ବିଦେଶ
-
ଚାନ୍ସେଲର କ୍ୱାସି କ୍ୱାର୍ଟିଂଗଙ୍କୁ ବରଖାସ୍ତ କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍
ଲଣ୍ଡନ: ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍ ଚାନ୍ସେଲର (ଅର୍ଥମନ୍ତ୍ରୀ) କ୍ୱାସି କ୍ୱାର୍ଟିଂଗଙ୍କୁ ବରଖାସ୍ତ କରିଛନ୍ତି। ତାଙ୍କ ସ୍ଥାନରେ କଞ୍ଜରଭେଟିଭ ନେତୃତ୍ୱର ପୂର୍ବ ପ୍ରାର୍ଥୀ ଜେରେମୀ ହଣ୍ଟଙ୍କୁ ନୂଆ…
Read More » -
ପୁରୁଷ ଅଭିଭାବକ ବିନା ମହିଳାମାନେ ଏକୁଟିଆ ମଧ୍ୟ କରିପାରିବେ ହଜ ଯାତ୍ରା
ମକ୍କା: ସାଉଦି ଆରବ ସରକାରଙ୍କ ପକ୍ଷରୁ ଶୁକ୍ରବାର ଏକ ଐତିହାସିକ ନିଷ୍ପତି ନିଆଯାଇଛି । ଆଗକୁ ମହିଳାମାନେ ପୁରୁଷ ଅଭିଭାବକଙ୍କ ବିନା ହଜ ଯାତ୍ରାରେ ଯାଇପାରିବେ ।…
Read More » -
ଆଫ୍ରିକରେ ଭାରତୀୟ ଔଷଧ କମ୍ପାନୀଙ୍କ ଜ୍ୱର ଔଷଧ ମଧ୍ୟ ଟେଷ୍ଟରେ ଫେଲ, ଖାଇବା ପୂର୍ବରୁ ଦେଖି ନିଅନ୍ତୁ ନାମ
ନୂଆଦିଲ୍ଲୀ: ଭାରତୀୟ ଔଷଧ କମ୍ପାନୀଙ୍କ କଫ୍ ସିରପ୍ ସେବନ କରି ଆଫ୍ରିକୀୟ ଦେଶ ଗାମ୍ବିଆରେ ୬୬ଜଣ ପିଲାଙ୍କ ମୃତ୍ୟୁ ଅଭିଯୋଗ ମଧ୍ୟରେ ଦେଶରେ କେତେକ ଔଷଧ କମ୍ପାନୀଙ୍କ ଔଷଧ…
Read More » -
କେନିଆରେ ବାଲାଜୀ ଟେଲିଫିଲ୍ମସ୍ର ପୂର୍ବ ବରିଷ୍ଠ କାର୍ଯ୍ୟନିର୍ବାହୀ ଜୁଲଫିକର ଖାନ ନିଖୋଜ, ସରକାରଙ୍କୁ ସାହଯ୍ୟ ମାଗିଲେ ପରିବାର
ମୁମ୍ଵାଇ: ଷ୍ଟାର ଏବଂ ବାଲାଜୀର ପୂର୍ବତନ ବରିଷ୍ଠ କାର୍ଯ୍ୟନିର୍ବାହୀ ତଥା ଏଗଜ୍ୟୁକେଟିଭ୍ ଜୁଲଫିକର ଖାନ ୨୧ ଜୁଲାଇ ୨୦୨୨ରୁ କେନିଆରେ ନିଖୋଜ ହୋଇ ଯାଇଛନ୍ତି । ଇଣ୍ଡଷ୍ଟ୍ରିର ଭେଟେରାନ…
Read More » -
ନକଲି ଜନ୍ମ ତାରିଖ ଦେଇ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି କିଶୋର-କିଶୋରୀ
ଲଣ୍ଡନ୍: କିଶୋର କିଶୋରୀମାନଙ୍କୁ ସାମାଜିକ ଗଣମାଧ୍ୟମର ବିଭିନ୍ନ ପ୍ରକାର ଅନାବଶ୍ୟକ ସାଇଟ୍ ବ୍ୟବହାରରୁ ରୋକିବା ପାଇଁ ଯେତେ ପ୍ରକାର କଟକଣା ଲାଗୁ କରାଗଲେ ମଧ୍ୟ କୌଣସି ସୁଫଳ…
