍ୟ ହରାଇ ଫୁଟପାଥ ଉପରକୁ ମାଡ଼ିଗଲା ସ୍କୁଲ ବସ। ଫୁଟପାଥକୁ ଚଢିଯିବାରୁ ଗଛରେ ପିଟି ହେଲା ବସ୍ର ସମ୍ମୁଖ ଭାଗ । ଅଳ୍ପକେ ବର୍ତ୍ତିଲେ ବସରେ…
Read More » -
ଅକ୍ଟୋବର ୧୬ରେ ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମ ପରୀକ୍ଷା
ଭୁବନେଶ୍ୱର: ଓଡ଼ିଶା ସିଭିଲ ସର୍ଭିସ-୨୦୨୧ ପ୍ରିଲିମ ପରୀକ୍ଷା ଆସନ୍ତା ଅକ୍ଟୋବର ୧୬ ତାରିଖରେ ହେବ। ଏନେଇ ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର ୫ଟି…
Read More » -
ଆଜିଠୁ ଯୁକ୍ତ ଦୁଇ ପାଠପଢା
ଭୁବନେଶ୍ବର: ରାଜ୍ୟରେ ଆଜି(ଗୁରୁବାର) ଠାରୁ ଆରମ୍ଭ ହେବ ଏକାଦଶ ପାଠପଢା। ପ୍ରଥମ ପର୍ଯ୍ୟାୟ ନାମ ଲେଖା ପରେ ଆଜିଠାରୁ କଲେଜର କ୍ଲାସ ରୁମରେ ପାଠପଢିବେ ଯୁକ୍ତ ଦୁଇ…
Read More » -
ଆମାଜନର ମଡେଲ ହେଲେ ସମ୍ବଲପୁର ସାଇ ଅଂଶିକା
ସମ୍ବଲପୁର: ଅନ୍ତରାଷ୍ଟ୍ରୀୟ କମ୍ପାନୀ “ଆମାଜନ”ର ମଡେଲ ହେଲେ ଓଡିଆ ଝିଅ । ପଙ୍କରୁ ପଦ୍ମ ଫୁଟିବା ଭଳି ସମ୍ବଲପୁରର ଜଣେ କୁନି ଝିଅ ଦେଶର ସବୁଠୁ ବଡ ଇ-କମର୍ସ…
Read More » -
ବନ୍ୟା ପ୍ରବଣ ଅଞ୍ଚଳରେ ଅଧିକ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହେବ
ଭୁବନେଶ୍ବର: ବିପର୍ଯ୍ୟୟ ପରିଚାଳନାରେ ଆନ୍ତର୍ଜାତିକ ସ୍ୱୀକୃତି ହାସଲ କରିଛି ଓଡ଼ିଶା । ଏହା ସହ ରାଜ୍ୟ ସରକାର ବର୍ତ୍ତମାନ ବିପର୍ଯ୍ୟୟ ପରିଚାଳନା ଦକ୍ଷତାକୁ ଅଧିକ ଦୃଢ଼ିଭୁତ ଏବଂ…
Read More » -
କଟକରେ ନକଲି ଔଷଧ କାରବାର ମାମଲା: ତଦନ୍ତ ପାଇଁ ରାଜ୍ୟ ବାହାରକୁ ଗଲା ସ୍ବତନ୍ତ୍ର ପୋଲିସ ଟିମ
କଟକ: ନକଲି ଔଷଧ କାରବାର ମାମଲାରେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି କଟକ କମିଶନରେଟ ପୋଲିସ । ଦୁଇ ଷ୍ଟକିଷ୍ଟଙ୍କୁ ଗରିଫ କରିବା ପରେ ଏବେ ନକଲି ଔଷଧ…
Read More » -
ଦାରିଙ୍ଗବାଡ଼ି ବ୍ଲକ ନିକଟ ଗାଜଲବାଡ଼ି ଘାଟିରେ ଭୂସ୍ଖଳନ
ବାଲିଗୁଡ଼ା: ଲଘୁଚାପଜନିତ ବର୍ଷାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ନିକଟସ୍ଥ ଗାଜଲବାଡ଼ି ଘାଟିରେ ଭୁସ୍ଖଳନ ହୋଇଥିବା ଦେଖିବାକୁ ମିଳିଛି । ଗୋପାଳପୁର-ରାୟପୁରକୁ ସଂଯୋଗ…
Read More » -
ରାଜ୍ୟର ସମସ୍ତ ପାକ୍ସ ହେବ ପେପରଲେସ୍
ଭୁବନେଶ୍ବର: ଆସନ୍ତା ୧୦ ତାରିଖରୁ ପେପରଲେସ୍ ହେବ ରାଜ୍ୟର ସମସ୍ତ ପ୍ରାଥମିକ କୃଷି ସମବାୟ ସମିତି ବା ପାକ୍ସ । ଏହି ପାକ୍ସ ଗୁଡିକରେ ଅନଲାଇନ କାର୍ଯ୍ୟ…
Read More » -
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍, ଅତିରିକ୍ତ ତହସିଲଦାରଙ୍କ ୨୧ଟି ପ୍ଲଟ୍ ଠାବ
ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ସୁନ୍ଦରଗଡ଼ ଜିଲ୍ଲାର ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି । ଟାଙ୍ଗରପାଲି ବ୍ଲକ ଅତିରିକ୍ତ ତହସିଲଦାର କୁଳମଣି ପଟେଲଙ୍କ…
Read More »