ଓଡ଼ିଶା
-
ଓଡିଶା ବାହାରେ ଥିବା ମହିଳାଙ୍କୁ ମଧ୍ୟ ମିଳିବ ସୁଭଦ୍ରା ଟଙ୍କା
‘ସୁଭଦ୍ରା’କୁ ନେଇ ମଙ୍ଗଳବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବଡ ଘୋଷଣା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡିଶା ବାହାରେ ଥିବା ମହିଳାଙ୍କୁ ମଧ୍ୟ ମିଳିବ ସୁଭଦ୍ରା ଟଙ୍କା। ରାଜ୍ୟ…
Read More » -
୬ବର୍ଷ ବୟସ ହୋଇନଥିଲେ ଏଣିକି ପ୍ରଥମଶ୍ରେଣୀରେ ନାମ ଲେଖାଇବାକୁ ମିଳିବ ନାହିଁ ଅନୁମତି
ପିଲାଙ୍କୁ ୬ବର୍ଷ ବୟସ ହୋଇନଥିଲେ ଏଣିକି ପ୍ରଥମଶ୍ରେଣୀରେ ନାମ ଲେଖାଇବାକୁ ଅନୁମତି ମିଳିବ ନାହିଁ । ଆସନ୍ତା ଶିକ୍ଷାବର୍ଷ ୨୦୨୫-୨୬ ମସିହାରୁ ରାଜ୍ୟରେ ଏହି ନୂଆ ନିୟମ…
Read More » -
ବଡବଡିଆ ରାସନ୍ କାର୍ଡ ଫେରାଇବାକୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ ।
ଇ-କେୱାଇସି ଯାଞ୍ଚବେଳେ ଚାଞ୍ଚଲ୍ୟକର ତଥ୍ୟ । ବଡ଼ ବଡ଼ିଆ ବାବୁ ରାସନକାର୍ଡର ଲାଭ ଉଠାଉଥିଲେ ବୋଲି କହିଛନ୍ତି ରାଜ୍ୟ ଯୋଗାଣ ବିଭାଗ ମନ୍ତ୍ରୀ କୃଷ୍ଣ ପାତ୍ର ।କାର୍ଡ…
Read More » -
କୋଣାର୍କରେ ଚାଲିଛି ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀରେ ବିକଶିତ ଭାରତର ଭବିଷ୍ୟତ ବାବଦରେ ଆଲୋଚନା
ବିକଶିତ ଭାରତ ପାଇଁ ଓଡ଼ିଶାରେ ଚାଲିଛି ମାନସମନ୍ଥନ । କୋଣାର୍କରେ ୨ ଦିନିଆ ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀରେ ୨୦୪୭ ବିକଶିତ ଭାରତ ପାଇଁ ପ୍ରସ୍ତୁତ ହେଉଛି…
Read More » -
୨୨ ତାରିଖରୁ ରାଜ୍ୟରେ ପିଏମ ଆବାସ-ଗ୍ରାମୀଣ ଯୋଜନା ପାଇଁ ସର୍ଭେ ଆରମ୍ଭ
ଜାନୁଆରୀ ୨୨ ତାରିଖରୁ ରାଜ୍ୟରେ ପିଏମ ଆବାସ-ଗ୍ରାମୀଣ ଯୋଜନା ପାଇଁ ସର୍ଭେ ଆରମ୍ଭ ହେବ । ତେବେ ଯେଉଁ ଯୋଗ୍ୟ ହିତାଧିକାରୀ ଏହି ଯୋଜନା ପାଇବାରୁ ବାଦ୍…
Read More » -
ପୂର୍ବତନ ମନ୍ତ୍ରୀ ନବକିଶୋର ଦାସ ହତ୍ୟା ମାମଲାର ତଦନ୍ତ ଅଧିକାରୀଙ୍କୁ ରିପୋର୍ଟ ତଲବ
ପୂର୍ବତନ ମନ୍ତ୍ରୀ ନବକିଶୋର ଦାସ ହତ୍ୟା ମାମଲାର ତଦନ୍ତ ଅଧିକାରୀଙ୍କୁ ରିପୋର୍ଟ ତଲବ କରାଯାଇଛି। ଏହି ବହୁ ଚର୍ଚ୍ଚିତ ହତ୍ୟା ଘଟଣାର ତଦନ୍ତକାରୀ ଅଧିକାରୀଙ୍କୁ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ…
Read More » -
ପଶ୍ଚିମା ଝଡ ପ୍ରଭାବ କାରଣରୁ ରାଜ୍ୟରେ ଶୀତ କମିବା ସମ୍ଭାବନା
ଆସନ୍ତାକାଲିଠାରୁ ରାଜ୍ୟରେ ଶୀତର ପ୍ରକୋପ କମିବ ଏବଂ ରାତି ତାପମାତ୍ରା ବଢିବ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପଶ୍ଚିମା ଝଡ ପ୍ରଭାବ…
Read More » -
ଓଡ଼ିଶା ସୀମାରେ ଯବାନ ଓ ମାଓବାଦୀ ଗୁଳି ବିନିମୟରେ ୨ ମାଓବାଦୀ ନିହତ
ଓଡ଼ିଶା ସୀମାରେ ଯବାନ ଓ ମାଓବାଦୀ ଗୁଳି ବିନିମୟରେ ୨ ମାଓବାଦୀ ନିହତ ହୋଇଛନ୍ତି । ନୂଆପଡା ଜିଲା ସୀମାନ୍ତ ଛତିଶଗଡ ଗରିଆବନ୍ଧରେ ମାଓ ଦମନ ଅଭିଯାନ…
Read More » -
ବିଜାପୁର ସୀମାରେ ମାଓବାଦୀଙ୍କ ବଡ଼ ଧରଣର ଟନେଲ ଠାବ କଲେ ସୁରକ୍ଷାକର୍ମୀ
ମାଓବାଦୀଙ୍କ ବଡ଼ ଧରଣର ଟନେଲ ଠାବ କଲେ ସୁରକ୍ଷାକର୍ମୀ । ଛତିଶଗଡ଼ ସୁକମା ଓ ବିଜାପୁର ସୀମାରେ ଏହି ବଡ଼ ଟନେଲ୍ ଠାବ କରିଛନ୍ତି ସୁରକ୍ଷାକର୍ମୀ ।…
Read More » -
ପତ୍ନୀଙ୍କ ସହିତ ପଟ୍ଟଚିତ୍ର ଗ୍ରାମ ରଘୁରାଜପୁର ପରିଭ୍ରମଣ କଲେ ସିଙ୍ଗାପୁରର ରାଷ୍ଟ୍ରପତି
ରଘୁରାଜପୁର ପରିଦର୍ଶନରେ ଶନିବାର ସିଙ୍ଗାପୁରର ରାଷ୍ଟ୍ରପତି ଆସିଥିଲେ। ରାଷ୍ଟ୍ରପତି ଥର୍ମନ ଶନମୁଗରତ୍ନମ ନିଜ ପତ୍ନୀଙ୍କ ସହିତ ପଟ୍ଟଚିତ୍ର ଗ୍ରାମରେ ପରିଭ୍ରମଣ କରିଥିଲେ। ପଟ୍ଟଚିତ୍ର ଗ୍ରାମରେ ପଟ୍ଟଚିତ୍ର ଡେମୋ …
Read More »