ଓଡ଼ିଶା
-
ସମସ୍ତ ରାଜ୍ୟର ପୋଲିସ ଡିଜିଙ୍କ ସହ ମୋଦି ଓ ଶାହାଙ୍କ ୱାନ୍ ଟୁ ୱାନ୍ ଆଲୋଚନା
ସବୁ ରାଜ୍ୟର ପୋଲିସ ଡିଜିଙ୍କ ସହ ମୋଦି ଓ ଶାହା ୱାନ୍ ଟୁ ୱାନ୍ ଆଲୋଚନା କରିଛନ୍ତି। ଦ୍ବିତୀୟ ଦିନ ବୈଠକର ମୁଖ୍ୟ ଏଜେଣ୍ଡା ସୀମା ସୁରକ୍ଷା।…
Read More » -
ନୌସେନାର ବରିଷ୍ଠ ଅଧିକାରୀ ମାନେ ମହାପ୍ରଭୁଙ୍କୁ ଦେଇଛନ୍ତି ନିମନ୍ତ୍ରଣ ପତ୍ର ।
ଆସନ୍ତା ଡିସେମ୍ବର ୪ ତାରିଖରେ ପୁରୀ ସମୁଦ୍ର କୂଳରେ ପାଳନ ହେବ ନୌସେନା ଦିବସ । ଯେମିତି ବିବାହ କିମ୍ବା କିଛି ଶୁଭ କାମ ପାଇଁ ମହାପ୍ରଭୁ…
Read More » -
ପାଟପୁର ଥାନାକୁ ଦେଶର ଦ୍ବିତୀୟ ଥାନା ଭାବେ ପୁରସ୍କୃତ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଦେଶର ଦ୍ବିତୀୟ ଶ୍ରେଷ୍ଠ ଥାନା ଭାବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କଠାରୁ ପୁରସ୍କୃତ ହୋଇଛି। ଲୋକସେବା ଭବନ କନଭେନସନ ସେଣ୍ଟରରେ ଉଦଘାଟିତ…
Read More » -
ମାଲକାନିଗିରି କୁର୍ତ୍ତୀ ଜଙ୍ଗଲରୁ ଜଣେ ମହିଳା ମାଓବାଦୀକୁ ଗିରଫ କରିଛି ପୁଲିସ
ମାଲକାନିଗିରି ପୁଲିସକୁ ମିଳିଛି ବଡ଼ ସଫଳତା। ଜିଲ୍ଲାର MBHI -79 ଥାନା ଅନ୍ତର୍ଗତ କୁର୍ତ୍ତୀ ଜଙ୍ଗଲରୁ ଜଣେ ମହିଳା ମାଓବାଦାକୁ ଗିରଫ କରିଛି ପୁଲିସ। ଆଣ୍ଟି ମାଡଭି…
Read More » -
‘ଫେଙ୍ଗଲ’ ପ୍ରଭାବରେ ଓଡିଶାରେ ୨ ଯାଏଁ ବର୍ଷା : ଆଞ୍ଚଳିକ ପାଣିପାଗ କେନ୍ଦ୍ର
ତାମିଲନାଡୁରେ ବାତ୍ୟା ‘ଫେଙ୍ଗଲ’ ଲ୍ୟାଣ୍ଡଫଲ୍ ପାଇଁ ପ୍ରକ୍ରିୟା ଆରମ୍ଭ କଲାଣି। ତା’ପୂର୍ବରୁ ଦେଖାଇଲାଣି କୋପ। ଏହାର ପ୍ରଭାବ କିନ୍ତୁ ଓଡ଼ିଶାରେ ଦେଖିବାକୁ ମିଳିଲାଣି। ତାମିଲନାଡୁରେ ବାତ୍ୟା ଲ୍ୟାଣ୍ଡଫଲ୍…
Read More » -
ଓଡ଼ିଆରେ ଶୁଭେଚ୍ଛା ଜଣାଇ ଅଭିଭାଷଣ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଓଡ଼ିଆରେ ଅଭିଭାଷଣ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ । ସମସ୍ତଙ୍କୁ ଓଡ଼ିଆରେ ଶୁଭେଚ୍ଛା ଜଣାଇ ଅଭିଭାଷଣ ଆରମ୍ଭ କଲେ। ଦିଲ୍ଲୀରେ ଓଡ଼ିଶା ପର୍ବରେ ୫ ଦିନ ପୂର୍ବେ ଭଲ…
Read More » -
ବିଧାନସଭା ଶୀତ ଅଧିବେଶନର ଗୃହକାର୍ଯ୍ୟ ୨୯ ଓ ୩୦ ତାରିଖରେ ରହିବ ବନ୍ଦ
ବିଧାନସଭା ଶୀତ ଅଧିବେଶନର ଗୃହକାର୍ଯ୍ୟ ୨୯ ଓ ୩୦ ତାରିଖରେ ବନ୍ଦ ରଖାଯିବ ବୋଲି ବାଚସ୍ପତି ଘୋଷଣା କରିଛନ୍ତି। ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ…
Read More » -
ରାଜ୍ୟର ୧୪ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ହେମନ୍ତ ସୋରେନ
ଗୁରୁବାର ରାଜ୍ୟର ୧୪ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ହେମନ୍ତ ସୋରେନ। ରାଞ୍ଚିର ମୋରହାବାଦୀ ମଇଦାନରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ରାଜ୍ୟପାଳ ସନ୍ତୋଷ ଗଙ୍ଗଓ୍ଵାର ହେମନ୍ତଙ୍କୁ ମୁଖ୍ୟମନ୍ତ୍ରୀ…
Read More » -
କନ୍ଧମାଳ ଏସପି ହରିଶ୍ ବି ସି ଙ୍କ ନିକଟରେ କ୍ୟାଡ଼ର ମାଓବାଦୀଙ୍କ ଆତ୍ମସମର୍ପଣ
ପୋଲିସ ନିକଟରେ ଆତ୍ମସମର୍ପଣ କଲା କୁଖ୍ଯାତ ମାଓବାଦୀ।କନ୍ଧମାଳ ଏସପି ହରିଶ୍ ବି ସି ଙ୍କ ନିକଟରେ କ୍ୟାଡ଼ର ମାଓବାଦୀଙ୍କ ଆତ୍ମସମର୍ପଣ । କେକେବିଏନ ଡିଭିଜନ ମାଓ ସଙ୍ଗଠନ…
Read More » -
ଓଡିଶାକୁ ଆଳୁ ଚାଲାଣ ବନ୍ଦ କରିଲା ପଶ୍ଚିମବଙ୍ଗ
ପୁଣି ଅଟକିଲା ଆଳୁ ଗାଡ଼ି । ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ଶହ ଶହ ଆଳୁ ବୋଝେଇ ଟ୍ରକ ଅଟକି ରହିଥିବା ଦେଇବାକୁ ମିଳିଛି। ବୁଧବାର ରାତିରୁ ପଶ୍ଚିମ ମେଦିନୀପୁର…
Read More »