ବିଦେଶ
-
ଜାପାନ ଉପର ଦେଇ ମିଶାଇଲ ପରୀକ୍ଷଣ କଲା ଉତ୍ତର କୋରିଆ, ଭୟରେ ଲୋକେ
ଉତ୍ତର କୋରିଆର ଏକଛତ୍ର ଶାସକ କିମ ଜଙ୍ଗ ଉନ ପୁଣି ଥରେ ନିଜ ପଡୋଶୀଙ୍କ ଚିନ୍ତା ବଢାଇଛନ୍ତି । ରିପୋର୍ଟ ଅନୁସାରେ, ଉତ୍ତର କୋରିଆ ଏକ ଅଜ୍ଞାତ…
Read More » -
କାନ୍ଧରେ ଅକ୍ସିଜେନ୍ ଟ୍ୟାଙ୍କ୍ ଧରି ଲଣ୍ଡନ ମାରାଥନ୍ରେ ଦୌଡ଼ିଲେ ଡିଭେନ୍
ଲଣ୍ଡନ: ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ଜଣେ ଅସମ୍ଭବକୁ ସମ୍ଭବ କରିପାରିବେ । ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ ବି କିଛି ନିଆରା କାମ କରିପାରିବେ । ଲଣ୍ଡନର ଡିଭେନ୍…
Read More » -
କାବୁଲ୍ ସ୍କୁଲ୍ରେ ଆତ୍ମଘାତି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ଜାରି କଲା ଜାତିସଂଘ: ୪୬ ଛାତ୍ରୀ ଓ ମହିଳା ସହ ମୋଟ ୫୩ ଜଣଙ୍କ ମୃତ୍ୟୁ
କାବୁଲ: ଶୁକ୍ରବାର (ସେପ୍ଟେମ୍ବର ୩୦) କାବୁଲ ଏକ ସ୍କୁଲ୍ରେ ଘଟିଥିବା ଆତ୍ମଘାତି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ଜାରି କରିଛି ଜାତିସଂଘ। ଏହି ବିସ୍ଫୋରଣରେ ୪୬ ଛାତ୍ରୀଙ୍କ ସହିତ…
Read More » -
ମେଡିସିନ୍ରେ ସ୍ୱାଣ୍ଟେ ପାବୋଙ୍କୁ ନୋବେଲ ପୁରସ୍କାର
ହାଇଦ୍ରାବାଦ: ଚଳିତ ବର୍ଷ ମେଡିସିନ୍ ପାଇଁ ଘୋଷଣା ହୋଇଛି ନୋବେଲ ପୁରସ୍କାର । ସ୍ବିଡେନ୍ର ସ୍ବାଣ୍ଟେ ପାବୋ ପିଜିଓଲଜି ତଥା ମେଡିସିନ୍ରେ ନୋବେଲ୍ ପୁରସ୍କାରରେ ସମ୍ମାନିତ ହେବେ। ମାନବ…
Read More » -
ଭଗବତ୍ ଗୀତା ପାର୍କ ଭଙ୍ଗାରୁଜାକୁ ଘୃଣା ହିଂସା କହି ନିନ୍ଦାକଲା ଭାରତ
ନୂଆଦିଲ୍ଲୀ : କାନାଡାର ବ୍ରମ୍ପଟନ୍ ସ୍ଥିତ ଶ୍ରୀ ଭଗବତ୍ ଗୀତା ପାର୍କରେ ଦୁର୍ବୃତ୍ତମାନେ ଭଙ୍ଗାରୁଜା କରିଛନ୍ତି। ଏଭଳି ଘୃଣା ହିଂସାକୁ ଭାରତ ପକ୍ଷରୁ ନିନ୍ଦା କରାଯାଇଛି। କାନାଡା…
Read More » -
ମାନବ ସଦୃଶ ରୋବଟ ପ୍ରୋଟୋଟାଇପ୍ ପ୍ରଦର୍ଶନ କଲେ ଏଲନ୍ ମସ୍କ
ସାନ ଫ୍ରାନ୍ସିସ୍କୋ: ଏକ ମାନବ ସଦୃଶ ରୋବଟ ର ପ୍ରୋଟୋଟାଇପ୍ ପ୍ରଦର୍ଶନ କଲେ ଟେସଲା ଏବଂ ସ୍ପେସ୍ ଏକ୍ସ ସିଇଓ ଏଲୋନ୍ ମସ୍କ। ଏହା କମ୍ପାନୀର କୃତ୍ରିମ…
Read More » -
ଇରାନ ବିମାନରେ ବୋମା ଆତଙ୍କ: ମିଳିଲାନି ଦିଲ୍ଲୀରେ ଅବତରଣ ଅନୁମତି, ଆଲର୍ଟରେ ବାୟୁସେନା
ନୂଆଦିଲ୍ଲୀ: ଇରାନରୁ ଚୀନ୍ ଅଭିମୁଖେ ଉଡାଣ ଭରିଥିବା ଏକ ବିମାନରେ ବୋମା ଆତଙ୍କ । ଉକ୍ତ ବିମାନଟି ବର୍ତ୍ତମାନ ଭାରତୀୟ ବାୟୁସୀମାରେ ଉଡୁଥିବାବେଳେ, ପାଇଲଟ ଓ କ୍ର୍ୟୁ ସଦସ୍ୟଙ୍କୁ…
Read More » -
ଯୁଦ୍ଧ ବିରାମ ପାଇଁ ରୁଷ ଏବଂ ୟୁକ୍ରେନକୁ ଅପିଲ କଲେ ପୋପ ଫ୍ରାନସିସ୍
ଫେବ୍ରୁଆରୀ ୨୪ରେ ୟୁକ୍ରେନ ଉପରେ ଯୁଦ୍ଧ ଘୋଷଣା କରିଥିଲା ରୁଷ । ହେଲେ ଏବେ ଏହି ଯୁଦ୍ଧ ଶେଷ ହେବାର ନାଁ ଧରୁ ନାହିଁ । ୟୁକ୍ରେନର…
Read More » -
ଲାଇମେନ ସହରରୁ ପଛକୁ ହଟିଲା ଋଷ ସେନା
କ୍ବିଭ: ୟୁକ୍ରେନ ସେନାବାହିନୀର ଜୋରଦାର ଆକ୍ରମଣ ପରେ ଋଷ ସେନା ଲାଇମେନ ଅଞ୍ଚଳରୁ ଛତ୍ରଭଙ୍ଗ ଦେଇଛି । ଲାଇମେନ ସହରରୁ ପଛକୁ ହଟିଯାଇଛନ୍ତି ଋଷ ସେନା ।…
Read More » -
ଫ୍ଲୋରିଡାରେ ବାତ୍ୟା ଇୟାନର ତାଣ୍ଡବ: ୪୭ ମୃତ
ଫ୍ଲୋରିଡା: ଆମେରିକାର ଫ୍ଲୋରିଡାରେ ବାତ୍ୟା ଇୟାନର ତାଣ୍ଡବ ଯୋଗୁଁ ବଡ଼ କ୍ଷତି ହୋଇଛି । ବର୍ତ୍ତମାନ ସୁଦ୍ଧା ଫ୍ଲୋରିଡାରେ ବାତ୍ୟା ଯୋଗୁଁ ୪୭ ଜଣଙ୍କ ମୃତ୍ୟୁ ହୋଇଛି…
Read More »