ଓଡ଼ିଶା
-
ଯୁବକଙ୍କ ହାତ ବାନ୍ଧି ଗାଡ଼ି ପଛରେ ଦୌଡ଼ାଇବା ଘଟଣା : ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ, ସିସିଟିଭି ଯାଞ୍ଚ କରାଯାଇଛି -ଡିସିପି
କଟକ: ବିଚ୍ ରାସ୍ତାରେ ଦୁର୍ବୃତ୍ତଙ୍କ ବର୍ବରତା ପରେ ମୁହଁ ଖୋଲିଛନ୍ତି କଟକ ଡିସିପି ପିନାକ ମିଶ୍ର । ଡିସିପି କହିଛନ୍ତି, ଦୁର୍ବୃତ୍ତ ଯୁବକଙ୍କ ହାତ ବାନ୍ଧି ଗାଡ଼ି ପଛରେ…
Read More » -
ଚିଲିକା ମୁହାଁ ରଙ୍ଗ ବେରଙ୍ଗ ବିଦେଶୀ ପକ୍ଷୀ
ଖୋର୍ଦ୍ଧା : ଚିଲିକା ମୁହାଁ ବିଦେଶୀ ପକ୍ଷୀ । ଶୀତଋତୁର ଆଗମନରେ ଏବେ ଚିଲିକା ମୁହାଁ ହୋଇଛନ୍ତି ବିଦେଶୀ ପକ୍ଷୀ । ଏବେ ଚିଲିକା ନଳବଣକୁ ବିଦେଶାଗତ…
Read More » -
ଆସନ୍ତା ବର୍ଷ ମାର୍ଚ୍ଚରୁ ଓଡ଼ିଶାର ୮ଟି ସହରରେ 5G ସେବା : ଅଶ୍ୱିନୀ ବୈଷ୍ଣବ
ଭୁବନେଶ୍ବର : କେନ୍ଦ୍ର ରେଳ , ଯୋଗାଯୋଗ ଓ ଆଇ.ଟି. ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦିନିକିଆ ଓଡ଼ିଶା ଗସ୍ତରେ ଆସିବା ସହ ଭୁବନେଶ୍ୱର ରେଳଷ୍ଟେସନଠାରେ ଦେଶର ପ୍ରଥମ…
Read More » -
ବ୍ଲାକମେଲ୍ର ଅର୍ଚ୍ଚନା ନାଗଙ୍କୁ ରିମାଣ୍ଡରେ ଆଣିବ ଖଣ୍ଡଗିରି ପୋଲିସ
ଭୁବନେଶ୍ୱର : ବ୍ଲାକମେଲର୍ ଅର୍ଚ୍ଚନା ନାଗକୁ ୫ ଦିନ ପାଇଁ ଜେଲ ଭିତରେ ପଚରା ଉଚରା କରିବାକୁ ଅନୁମତି ଲୋଡିବ ଖଣ୍ଡଗିରି ଥାନା ପୋଲିସ। ଏଥିପାଇଁ ସମସ୍ତ…
Read More » -
ଭୁବନେଶ୍ୱର ରେଳ ଷ୍ଟେସନ୍ରେ ଭାରତର ପ୍ରଥମ ଆଲୁମିନିୟମ ପଣ୍ୟବାହୀ ଟ୍ରେନ ଉଦ୍ଘାଟନ କଲେ ରେଳମନ୍ତ୍ରୀ
ଭୁବନେଶ୍ୱର: ଟ୍ରାକରେ ଗଡ଼ିଲା ଭାରତର ପ୍ରଥମ ଆଲୁମିନିୟମ ପଣ୍ୟବାହୀ ଟ୍ରେନ ରେଳ ୱାଗନ । ଦେଶର ପ୍ରଥମ ଆଲୁମିନିୟମ ରେକ ୱାଗନକୁ ଉଦଘାଟନ କରିଛନ୍ତି କେନ୍ଦ୍ର ରେଳ…
Read More » -
ସ୍ୟାଣ୍ଡ୍ ଆନିମେସନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା
ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ପୁରୀର ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ ଏକ ସୁନ୍ଦର ସ୍ୟାଣ୍ଡ୍ ଆନିମେସନ ପ୍ରସ୍ତୁତ କରିଛନ୍ତି । ଏହାରି…
Read More » -
ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମିତ କରାଯିବା ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ
ଭୁବନେଶ୍ୱର: ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମିତ କରାଯିବା ପାଇଁ ରବିବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଚୁକ୍ତିଭିତ୍ତିକ ଗ୍ରୁପ୍ ‘ବି’, ‘ସି’, ‘ଡି’ ପାହ୍ୟାର ନିଯୁକ୍ତି ଉଚ୍ଛେଦ ନେଇ ସାଧାରଣ…
Read More » -
ପଦ୍ମଶ୍ରୀ କମଳା ପୂଜାରୀ ପୁଣି ଅସୁସ୍ଥ
ଜୟପୁର: ପଦ୍ମଶ୍ରୀ କମଳା ପୂଜାରୀ ପୁଣି ଅସୁସ୍ଥ ହୋଇପଡ଼ିଛନ୍ତି। ଏ ନେଇ ସୂଚନା ପାଇ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ପାତ୍ରପୁଟ ସ୍ଥିତ ତାଙ୍କ ଘରକୁ ଯାଇ ଆମ୍ବୁଲାନ୍ସ…
Read More » -
ବାଲିଯାତ୍ରା ଲାଗି ୮ ଦିନରେ ୮୬୮ ପ୍ଲଟ୍ ପଞ୍ଜୀକରଣ
କଟକ: ଓଡ଼ିଶାର ଐତିହ୍ୟ ସହ ଜଡ଼ିତ ବାଲିଯାତ୍ରା ଏବେ ବ୍ୟବସାୟ ତଥା ମନୋରଞ୍ଜନର ଭିତ୍ତିଭୂମି ପାଲଟିଛି। ଚଳିତବର୍ଷ ବାଲିଯାତ୍ରାରୁ ଜିଲା ପ୍ରଶାସନ ରେକର୍ଡ ପରିମାଣର ଆୟ ବୃଦ୍ଧି…
Read More » -
ଵିଧାୟକ ପ୍ରଣଵ ପ୍ରକାଶ ଦାସ ହେବେ ଓସିଏ ସଭାପତି
କଟକ: ଓସିଏ ନିର୍ବାଚନ ପ୍ରସଙ୍ଗରେ ସୂଚନା ଦେଇଛନ୍ତି ଓସିଏର ଵରିଷ୍ଠ ସଦସ୍ୟ ଆଶୀର୍ଵାଦ ଵେହେରା । ଵିଧାୟକ ପ୍ରଣଵ ପ୍ରକାଶ ଦାସ ହେବେ ସଭାପତି । ‘ଅନୌପଚାରିକ…
Read More »