ବିଦେଶ
-
ଖାଇବର ପାଖ୍ଟନଖୱାଠାରେ ଆକ୍ରମଣ : ୧୬ ଯବାନଙ୍କର ମୃତ୍ୟୁ
ପାକିସ୍ତାନର ଖାଇବର ପାଖ୍ଟନଖୱାଠାରେ ଏକ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ୧୬ ଯବାନଙ୍କର ମୃତ୍ୟୁ ହୋଇଥିବାବେଳେ ୮ ଜଣ ଆହତ ହୋଇଥିବା କୁହାଯାଉଛି । ସୁରକ୍ଷା…
Read More » -
ଭାରତ ଉପରେ ପାରସ୍ପରିକ ଟିକସ ଲାଗୁ କରିବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକ
ଭାରତ ଉପରେ ପାରସ୍ପରିକ ଟିକସ ଲାଗୁ କରିବାକୁ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଧମକ ଦେଇଛନ୍ତି। ଆମେରିକୀୟ ଉତ୍ପାଦ ଉପରେ ଭାରତ ଯେତିକି ଟିକସ…
Read More » -
ଇଗୋରଙ୍କ ମୃତ୍ୟୁର ପ୍ରତିଶୋଧ ନିଆଯିବ ବୋଲି ସ୍ପଷ୍ଟ କରିଛି ଋଷ
ଋଷ-ୟୁକ୍ରେନ୍ ମଧ୍ୟରେ ଲମ୍ବା ସମୟ ହେବ ଚାଲିଥିବା ଯୁଦ୍ଧ ଏବେ ସାଂଘାତିକ୍ ମୋଡ ନେବାରେ ଲାଗିଛି। ମଙ୍ଗଳବାର ମସ୍କୋରେ ଆଣବିକ ସୁରକ୍ଷା ବାହିନୀର ତଦାରଖ କରୁଥିବା ଜଣେ…
Read More » -
ମସ୍କୋରେ ବଡ଼ ବିସ୍ଫୋରଣ : ଆଣବିକ, ଜୈବିକ ଏବଂ ରାସାୟନିକ ସୁରକ୍ଷା ବାହିନୀ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲଙ୍କ ମୃତ୍ୟୁ
ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ଏକ ବଡ଼ ଝଟ୍କା ଲାଗିଛି। ମଙ୍ଗଳବାର ରାଜଧାନୀ ମସ୍କୋରେ ଏକ ବଡ଼ ବିସ୍ଫୋରଣ ଘଟିଛି। ଏଥିରେ ରୁଷ୍ର ଆଣବିକ, ଜୈବିକ ଏବଂ…
Read More » -
ଏଚ୍-୪ ଭିସାଧାରୀଙ୍କୁ ନେଇ ଆମେରିକାର ବଡ଼ ଘୋଷଣା
ଆମେରିକାରେ କାମ କରିବାକୁ ଯାଉଥିବା ଅଧିକାଂଶ ଭାରତୀୟଙ୍କୁ ଏଚ୍-୧ବି ଭିସା ଦିଆଯାଏ, ଯାହା ମାଧ୍ୟମରେ ସେମାନେ ଆଇଟି ଏବଂ ଇଞ୍ଜିନିୟରିଂ ଭଳି କ୍ଷେତ୍ରରେ କାମ କରନ୍ତି। ଏଚ୍-୧ବି…
Read More » -
କାବୁଲରେ ଏକ ଆତ୍ମଘାତୀ ଆକ୍ରମଣ : ତାଲିବାନର ଶରଣାର୍ଥୀ ମନ୍ତ୍ରୀ ଖଲିଲ ତୁମର ରେହମାନ ହକ୍କାନି ମୃତ
ଆଫଗାନିସ୍ତାନର ରାଜଧାନୀ କାବୁଲରେ ବୁଧବାର ଏକ ଆତ୍ମଘାତୀ ଆକ୍ରମଣ ତାଲିବାନ ସରକାରଙ୍କୁ ଚକିତ କରିଛି। ଏହି ଆକ୍ରମଣରେ ତାଲିବାନର ଶରଣାର୍ଥୀ ମନ୍ତ୍ରୀ ଖଲିଲ ତୁମର ରେହମାନ ହକ୍କାନି…
Read More » -
ମହମ୍ମଦ ଅଲ ବଶିର ସିରିଆର ଅନ୍ତରୀଣ ପ୍ରଧାନମନ୍ତ୍ରୀ
ସିରିଆର ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେଲେ ମହମ୍ମଦ ଅଲ ବଶିର । ବଶାର ଅଲ-ଅସଦଙ୍କୁ କ୍ଷମତାଚ୍ୟୁତ କରୁଥିବା ବିଦ୍ରୋହୀ ଗୋଷ୍ଠୀକୁ ସାହାଯ୍ୟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା…
Read More » -
ଦମାସ୍କସ୍ରେ ଥିବା ଭାରତୀୟ ଦୂତାବାସ ଏବେ ବି ସକ୍ରିୟ: ସୁରକ୍ଷିତ ସମସ୍ତ ଭାରତୀୟଙ୍କ ସହ ଯୋଗାଯୋଗରେ
ସିରିଆରେ ବିଦ୍ରୋହୀ ସଂଗଠନ ରାଜଧାନୀ ଦାମାସ୍କସକୁ ନିଜ ନିୟନ୍ତ୍ରଣକୁ ନେଇଛି। ରାଷ୍ଟ୍ରପତି ବଶାର ଅଲ-ଅସଦଙ୍କ ସରକାରକୁ ଉଚ୍ଛେଦ କରିଛନ୍ତି ବିରୋଧୀ ଲଢୁଆ। ମସ୍କୋରେ ଆଶ୍ରୟ ନେଇଛନ୍ତି ରାଷ୍ଟ୍ରପତି…
Read More » -
ଡିସେମ୍ବର ୨୧ରେ ସାରା ଦୁନିଆରେ ‘ବିଶ୍ୱ ଧ୍ୟାନ ଦିବସ’ ପାଳନ କରାଯିବ
ଡିସେମ୍ବର ୨୧ରେ ସାରା ଦୁନିଆରେ ‘ବିଶ୍ୱ ଧ୍ୟାନ ଦିବସ’ ଭାବେ ପାଳନ କରାଯିବ । ମିଳିତ ଜାତିସଂଘ ମହାସଭାରେ ଭାରତ ଦ୍ୱାରା ସହ-ପ୍ରାୟୋଜିତ ଏକ ପ୍ରସ୍ତାବକୁ ସର୍ବସମ୍ମତି…
Read More » -
ସିରିୟା ରାଷ୍ଟ୍ରପତି ବଶର-ଅଲ-ଅସଦ ନିଖୋଜ ।
ସିରିୟା ରାଷ୍ଟ୍ରପତି ବଶର-ଅଲ-ଅସଦ ନିଖୋଜ ହୋଇଯାଇଛନ୍ତି। ରବିବାର ବିଦ୍ରୋହୀ ହାୟାତ ତାହରିର ଅଲ ସାମ୍ ସଂଗଠନ ରାଜଧାନୀ ଦାମାସ୍କସକୁ କବଜା କରିବା ପରେ ଅସଦ ଦେଶ ଛାଡ଼ି…
Read More »