Read More » -
ଅବଦୁଲ ଲତିଫ ରଶିଦ୍ ହେଲେ ଇରାକର ନୂଆ ରାଷ୍ଟ୍ରପତି
ବାଗଦାଦ: ଇରାକର ନୂଆ ରାଷ୍ଟ୍ରପତି ହେଲା କୁର୍ଦିସ ନେତା ଅବଦୁଲ ଲତିଫ ରଶିଦ୍। ଗୁରୁବାର ଇରାକ ସଂସଦରେ ରଶିଦଙ୍କୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ବ୍ରିଟେନ୍ ଇଞ୍ଜିନୟରିଂ…
Read More » -
ନଭେମ୍ବରରେ ଭାରତ ଆସିବେ ଆମେରିକା ଅର୍ଥ ସଚିବ ଜାନେଟ୍ ୟେଲେନ୍
ଓ୍ବାଶିଂଟନ: ଆମେରିକା ଅର୍ଥ ସଚିବ ଜାନେଟ୍ ୟେଲେନ୍ ନଭେମ୍ବର ମାସରେ ଭାରତ ଗସ୍ତରେ ଆସିବେ। ସେ ଆମେରିକା-ଭାରତ ଅର୍ଥନୀତି ଓ ଫାଇନାନ୍ସିଆଲ ସହଭାଗିତା ବୈଠକର ନବମ ସଂସ୍କରଣରେ…
Read More » -
ଗୁଗୁଲ୍ ଲଞ୍ଚ କଲା Passkeys
ସାନ ଫ୍ରାନ୍ସିସ୍କୋ: ୟୁଜର୍ସଙ୍କ ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷିତ ରଖିବା ପାଇଁ ସବୁବେଳେ କିଛି ନା କିଛି ନୂଆ ପ୍ରୟାସ କରିଥାଏ ଗୁଗୁଲ୍। ଏଥର ମଧ୍ୟ ଉନ୍ନତମାନର ସୁରକ୍ଷା…
Read More » -
ନ୍ୟୁଜିଲ୍ୟାଣ୍ଡର ୭୫ ପ୍ରତିଶତ ମାଛରେ ପ୍ରଚୁର ପରିମାଣର ମାଇକ୍ରୋପ୍ଲାଷ୍ଟିକ, ବିଲୁପ୍ତ ପଥେ ୯୦ ପ୍ରତିଶତ ସାମୁଦ୍ରିକ ପକ୍ଷୀ
ମେଲବର୍ଣ୍ଣ: ନ୍ୟୁଜିଲ୍ୟାଣ୍ଡର ଏକ ସରକାରୀ ରିପୋର୍ଟରେ ପ୍ରତି ୪ଟି ମାଛରୁ ୩ଟିରେ ପ୍ରଚୁର ପରିମାଣର ମାଇକ୍ରୋପ୍ଲାଷ୍ଟିକ ଥିବାର ପୁଷ୍ଟି କରିଛି। ସେହିପରି ଦେଶରେ ବହୁ ସଂଖ୍ୟାରେ ଦେଶୀ…
Read More » -
ସିରିଆ ସେନା ବସ୍ ଉପରେ ଆତଙ୍କବାଦୀ ଆକ୍ରମଣ: ୧୮ ଯବାନ ମୃତ, ୨୭ରୁ ଅଧିକ ଆହତ
ଡାମାସକସ: ଗୃହ ଯୁଦ୍ଧରେ ଛାରଖାର ହୋଇଯାଇଥିବା ସିରିଆ ଏବେ ଆତଙ୍କବାଦର ଭୟଙ୍କର ପରିଣାମ ଦେଖିଛି। ସିରିଆନ ଆର୍ମି ଉପରେ ଭୟଙ୍କର ଆକ୍ରମଣ କରିଛନ୍ତି ଆତଙ୍କବାଦୀ। ଏଥିରେ ୧୮…
Read More »