କ୍ରୀଡ଼ା
-
ଫିଫା ବିଶ୍ୱକପ୍ ୨୦୨୨: ଆର୍ଜେଣ୍ଟିନା ଓ ଅଷ୍ଟ୍ରେଲିଆ ମଧ୍ୟରେ ନକ୍ଆଉଟ୍ ପର୍ଯ୍ୟାୟ ମ୍ୟାଚ୍
ଦୋହା: କତାର ଫିଫା ବିଶ୍ୱକପ୍ରେ ନକ୍ ଆଉଟ୍ (ରାଉଣ୍ଡ-୧୬) ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି । ଏହି ପର୍ଯ୍ୟାୟର ବିଜୟୀ ଦଳ କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିବେ…
Read More » -
ଆଇପିଏଲରୁ ଅବସର ନେଲେ ବ୍ରାଭୋ
ଚେନ୍ନାଇ: ଡୱେନ ବ୍ରାଭୋ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗରୁ ଅବସର ଘୋଷଣା କରିଛନ୍ତି । ମହେନ୍ଦ୍ର ସିଂହ ଧୋନୀଙ୍କ ଅଧିନାୟକତ୍ବରେ ଚେନ୍ନାଇ ଟିମ ଆଇପିଏଲରେ ଅନେକ ସଫଳତା ହାସଲ…
Read More » -
ହୃଦଘାତରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ରିକି ପଣ୍ଟିଂ
ପର୍ଥ: ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଶୁକ୍ରବାର ହୃଦଘାତରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ରିପୋର୍ଟ ଅନୁସାରେ, ଅଷ୍ଟ୍ରେଲିଆ ଓ ଓ୍ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପର୍ଥରେ…
Read More » -
କଲମ୍ବିଆର ୨୨ ବର୍ଷୀୟ ଷ୍ଟାର ମିଡଫିଲ୍ଡର ଆନ୍ଦ୍ରେସ ବଲାଣ୍ଟାଙ୍କ ପରଲୋକ
ନୂଆଦିଲ୍ଲୀ: କତାରରେ ବର୍ତ୍ତମାନ ଫିଫା ବିଶ୍ୱକପ-୨୦୨୨ ଜାରି ରହିଛି । ଏହି ଅବସରରେ ଏକ ଆସିଛି ଏକ ଦୁଃଖଦ ଖବର । କଲମ୍ବିଆର ଷ୍ଟାର ମିଡଫିଲ୍ଡର ଆନ୍ଦ୍ରେସ ବଲାଣ୍ଟାଙ୍କ…
Read More » -
ସାର ଡନ ବ୍ରାଡମ୍ୟାନଙ୍କ ଶତକ ରେକର୍ଡ ସହ ସମକକ୍ଷ ଅଷ୍ଟ୍ରେଲିଆର କ୍ରିକେଟର ଷ୍ଟିଭ ସ୍ମିଥ
ଲାହୋର: ଅଷ୍ଟ୍ରେଲିଆର ବରିଷ୍ଠ କ୍ରିକେଟ ଖେଳାଳି ଷ୍ଟିଭ ସ୍ମିଥ ଶତକ ହାସଲରେ ସାର ଡନ ବ୍ରାଡମ୍ୟାନଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ…
Read More » -
ରାୱଲପିଣ୍ଡି ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ କେବଳ ୭୫ ଓଭର ଖେଳି ଇଂଲଣ୍ଡ ଟିମ ୫୦୬ ରନ କରିବାରେ ସଫଳ, ସର୍ବାଧିକ ରନ କରିବାରେ ରେକର୍ଡ
ଇସଲାମାବାଦ: ପାକିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଇତିହାସ ରଚିଲା ଇଂଲଣ୍ଡ । ରାୱଲପିଣ୍ଡିରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ…
Read More » -
ବିସିସିଆଇ ଗଠନ କଲା ନୂଆ କ୍ରିକେଟ ପରାମର୍ଶଦାତା କମିଟି: ଅଶୋକ ମଲହୋତ୍ରା, ଜତିନ ପରାଞ୍ଜପେ ଏବଂ ସୁଲକ୍ଷଣା ନାଇକ ସାମିଲ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଗୁରୁବାର ନିଜର କ୍ରିକେଟ ପରାମର୍ଶଦାତା କମିଟି ନିଯୁକ୍ତି ନେଇ ଘୋଷଣା କରିଛି । ତିନି ସଦସ୍ୟ ବିଶିଷ୍ଟ ଏହି କମିଟିରେ…
Read More » -
ଫିଫା ବିଶ୍ୱକପ ପ୍ରି କ୍ୱାର୍ଟର ଫାଇନାଲରେ ପ୍ରବେଶ କଲେ ଆର୍ଜେଣ୍ଟିନା ଓ ପୋଲାଣ୍ଡ
ଦୋହା: ଚଳିତ ଫିଫା ବିଶ୍ୱକପ ପ୍ରି କ୍ୱାର୍ଟର ଫାଇନାଲରେ ଆର୍ଜେଣ୍ଟିନା ଓ ପୋଲାଣ୍ଡ ପ୍ରବେଶ କରିଛନ୍ତି । ଆର୍ଜେଂଟିନା ଗ୍ରୁପ ସିରେ ତାର ଶେଷ ମୁକାବିଲାରେ ପୋଲାଣ୍ଡକୁ…
Read More » -
ଟେବୁଲ ଟେନିସ ପ୍ଲେୟାର ଶରଥ କମଲଙ୍କୁ ଖେଳ ରତ୍ନ, ୨୫ କ୍ରୀଡ଼ାବିତଙ୍କୁ ଅର୍ଜୁନ ପୁରସ୍କାର
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀଠାରେ ରାଷ୍ଟ୍ରପତି ଭବନରେ କୃତୀ କ୍ରୀଡ଼ାବିତଙ୍କୁ ଜାତୀୟ ପୁରସ୍କାର-୨୦୨୨ ପ୍ରଦାନ କରିଛନ୍ତି । ଟେବୁଲ ଟେନିସ ପ୍ଲେୟାର ଶରଥ କମଲ ଏକମାତ୍ର…
Read More » -
ପାକିସ୍ତାନ ଗସ୍ତରେ ଯାଇଥିବା ଇଂଲଣ୍ଡ କ୍ରିକେଟ ଦଳର ଅଧିକାଂଶ ଖେଳାଳି ଅସୁସ୍ଥ
ଇସଲାମବାଦ: ପାକିସ୍ତାନ ଗସ୍ତରେ ଯାଇଥିବା ଇଂଲଣ୍ଡ କ୍ରିକେଟ ଦଳର ଅଧିକାଂଶ ଖେଳାଳି ଅଜଣା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ଗୁରୁବାର ଦୁଇ ଦେଶ ମଧ୍ୟରେ ଟେଷ୍ଟ ସିରିଜ…
Read More »