ବିଦେଶ
-
ଇମ୍ରାନ ଖାନଙ୍କୁ ୧୪ ବର୍ଷ ଓ ପତ୍ନୀ ବୁଶରା ବୀବୀଙ୍କୁ ୭ ବର୍ଷର ଜେଲଦଣ୍ଡ
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଲାଗିଛି ଏକ ବଡ଼ ଝଟକା । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୧୪ ବର୍ଷ ଜେଲଦଣ୍ଡ ଶୁଣାଣି ହୋଇଛି ।…
Read More » -
ଏକାସାଙ୍ଗରେ ୟୁକ୍ରେନର ୧୦୦ ଟି ସ୍ଥାନରେ ଆକ୍ରମଣ କରିବା ସହିତ ୫ହରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରିଛି ରୁଷ ସେନା
କିଛି ଦିନର ବ୍ୟବଧାନରେ ରୁଷିଆ ୟୁକ୍ରେନ ଉପରେ ପ୍ରଚଣ୍ଡ ଆକ୍ରମଣ କରିଛି। ବୁଧବାର କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଦ୍ବାରା ହୋଇଥିବା ଆକ୍ରମଣରେ ୟୁକ୍ରେନର ବହୁ ସହର ଥରହର…
Read More » -
ଶେଷରେ ହିଣ୍ଡେନ୍ବର୍ଗ ବନ୍ଦ କରିବା ନେଇ ଘୋଷଣା କରିଛନ୍ତି ନାଥାନ ଏଣ୍ଡରର୍ସନ
ଶେଷରେ ନାଥାନ ଏଣ୍ଡରର୍ସନ ହିଣ୍ଡେନ୍ବର୍ଗ ବନ୍ଦ କରିବା ନେଇ ଘୋଷଣା କରିଛନ୍ତି । ୨୦୧୭ ମସିହାରେ ସୃଷ୍ଟି ହୋଇଥିବା ହିଣ୍ଡେନବର୍ଗ ରିପୋରର୍ଟକୁ ନେଇ ସାରା ଦୁନିଆରେ ଚର୍ଚ୍ଚରେ…
Read More » -
ପୁଣି ଗାଜା ଷ୍ଟ୍ରିପ୍ ଉପରେ ଆକ୍ରମଣ କରିଛି ଇସ୍ରାଏଲ : ୧୮ ଜଣଙ୍କ ମୃତ୍ୟୁ
ଇସ୍ରାଏଲ-ହମାସ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତିକୁ ନେଇ ଆଲୋଚନା ମଧ୍ୟରେ ପୁଣି ଗାଜା ଷ୍ଟ୍ରିପ୍ ଉପରେ ଆକ୍ରମଣ କରିଛି ଇସ୍ରାଏଲ। ଏଥିରେ ମହିଳା ଓ ଶିଶୁଙ୍କ ସମେତ ୧୮…
Read More » -
ଭୂକମ୍ପ ପରେ ଜାପାନ ପାଇଁ ସୁନାମୀ ଆଲର୍ଟ ଜାରି
ବଡ ଧରଣର ଭୂକମ୍ପରେ ଥରିଲା ଜାପାନ । ଦକ୍ଷିଣପ୍ରାନ୍ତରେ ଥିବା କ୍ୟୁଶୁ କ୍ଷେତ୍ର ରହିଛି ଭୁକମ୍ପର କେନ୍ଦ୍ରସ୍ଥଳ । ରେକ୍ଟର ସ୍କେଲରେ ଭୁକମ୍ପର ତୀବ୍ରତା ୬.୬ ରହିଛି…
Read More » -
ଆମେରିକାରେ ଭୟଙ୍କର ହେଉଛି ଜଙ୍ଗଲ ନିଆଁ : ୧୦ଜଣଙ୍କ ମୃତ୍ୟୁ ସହ ୯ହଜାର ଘର ପାଉଁଶ
ଆମେରିକାର ହଲିଉଡ ସିଟି ରେ ନିଆଁ ଲାଗିଛି । ମଙ୍ଗଳବାର ଲସ୍ ଆଞ୍ଜେଲସରେ ପାଲିସାଡେସ୍ ରେ ଅଗ୍ନିକାଣ୍ଡ ଘଟିଥିଲା ଯାହ ବର୍ତ୍ତମାନ ପର୍ୟ୍ୟନ୍ତ ଆୟତ୍ତ ହୋଇପାରିନାହିଁ। ଏହି…
Read More » -
ପାକିସ୍ତାନରୁ ୧୬ ଜଣ ପରମାଣୁ ବୈଜ୍ଞାନିକଙ୍କୁ ଅପହରଣ କରି ଭିଡିଓ ଜାରି କରିଛି ଟିଟିପି
ପାକିସ୍ତାନରୁ ୧୬ ଜଣ ପରମାଣୁ ବୈଜ୍ଞାନିକଙ୍କୁ ଅପହରଣ କରାଯାଇଛି । ଆତଙ୍କୀ ସଂଗଠନ ତେହରିକ ଏ-ତାଲିବାନ ପାକିସ୍ତାନ ଏହି ଦାବି କରିଛି । ଅପହରଣ କରାଯାଇଥିବା ୧୬…
Read More » -
କାନାଡାରେ ଗିରଫ ହୋଇଥିବା ୪ଜଣ ଭାରତୀୟଙ୍କୁ ମିଳିଛି ଆଶ୍ୱସ୍ତି
ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାର ହତ୍ୟା ମାମଲାରେ କାନାଡାରେ ଗିରଫ ହୋଇଥିବା ୪ଜଣ ଭାରତୀୟଙ୍କୁ ମିଳିଛି ଆଶ୍ୱସ୍ତି। କାନାଡାର ଏକ କୋର୍ଟ ଏହି ୪ଜଣ ଭାରତୀୟଙ୍କୁ…
Read More » -
ଖୁବଶୀଘ୍ର ଇସ୍ତଫା ଦେଇପାରନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିସ ଟ୍ରୁଡୋ
କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିସ ଟ୍ରୁଡୋ ଖୁବଶୀଘ୍ର ଇସ୍ତଫା ଦେଇପାରନ୍ତି। ଏ ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ପ୍ରଧାନମନ୍ତ୍ରୀ ପଦ ସମେତ ଲିବେରାଲ ପାର୍ଟି ନେତା ପଦବୀରୁ…
Read More » -
ପୁଣି ଆଉ ଏକ ନୂଆ ଭୂତାଣୁ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି ଚିନ୍ ରେ।
ପୁଣି ଆଉ ଏକ ନୂଆ ଭୂତାଣୁ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି ଚିନ୍ ରେ। ଏହାର ନାମ ‘ହ୍ୟୁମାନ ମେଟାନ୍ୟୁମୋଭାଇରସ’ (ଏଚ୍ଏମ୍ପିଭି)। ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ହସ୍ପିଟାଲଗୁଡିକ…
Read More »