ଓଡ଼ିଶା
-
ରାଜ୍ୟରେ ନକଲି ମେଡିସିନ୍ ନେଇ ତନାଘନା, ବିହାର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ଓଡିଶା ସ୍ୱାସ୍ଥ୍ୟ ସଚିବ
ଭୁବନେଶ୍ୱର : ରାଜ୍ୟରେ ନକଲି ମେଡିସିନ୍ ନେଇ ତନାଘନା। ବିହାର ସ୍ବାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ଓଡ଼ିଶା ସ୍ୱାସ୍ଥ୍ୟ ସଚିବ। ଓଡ଼ିଶାରେ ଧରା ହୋଇଥିବା ନକଲି ମେଡ଼ିସିନ…
Read More » -
ମାତୃଭାଷା ଓଡ଼ିଆରେ ଦେଇ ହେବ ଓଏଏସ ପରୀକ୍ଷା
ଭୁବନେଶ୍ୱର: ଏଣିକି ମାତୃଭାଷା ଓଡ଼ିଆରେ ଦେଇ ହେବ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା। ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ବା ଓପିଏସସି ଏହି ପରୀକ୍ଷା କରାଇଥାଏ। ଏ…
Read More » -
କ୍ୟାବିନେଟ୍ ବୈଠକରେ ୩୩ଟି ପ୍ରସ୍ତାବ ଉପରେ ବାଜିଲା ମୋହର
ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ମୋଟ ୩୩ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଛି । ବୈତରଣୀ ନଦୀରେ ୨ଟି ବ୍ୟାରେଜ୍…
Read More » -
କେନ୍ଦୁଝର ଶିଶୁ ମୃତ୍ୟୁ ଘଟଣାରେ ବଦଳିଲେ ସିଡିଏମ୍ଓ
କେନ୍ଦୁଝର: କେନ୍ଦୁଝର ଶିଶୁ ମୃତ୍ୟୁ ଘଟଣାରେ ହୋଇଛି କାର୍ଯ୍ୟାନୁଷ୍ଠାନ। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍ଓ) ସୁଜାତାରାଣୀ ମିଶ୍ରଙ୍କୁ ବଦଳି କରାଯାଇଛି। ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ…
Read More » -
ସ୍କୁଲରୁ ମଧ୍ୟାହ୍ନ ଭୋଜନ ଅଣ୍ଡା ଚୋରି କରି ଧରା ପଡିଲେ ଶିକ୍ଷୟିତ୍ରୀ
ନୟାଗାଡ: ଅଣ୍ଡା ଚୋରି କରି ହଟହଟା ହେଲେ ଶିକ୍ଷୟିତ୍ରୀ । ସ୍କୁଲରୁ ଅଣ୍ଡା ଚୋରି କରି ଘରକୁ ନେଉଥିବାବେଳେ, ଧରା ପଡିଲେ ଶିକ୍ଷୟିତ୍ରୀ । ଯାହାର ଭିଡିଓ ଏବେ…
Read More » -
ଟାଙ୍ଗି ଟୋଲ ଗେଟ ନିକଟରେ ଗଞ୍ଜେଇ ରେଡ୍ ବେଳେ ମିଳିଲା ବିପୁଳ ରୂପା ଇଟା ଓ ୧୪ ଲକ୍ଷ ଟଙ୍କା, ଦୁଇ ଜଣ ଅଟକ
କଟକ: ଗଞ୍ଜେଇ ଧରିବାକୁ ଅବକାରୀ ବିଭାଗ କରିଥିବା ରେଡ୍ ବେଳେ ରୂପା ଇଟା ସହ ଅଳଙ୍କାର ମିଳିଛି । ଏଥିସହ ଗାଡ଼ିରୁ ୧୪ ଲକ୍ଷ ଟଙ୍କା ଜବତ କରାଯାଇଛି…
Read More » -
ଋଷିକୁଲ୍ୟାରେ ହେବ ପିପଳପଙ୍କା ଡ୍ୟାମ୍: ୧୦୦୦ କୋଟି ବ୍ୟୟ ଅଟକଳ
ବ୍ରହ୍ମପୁର: ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନମଣ୍ଡଳୀରେ ପ୍ରବାହିତ ଋଷିକୁଲ୍ୟା ନଦୀକୁ ନେଇ ନିର୍ମାଣ ହେବ ପିପଳପଙ୍କା ଜଳଭଣ୍ଡାର। ଦୀର୍ଘବର୍ଷରୁ ପ୍ରସ୍ତାବିତ ଏହି ଡ୍ୟାମ୍ ପାଇଁ ଜଳସମ୍ପଦ ବିଭାଗ…
Read More » -
ଗଜପତି ଜିଲା ଚକ୍ଷୁ ଚିକିତ୍ସାଳୟ ଛାତରୁ ଗଳୁଛି ପାଣି
ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ସହରରେ ଥିବା ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଚକ୍ଷୁ ଚିକିତ୍ସାଳୟ ବିଭାଗର ଛାତରୁ ପାଣି ଗଳୁଥିବାର ଦେଖିବାକୁ ମିଳିଛି । ଫଳରେ ଗୋଡ…
Read More » -
ଲଗାଣ ବର୍ଷାରେ ବାଲିପଙ୍କା ପୋଲ ଧୋଇଗଲା
ଆର.ଉଦୟଗିରି: ମୋହନା ଅନ୍ତର୍ଗତ ଚାନ୍ଦିପୁଟରୁ ବାଲିପଙ୍କା ରାସ୍ତାରେ ଥିବା ଏକ ଅସ୍ଥାୟୀ ପୋଲ ଲଘୁଚାପଜନିତ ବର୍ଷାରେ ଭାସିଯାଇଛି। ଫଳରେ ଏହା ଉପରେ ନିର୍ଭର କରୁଥିବା ଯୁବ, ବଡସିନ୍ଧିବା,…
Read More » -
ବୁର୍ଲା ଭିସୁଟର ନବକଳେବର ହେବ: ୧୧ ହଜାର ଛାତ୍ରଛାତ୍ରୀ ଅଧ୍ୟୟନ ପାଇଁ ବ୍ୟବସ୍ଥା
ସମ୍ବଲପୁର: ସମ୍ବଲପୁର ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ରସାଏ ୟୁନିଭରସିଟି ଅଫ ଟେକନୋଲେଜି (Veer Surendra Sai University of Technology) ର ହେବ ନବକଳେବର । 5T ଜରିଆରେ…
Read More »