ବିଦେଶ
-
ରକ୍ତ ପରୀକ୍ଷାରୁ ଜାଣି ହେବ କାହାକୁ ଅଧିକ ସମୟ ସଂକ୍ରମଣ କରିବ କୋଭିଡ
ନୂଆଦିଲ୍ଲୀ: ମହାମାରୀ କୋରୋନା ସମଗ୍ର ବିଶ୍ବର ସ୍ବାସ୍ଥ୍ୟ କ୍ଷେତ୍ରରେ ପ୍ରଭାବ ପକାଇଥିବା ସମୟରେ ଆସିଛି ଖୁସି ଖବର । ଅନୁସନ୍ଧାନକାରୀମାନେ ଏପରି ଏକ ଚିକିତ୍ସା ପ୍ରଣାଳୀ ପ୍ରସ୍ତୁତ କରିଛନ୍ତି,…
Read More » -
ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ଶ୍ରୀଲଙ୍କାର ସମର୍ଥନ
କଲମ୍ବୋ: ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏସ୍ସି)ରେ ଭାରତ ଏବଂ ଜାପାନର ସ୍ଥାୟୀ ସଦସ୍ୟତାକୁ ଶ୍ରୀଲଙ୍କା ସମର୍ଥନ କରିବ ବୋଲି ଏହାର ରାଷ୍ଟ୍ରପତି ରାନିଲ ଓ୍ବିକ୍ରମସିଙ୍ଘେ ମଙ୍ଗଳବାର କହିଛନ୍ତି।…
Read More » -
ବ୍ରିଟେନ୍ରେ କିଙ୍ଗ୍ ଚାର୍ଲସ୍ଙ୍କ ନୂଆ ମନୋଗ୍ରାମ ଜାରି
ଲଣ୍ଡନ: ବ୍ରିଟେନ୍ରେ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଶାସନର ଅନ୍ତ ଘଟି ଚାର୍ଲସ୍ ତୃତୀୟଙ୍କ ରାଜୁତି ଆରମ୍ଭ ହୋଇଛି। ରାଜା ଚାର୍ଲସ୍ଙ୍କ ନୂଆ ମନୋଗ୍ରାମ ଅନାବରଣ କରାଯାଇଛି। ମଙ୍ଗଳବାର…
Read More » -
ଚୀନରେ ଜଳିଗଲା ରେସ୍ତୋରାଁ: ପୋଡ଼ି ହୋଇ ଚାଲିଗଲା ୧୭ ଜଣଙ୍କ ଜୀବନ, ୩ ଆହତ
ବେଜିଂ: ହୁ ହୁ ହୋଇ ଜଳିଲା ରେସ୍ତୋରାଁ। ପୋଡ଼ି ହୋଇ ଚାଲିଗଲା ୧୭ ଜଣଙ୍କର ଜୀବନ। ଏହି ଦୁଃଖଦ ଘଟଣାରେ ୩ ଆହତ ମଧ୍ୟ ହୋଇଛନ୍ତି। ଆହତମାନଙ୍କୁ…
Read More » -
ଷ୍ଟେଜରେ ଚୁଟି କାଟି ହିଜାବ ଆନ୍ଦୋଳନକୁ ସମର୍ଥନ ଜଣାଇଲେ ଟର୍କୀଶ ଗାୟିକା ମେଲେକ
ତେହେରାନ: ଇରାନରେ ହିଜାବକୁ ବିରୋଧ କରି ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ଏହାକୁ ସମର୍ଥନ କରୁଥିବା ମହିଳାମାନଙ୍କୁ ଇରାନ ସରକାର ଗୁଳି କରି ମାରିବା ଘଟଣା…
Read More » -
କ୍ୟୁବାରେ ତାଣ୍ଡବ ରଚିବା ପରେ ଫ୍ଲୋରିଡା ମୁହାଁ ସାମୁଦ୍ରିକ ଝଡ ‘ଇୟାନ’
ଫ୍ଲୋରିଡା: କ୍ୟାରବିୟାନ ସମୁଦ୍ରରେ ସୃଷ୍ଟି ହୋଇଥିବା ଭୟଙ୍କର ସାମୁଦ୍ରିକ ଝଡ ଇୟାନ କ୍ୟୁବାରେ ତାଣ୍ଡବ ରଚିବା ପରେ ଏବେ ଫ୍ଲୋରିଡା ଆଡେ ମାଡି ଚାଲିଛି । କ୍ୟୁବାରେ…
Read More » -
ଗୁଇନ୍ଦାଗିରି ଅଭିଯୋଗରେ ଜାପାନର କୂଟନୀତିଜ୍ଞଙ୍କୁ ଗିରଫ କଲା ରୁଷ
ବହୁ ସମ୍ୱେଦନଶୀଳ ତଥ୍ୟ ହାସଲ କରିବା ଅଭିଯୋଗରେ ଜଣେ ଜାପାନୀ କୂଟନୀତିଜ୍ଞଙ୍କ ନିଜ ହେପାଜକୁ ନେଇଛି ରୁଷ । ଅନ୍ୟପଟେ ଜାପାନ ଗୁଇନ୍ଦାଗିରି ଅଭିଯୋଗକୁ ଖାରଜ କରିଛି…
Read More » -
ଭାରତରୁ ୨୪୦ ଶିଖ ସମ୍ପ୍ରଦାୟର ତୀର୍ଥଯାତ୍ରୀ ଯିବେ ପାକିସ୍ତାନ
ନୂଆଦିଲ୍ଲୀ : ଅକ୍ଟୋବର ୨୮ରେ ଭାରତରୁ ୨୪୦ ଶିଖ ସମ୍ପ୍ରଦାୟର ତୀର୍ଥଯାତ୍ରୀ ପାକିସ୍ତାନ ଯାତ୍ରା କରିବେ। ସମସ୍ତେ ଗୁରୁଦ୍ୱାର ପଞ୍ଜା ସାହିବରେ ସାକା ପଞ୍ଜା ସାହିବ ଶତବାର୍ଷିକୀ…
Read More » -
ଏସସିଓରୁ ଫେରିବା ପରେ ପ୍ରଥମ ଥର ନଜର ଆସିଲେ ଚୀନ ରାଷ୍ଟ୍ରପତି, ଗୃହବନ୍ଦୀ ଖବର ଥିଲା ଗୁଜବ
ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏସସିଓ ସମ୍ମିଳନୀରୁ ଫେରିବା ପରେ ମଙ୍ଗଳବାର ପ୍ରଥମ ଥର ପାଇଁ ସାର୍ବଜନୀନ ସ୍ଥାନରେ ନଜର ଆସିଛନ୍ତି । ଚୀନର ସରକାରୀ ଟିଭି…
Read More » -
ବୁଧବାର ସକାଳେ ଭିଏତନାମରେ ସ୍ଥଳଭାଗ ଛୁଇଁବ ବାତ୍ୟା ନୋରୁ: ୧୮୦ କିମି ବେଗରେ ବହିବ ପବନ
ହନୋଇ: ଭୟଙ୍କର ରୂପ ଧରି ସ୍ଥଳଭାଗ ଆଡକୁ ମାଡି ଆସୁଛି ସାମୁଦ୍ରିକ ଘୂର୍ଣ୍ଣିଝଡ ନୋରୁ। ସ୍ଥିତିର ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ସ୍ଥାନାନ୍ତର ଜାରି ରହିଛି। ପରିସ୍ଥିତିକୁ ଦୃଷ୍ଟିରେ…
Read More »