ବିଦେଶ
-
ମେକ୍ସିକୋରେ ପୁଣି ଗୁଳିକାଣ୍ଡ, ମେୟରଙ୍କ ସମେତ ୧୨ ଜଣଙ୍କ ମୃତ୍ୟୁ
ମେକ୍ସିକୋ ସିଟି : ମେକ୍ସିକୋର ଗୁଆନାଜୁଏଟୋସ୍ଥିତ ଇରାପୁଟୋରେ ରବିବାର ପୁଣି ଗୁଳିକାଣ୍ଡ ଘଟିଛି। ଏଠାରେ ଥିବା ଏକ ବାରରେ ଜଣେ ସଶସ୍ତ୍ର ବ୍ୟକ୍ତି ଗୁଳି ଚଳାଇଥିଲେ। ଏହି…
Read More » -
ସ୍ପେନର ଦୈନିକ ଖବରକାଗଜରେ ଭାରତର ଅର୍ଥ ବ୍ୟବସ୍ଥାକୁ ନେଇ ଛପାଯାଇଥିବା କାର୍ଟୁନକୁ ନେଇ ଅସନ୍ତୋଷ
ନୂଆଦିଲ୍ଲୀ: ସ୍ପେନର ଦୈନିକ ଖବରକାଗଜ ‘ଲା ଭେନଗାର୍ଡିୟା’ରେ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ନେଇ ଏକ କାର୍ଟୁନ ଛପାଯାଇଛି । ଯାହାକୁ ନେଇ ଭାରତରେ ତୀବ୍ର ଅସନ୍ତୋଷ ବ୍ୟକ୍ତ…
Read More » -
୬ ମାସ ମହାକାଶ ଯାତ୍ରା କରି ଫେରିଲେ ସ୍ପେସ୍ ଏକ୍ସର ୪ ମହାକାଶଚାରୀ
ୱାଶିଂଟନ: ୬ ମାସର ସ୍ପେସ୍ ଷ୍ଟେସନ୍ ମିଶନ୍ ଶେଷ କରିବା ପରେ ପୃଥିବୀକୁ ଫେରିଲେ ଚାରିଜଣ ମହାକାଶଚାରୀ। ଶୁକ୍ରବାର ସ୍ପେସ୍ ଏକ୍ସ କ୍ୟାପସୁଲରେ ପୃଥିବୀକୁ ଫେରି ଫ୍ଲୋରିଡା…
Read More » -
ପାକିସ୍ତାନରେ ଏକ ହସ୍ପିଟାଲ୍ ଛାତ ଉପରୁ ମିଳିଲା ୫ଶହ ମୃତଦେହ
ପେଶାଓ୍ୱାର: ପାକିସ୍ତାନରେ ଏକ ହସ୍ପିଟାଲ୍ ଛାତ ଉପରୁ ମିଳିଛି ୫ ଶହ ଶବ। ଅନେକ ମୃତ ଶରୀରର ବିଭିନ୍ନ ଅଂଶ ଗାଏବ୍ ହୋଇଥିବା ଦେଖିବାକୁ ମିଳିଛି। କିଛି…
Read More » -
ଚାନ୍ସେଲର କ୍ୱାସି କ୍ୱାର୍ଟିଂଗଙ୍କୁ ବରଖାସ୍ତ କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍
ଲଣ୍ଡନ: ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍ ଚାନ୍ସେଲର (ଅର୍ଥମନ୍ତ୍ରୀ) କ୍ୱାସି କ୍ୱାର୍ଟିଂଗଙ୍କୁ ବରଖାସ୍ତ କରିଛନ୍ତି। ତାଙ୍କ ସ୍ଥାନରେ କଞ୍ଜରଭେଟିଭ ନେତୃତ୍ୱର ପୂର୍ବ ପ୍ରାର୍ଥୀ ଜେରେମୀ ହଣ୍ଟଙ୍କୁ ନୂଆ…
Read More » -
