କ୍ରୀଡ଼ା
-
ମହିଳା ବକ୍ସିଂ ଚାମ୍ପିୟନଶିପରେ ପ୍ରି କ୍ୱାର୍ଟରଫାଇନାଲରେ ନିଖତ ଜରୀନ
ନୂଆଦିଲ୍ଲୀ: ବିଶ୍ୱ ଚାମ୍ପିୟନ ନିଖତ ଜରୀନ ଚଳିତ ବକ୍ସିଂ ଚାମ୍ପିୟନଶିପରେ ବିଜୟ ଅଭିଯାନ ଜାରୀ ରଖିଛନ୍ତି । ରବିବାର କେଡି ଯାଦବ ଷ୍ଟାଡିୟମରେ ଅନୁଷ୍ଠିତ ୫୦ କିଗ୍ରା…
Read More » -
ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କଲେ ୩ ଜଣ ଭାରତୀୟ ପୁରୁଷ ରେସ ୱାକର
ନୋମି: ଜାପାନର ନୋମିରେ ଅନୁଷ୍ଠିତ ୨୦କିମି ଏସୀୟ ରେସ ୱାକିଂ ଚାମ୍ପିୟନଶିପରେ ପ୍ରଭାବୀ ପ୍ରଦର୍ଶନ କରି ଭାରତର ବିକାଶ ସିଂ ଓ ପରମଜିତ ବିଷଟ ପ୍ୟାରିସ ଅଲିମ୍ପିକ୍ସ…
Read More » -
୪୩ ବର୍ଷ ବୟସରେ ଏଟିପି ମାଷ୍ଟର୍ସ ୧୦୦୦ ପ୍ରତିଯୋଗିତା ଜିତି ଇତିହାସ ରଚିଲେ ଭାରତୀୟ ଟେନିସ ଖେଳାଳୀ ରୋହନବୋପାନ୍ନା
ୱେଲ୍ସ: ରୋହନ ବୋପାନ୍ନା ୪୩ ବର୍ଷ ବୟସରେ ଏଟିପି ମାଷ୍ଟର୍ସ ୧୦୦୦ ଟାଇଟଲ ଜିତି ଇତିହାସ ରଚିଛନ୍ତି । ସବୁଠାରୁ ବୟସ୍କ ଖେଳାଳି ଭାବେ ସେ ଏହି…
Read More » -
ଦିନିକିଆ କ୍ରିକେଟ ଇତିହାସରେ ଭାରତର ସବୁଠାରୁ ନୈରାଶ୍ୟଜନକ ପ୍ରଦର୍ଶନ: ୨୩୪ ବଲ ବାକି ଥାଇ ଭାରତକୁ ହରାଇଲା ଅଷ୍ଟ୍ରେଲିଆ
ବିଶାଖାପଟନମ: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ଲଜ୍ଜାଜନକ ପରାଜୟବରଣ କରିଛି । ଦିନିକିଆ ଇତିହାସରେ ଏହା ଭାରତର ସବୁଠାରୁ ନୈରାଶ୍ୟଜନକ ପ୍ରଦର୍ଶନ ।…
Read More » -
ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହ୍ୱାଗଙ୍କ ରେକର୍ଡ ସମକକ୍ଷ ହେଲେ ନ୍ୟୁଜିଲାଣ୍ଡ କ୍ରିକେଟର କେନ ୱିଲିୟସନ
ୱେଲିଂଟନ: ନ୍ୟୁଜିଲାଣ୍ଡ କ୍ରିକେଟ ଟିମର ପୂର୍ବତନ ଅଧିନାୟକ କେନ ୱିଲିୟମସନ ଚଳିତ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ କ୍ୟାରିୟରର ଷଷ୍ଠ ଦ୍ୱିଶତକ ହାସଲ କରିଛନ୍ତି । ସେ…
Read More » -
ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ରୋମାନିଆର ଲ୍ୟାକାମିଓଆରା ପେରିଜକଙ୍କୁ ୪-୩ରେ ପରାସ୍ତ କଲେ ଭାରତର ପ୍ରୀତି ସାଇ ପାୱାର
ନୂଆଦିଲ୍ଲୀ: ଚଳିତ ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ଭାରତର ପ୍ରୀତି ସାଇ ପାୱାର ବଡ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି । ୫୪ କିଗ୍ରା ବିଭାଗରେ ପ୍ରୀତି ଶୀର୍ଷ…
Read More » -
ଅମ୍ପାୟାର କ୍ୟାରିୟରରୁ ସନ୍ନ୍ୟାସ ନେଲେ ପାକିସ୍ତାନର ଲୋକପ୍ରିୟ ଅମ୍ପାୟାର ଅଲୀମ ଦାର
ନୂଆଦିଲ୍ଲୀ: ୧୯ ବର୍ଷର କ୍ୟରିୟରରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ଅମ୍ପାୟାର କ୍ୟାରିୟରରୁ ସନ୍ନ୍ୟାସ ନେଲେ ପାକିସ୍ତାନର ଲୋକପ୍ରିୟ ଅମ୍ପାୟାର ଅଲୀମ ଦାର। ପାକିସ୍ତାନୀ ଅମ୍ପାୟାର ଅଲୀମ ଦାର ସନ୍ନ୍ୟାସ ଘୋଷଣା…
Read More » -
ମହିଳା ବକ୍ସିଂ ବିଶ୍ୱ ଚାମ୍ପିୟନଶିପରେ ବିଜୟ ଅଭିଯାନ ଆରମ୍ଭ କଲେ ଭାରତର ନିଖତ ଜରୀନ
ନୂଆଦିଲ୍ଲୀ: ମହିଳା ବକ୍ସିଂ ବିଶ୍ୱ ଚାମ୍ପିୟନଶିପରେ ଭାରତର ନିଖତ ଜରୀନ ବିଜୟ ଅଭିଯାନ ଆରମ୍ଭ କରିଛନ୍ତି । ୫୦ କିଗ୍ରା ମୁକାବିଲାର ପ୍ରଥମ ରାଉଣ୍ଡ ମୁକାବିଲାରେ ନିଖତ…
Read More » -
ଗୀତାର ବଜାଇଲେ ମହେନ୍ଦ୍ର ସିଂ ଧୋନୀ
ଚେନ୍ନାଇ: ମାର୍ଚ୍ଚ ୩୧ରୁ ଇଣ୍ଡିଆନ ପ୍ରିମିୟର ଲିଗର ଅଗାମୀ ସଂସ୍କରଣ ଆରମ୍ଭ ହେବ । ମହେନ୍ଦ୍ର ସିଂ ଧୋନୀଙ୍କ ସମେତ ଚେନ୍ନାଇ ସୁପର କିଙ୍ଗସର ଖେଳାଳିମାନେ ଜୋରଦାର…
Read More » -
‘ବର୍ଡର୍-ଗାଭାସ୍କର୍ ଟ୍ରଫି’ର ୪ର୍ଥ ଟେଷ୍ଟ୍ ମ୍ୟାଚ୍ରେ ୨୮ତମ ଟେଷ୍ଟ୍ ଶତକ ହାସଲ କଲେ ବିରାଟ କୋହଲି
ଅହମଦାବାଦ: ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଚାଲିଥିବା ‘ବର୍ଡର୍-ଗାଭାସ୍କର୍ ଟ୍ରଫି’ର ୪ର୍ଥ ଟେଷ୍ଟ୍ମ୍ୟାଚ୍ର ଆଜି ୪ର୍ଥ ଦିନରେ ଭାରତର ପ୍ରଖ୍ୟାତ ବ୍ୟାଟସ୍ମ୍ୟାନ୍ ବିରାଟ କୋହଲି ୨୮ତମ ଟେଷ୍ଟ୍…
Read More »