ଓଡ଼ିଶା
-
ଧାମନଗର ଉପନିର୍ବାଚନ ପାଇଁ ଭୋଟରଙ୍କ ପରିଚୟପତ୍ର ନଥିଲେ ବିକଳ୍ପ ପରିଚୟପତ୍ରକୁ ଅନୁମତି
ଭୁବନେଶ୍ୱର: ଆସନ୍ତା ନଭେମ୍ବର ୩ ତାରିଖରେ ୪୬-ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନରେ ଭୋଟରଙ୍କ ପରିଚୟ ନିମନ୍ତେ ଭାରତ ନିର୍ବାଚନ ଆୟୋଗ ଭୋଟର ଫଟୋ…
Read More » -
୩୦ ଜିଲାର ବିକାଶ ପାଇଁ ୩୦ ଆଇଏଏସ ଅଫିସରଙ୍କୁ ଦାୟିତ୍ବ
ଭୁବନେଶ୍ବର: ରାଜ୍ୟର ସମସ୍ତ ୩୦ଟି ଜିଲା ପାଇଁ ୩୦ଜଣ ବରିଷ୍ଠ ଆଇଏଏସ ଅଫିସରଙ୍କୁ ଦାୟିତ୍ବ ଦେଲେ ସରକାର। ପ୍ରଶାସନିକ ସୁଫଳ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଅଧିକାରୀଙ୍କୁ ଦାୟିତ୍ବ।…
Read More » -
ନୀଳଗିରିରେ ୧୨ଜଣ ପୁଷ୍ଟିହୀନତା ଶିଶୁ ଚିହ୍ନଟ
ନୀଳଗିରି: ନୀଳଗିରିରେ ପୁଣି ଦେଖାଦେଇଛି ପୁଷ୍ଟିହୀନତା ରୋଗ। କିଛିଦିନ ପୂର୍ବରୁ ଏନଏସି ଗୁଡିଖାଣିଆ ଅଞ୍ଚଳରେ କିଛି ଶିଶୁ ପୁଷ୍ଟିହୀନତା ହେବାର ସୂଚନା ମିଳିବା ପରେ ଉପଜିଲ୍ଲାପାଳ ଚିହ୍ନଟ କରି…
Read More » -
ବ୍ରହ୍ମପୁର ସହରରେ ୨୦ ଲକ୍ଷ ଟଙ୍କାର ବାଣ ଜବତ, ୧୯ଜଣ ଗିରଫ
ବ୍ରହ୍ମପୁର: ବ୍ରହ୍ମପୁର ସହରରେ ବାଣ ବିକ୍ରି ପାଇଁ ପ୍ରଶାସନ ତରଫରୁ ଅନୁମତି ଦିଆଯାଇ ନାହିଁ। ଏଣୁ ବାହାରୁ ବାଣ ଆଣି କେତେକ ବ୍ୟବସାୟୀ ସହରରେ ବିକ୍ରି କରୁଛନ୍ତି।…
Read More » -
ଗଭୀର ଅବପାତ ଏବେ ବାତ୍ୟା ‘ସିତ୍ରଙ୍ଗ’ରେ ପରିଣତ
ଭୁବନେଶ୍ୱର: ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଥିବା ଗଭୀର ଅବପାତ ବାତ୍ୟା ‘ସିତ୍ରଙ୍ଗ’ରେ ପରିଣତ ହୋଇଛି । ବାତ୍ୟା ଏବେ ସାଗର ଦ୍ୱୀପ ଠାରୁ ଦକ୍ଷିଣ ଦିଗରେ ୫୮୦ କିଲୋମିଟର ଦୂରରେ…
Read More » -
ଝାରପଡା ଜେଲରେ ଅର୍ଚ୍ଚନା ଏବଂ ଜଗବନ୍ଧୁଙ୍କୁ ମୁହାଁମୁହିଁ ଜେରା କରାଯିବ
ଭୁବନେଶ୍ଵର: ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଉଭୟ ସ୍ଵାମୀ ଏବଂ ସ୍ତ୍ରୀଙ୍କ ହେବ ଲାଇ ଡିଟେକ୍ସନ ଟେଷ୍ଟ । ଏହାସହିତ ଝାରପଡା ଜେଲରେ ଉଭୟଙ୍କୁ ମୁହାଁମୁହିଁ ଜେରା…
Read More » -
ଆରଟିଓ ପକ୍ଷରୁ ଯାନବାହାନ ଚେକିଂ: ଗଞ୍ଜାମ ଜିଲ୍ଲାରେ ୯୦ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ, ୫୫ ହଜାର ୮୫୦ ଟଙ୍କା ଜରିମାନା
ଖଲ୍ଲିକୋଟ: ଟ୍ରାଫିକ ନିୟମ ଉଲ୍ଲଘଂନକାରୀ ଉପରେ ଆକ୍ସନ। ସୁପ୍ରିମକୋର୍ଟଙ୍କ ସଡକ ସୁରକ୍ଷା କମିଟିର ନିର୍ଦ୍ଦଶେକ୍ରମେ ରାଜ୍ୟରେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଗଞ୍ଜାମ ଜିଲ୍ଲାରେ କରାଯାଇଛି ସ୍ପେଶାଲ…
Read More » -
ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଘଣ୍ଟାପ୍ରତି ୨୦ କିଲୋମିଟର ବେଗରେ ଗତି କରୁଛି ସକ୍ରିୟ ଗଭୀର ଅବପାତ
ଭୁବନେଶ୍ୱର: ଗଭୀର ଅବପାତରେ ପରିଣତ ହୋଇଛି ସୃଷ୍ଟ ଲଘୁଚାପ । ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତ ଘଣ୍ଟାପ୍ରତି ୨୦ କିଲୋମିଟର ବେଗରେ ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି ।…
Read More » -
ମୟୁରଭଞ୍ଜ ଜିଲା ଠାକୁରମୁଣ୍ଡାରେ ଖାଇବାକୁ ନ ପାଇବାରୁ ହଷ୍ଟେଲ ଛାଡ଼ିଲେ ୯୪ ଛାତ୍ରୀ
ଠାକୁରମୁଣ୍ଡା: ହଷ୍ଟେଲରେ ରହୁଥିବା ଛାତ୍ରୀମାନେ ଖାଇବାକୁ ନ ପାଇ ଠାକୁରମୁଣ୍ଡା ବ୍ଲକ କାର୍ଯ୍ୟାଳୟ ରେ ପହଞ୍ଚି କାନ୍ଦୁଥିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ପିଲାଙ୍କ କାନ୍ଦ…
Read More » -
କଳିଙ୍ଗା ଘାଟିରେ ଭାରସାମ୍ୟ ହରାଇ ଯାତ୍ରୀବାହୀ ଘରୋଇ ବସ ଦୁର୍ଘଟଣା ଗ୍ରସ୍ତ
ଜି.ଉଦୟଗିରି : କଳିଙ୍ଗା ଘାଟିରେ ଭାରସାମ୍ୟ ହରାଇଲା ଯାତ୍ରୀବାହୀ ବସ୍। ଅନ୍ଧାରୀକୋଟି ନିକଟରେ ଏକ ଯାତ୍ରୀବାହୀ ଘରୋଇ ବସ ସୋହନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୪…
Read More »