ପୁରୁଷ ଅଭିଭାବକ ବିନା ମହିଳାମାନେ ଏକୁଟିଆ ମଧ୍ୟ କରିପାରିବେ ହଜ ଯାତ୍ରା
ମକ୍କା: ସାଉଦି ଆରବ ସରକାରଙ୍କ ପକ୍ଷରୁ ଶୁକ୍ରବାର ଏକ ଐତିହାସିକ ନିଷ୍ପତି ନିଆଯାଇଛି । ଆଗକୁ ମହିଳାମାନେ ପୁରୁଷ ଅଭିଭାବକଙ୍କ ବିନା ହଜ ଯାତ୍ରାରେ ଯାଇପାରିବେ ।…
Read More » -
ଆଫ୍ରିକରେ ଭାରତୀୟ ଔଷଧ କମ୍ପାନୀଙ୍କ ଜ୍ୱର ଔଷଧ ମଧ୍ୟ ଟେଷ୍ଟରେ ଫେଲ, ଖାଇବା ପୂର୍ବରୁ ଦେଖି ନିଅନ୍ତୁ ନାମ
ନୂଆଦିଲ୍ଲୀ: ଭାରତୀୟ ଔଷଧ କମ୍ପାନୀଙ୍କ କଫ୍ ସିରପ୍ ସେବନ କରି ଆଫ୍ରିକୀୟ ଦେଶ ଗାମ୍ବିଆରେ ୬୬ଜଣ ପିଲାଙ୍କ ମୃତ୍ୟୁ ଅଭିଯୋଗ ମଧ୍ୟରେ ଦେଶରେ କେତେକ ଔଷଧ କମ୍ପାନୀଙ୍କ ଔଷଧ…
Read More » -
କେନିଆରେ ବାଲାଜୀ ଟେଲିଫିଲ୍ମସ୍ର ପୂର୍ବ ବରିଷ୍ଠ କାର୍ଯ୍ୟନିର୍ବାହୀ ଜୁଲଫିକର ଖାନ ନିଖୋଜ, ସରକାରଙ୍କୁ ସାହଯ୍ୟ ମାଗିଲେ ପରିବାର
ମୁମ୍ଵାଇ: ଷ୍ଟାର ଏବଂ ବାଲାଜୀର ପୂର୍ବତନ ବରିଷ୍ଠ କାର୍ଯ୍ୟନିର୍ବାହୀ ତଥା ଏଗଜ୍ୟୁକେଟିଭ୍ ଜୁଲଫିକର ଖାନ ୨୧ ଜୁଲାଇ ୨୦୨୨ରୁ କେନିଆରେ ନିଖୋଜ ହୋଇ ଯାଇଛନ୍ତି । ଇଣ୍ଡଷ୍ଟ୍ରିର ଭେଟେରାନ…
Read More » -
ନକଲି ଜନ୍ମ ତାରିଖ ଦେଇ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି କିଶୋର-କିଶୋରୀ
ଲଣ୍ଡନ୍: କିଶୋର କିଶୋରୀମାନଙ୍କୁ ସାମାଜିକ ଗଣମାଧ୍ୟମର ବିଭିନ୍ନ ପ୍ରକାର ଅନାବଶ୍ୟକ ସାଇଟ୍ ବ୍ୟବହାରରୁ ରୋକିବା ପାଇଁ ଯେତେ ପ୍ରକାର କଟକଣା ଲାଗୁ କରାଗଲେ ମଧ୍ୟ କୌଣସି ସୁଫଳ…
Read More » -
ଅବଦୁଲ ଲତିଫ ରଶିଦ୍ ହେଲେ ଇରାକର ନୂଆ ରାଷ୍ଟ୍ରପତି
ବାଗଦାଦ: ଇରାକର ନୂଆ ରାଷ୍ଟ୍ରପତି ହେଲା କୁର୍ଦିସ ନେତା ଅବଦୁଲ ଲତିଫ ରଶିଦ୍। ଗୁରୁବାର ଇରାକ ସଂସଦରେ ରଶିଦଙ୍କୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ବ୍ରିଟେନ୍ ଇଞ୍ଜିନୟରିଂ…
Read More »