ଓଡ଼ିଶା
-
ଅସହ୍ୟ ହେଉଛି ଗୁଳୁଗୁଳି: ୩ ଦିନ ସମସ୍ତ ବିଦ୍ୟାଳୟ ଛୁଟି
ଅସହ୍ୟ ହେଊଛି ତାତି କଲବଲ ହେଉଛନ୍ତି ରାଜବାସୀ । ଜଳୁଛି ସାରା ଓଡ଼ିଶା । ସକାଳୁ ଘରୁ ବାହାରିବା ହେଉଛି ମୁସ୍କିଲ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ…
Read More » -
ଆଜି ପବିତ୍ର ରାମନବମୀ : ପ୍ରଭୁ ଶ୍ରୀରାମଙ୍କର ହେଲା ଅଦ୍ଭୁତ ସୂର୍ଯ୍ୟ ତିଳକ
ଆଜି ପବିତ୍ର ରାମନବମୀ ତଥା ପ୍ରଭୁ ରାମଙ୍କ ଜନ୍ମଦିନ । ରାମନାମରେ କମ୍ପୁଛି ଗଗନ ପବନ। ଏନେଇ ଚଳଚଞ୍ଚଳ ହୋଇଉଠିଛି ସାରା ଦେଶ । ସକାଳୁ ସକାଳୁ…
Read More » -
ଦେଶରେ ସ୍ବାଭାବିକଠୁ ଅଧିକ ବର୍ଷା ହେବାକୁ ଥିବାବେଳେ ଓଡ଼ିଶାରେ କିନ୍ତୁ କମ ବର୍ଷା ହେବ
ଚଳିତବର୍ଷ ଓଡ଼ିଶାରେ ହେବ ନିଅଣ୍ଟିଆ ବର୍ଷା। ଦେଶରେ ସ୍ବାଭାବିକଠୁ ଅଧିକ ବର୍ଷା ହେବାକୁ ଥିବାବେଳେ ଓଡ଼ିଶାରେ କିନ୍ତୁ କମ ବର୍ଷା ହେବ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ନେଇ…
Read More » -
ଶ୍ରମିକମାନଙ୍କୁ ଦିନ ୧୧ ଟାରୁ ଅପରାହ୍ନ ୩ଟା ମଧ୍ୟରେ କାମ କରିବା ମନା
ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଆସନ୍ତା କାଲି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ…
Read More » -
ବିଜେଡିରୁ ବିଦାୟ ନେଇଥିବା ଜ୍ୟୋତି ପାଣିଗ୍ରାହୀ ବର୍ତ୍ତମାନ ପଦ୍ମ ଧରିଛନ୍ତି
ନିର୍ବାଚନ ପୂର୍ବରୁ ନେତା-ମନ୍ତ୍ରୀଙ୍କ ଦଳଡିଆଁ ପର୍ବ ଏବେ ବି ଜାରି ରହିଛି । ଆଜି ବିଜୁ ଜନତା ଦଳର ଆଉ ଜଣେ ସଦସ୍ୟ ଦଳ ଛାଡ଼ି ବିଜେପିକୁ…
Read More » -
୬ ବର୍ଷ ପାଇଁ ବହିଷ୍କାର ହେଲେ ଜଟଣୀ ବିଧାୟକ ସୁର ରାଉତରାୟ
ଆଜି କଂଗ୍ରେସରୁ ଜଟଣୀ ବିଧାୟକ ସୁର ରାଉତରାୟଙ୍କୁ ୬ ବର୍ଷ ପାଇଁ ବହିଷ୍କାର କରାଯାଇଛି। ଦଳରେ ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କ ବିରୋଧରେ…
Read More » -
ଆଜିଠୁ ଓଡ଼ିଶା ଉପକୂଳରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
ଆଜିଠୁ ଓଡ଼ିଶା ଉପକୂଳରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ମନା। ମାଛ ବଂଶ ବୃଦ୍ଧି ପାଇଁ ସମୁଦ୍ରରେ ମାଛଧରା ଉପରେ ରାଜ୍ୟ ସରକାର ରୋକ୍ ଲଗାଇଛନ୍ତି। ଏପ୍ରିଲ ୧୫ରୁ…
Read More » -
ସୋନପୁର ଆମ୍ବେଦକର ଛକରେ ବଜରଙ୍ଗ ଦଳ ଓ ଭୀମ ଆର୍ମି ମୁହାଁମୁହିଁ
ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ବଜରଙ୍ଗ ଦଳ ଓ ଭୀମ ଆର୍ମି ମୁହାଁମୁହିଁ । ସୋନପୁର ଆମ୍ବେଦକର ଛକରେ ଉଭୟ କର୍ମୀ ସାମ୍ନାସାମ୍ନି । ଉଭୟ ପକ୍ଷରୁ…
Read More » -
ଆଳୁ ଦର ଆକାଶ ଛୁଆଁ : ଚଢ଼ା ଦରରେ ବିକ୍ରି କରୁଛନ୍ତି ଖୁଚୁରା ବ୍ୟବସାୟୀ
ଆଳୁ ଦର ଆକାଶ ଛୁଆଁ । ଖାଲି ଏତିକି ନୁହେଁ ମନ ମୁତାବକ ଚଢ଼ା ଦରରେ ଆଳୁ ବିକୁଛନ୍ତି ଖୁଚୁରା ବ୍ୟବସାୟୀ । ସୂଚନା ମୁତାବକ ଭୁବନେଶ୍ୱର…
Read More » -
ପୁଣି ଫେରିଛି ତାତି : ରାଜଧାନୀ ଭୁବନେଶ୍ୱର ରାଜ୍ୟର ସବୁଠୁ ଉତ୍ତପ୍ତ ସହର
କିଛି ଦିନର ଆଶ୍ଵସ୍ତି ପରେ ପୁଣି ଫେରିଛି ତାତି। ରବିବାର ପୂର୍ବାହ୍ନ ସାଢ଼େ ୧୧ଟା ସୁଦ୍ଧା ରାଜ୍ୟର ୬ଟି ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଛି।…
Read More »