୬୮ ତମ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର: ଅଜୟ ଦେବଗନ, ସୂର୍ଯ୍ୟାଙ୍କୁ ବେଷ୍ଟ ଆକ୍ଟର ଆୱାର୍ଡ

ନୂଆଦିଲ୍ଲୀ: ୬୮ ତମ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ଘୋଷଣା ହୋଇଛି । ପୁରସ୍କାର ୫ଟି ଶ୍ରେଣୀରେ ଦିଆଯାଉଛି । ଏହି ପୁରସ୍କାର ୨୦୨୦ ବର୍ଷ ପାଇଁ ଦିଆଯାଉଛି । ଚଳିତ ବର୍ଷ ଫିଚର ଫିଲ୍ମ ଶ୍ରେଣୀରେ ୩୦୫ଟି ଫିଲ୍ମକୁ ନାମାଙ୍କନ ମିଳିଛି ।

ବେଷ୍ଟ ଆକ୍ଟର- ଅଜୟ ଦେବଗନ(ତାନାଜୀ: ଦ ଅନସଙ୍ଗ ୱାରିୟର), ସୂର୍ଯ୍ୟା(ସୋରାରଇ ପୋଟରୁ)
ବେଷ୍ଟ ହିନ୍ଦୀ ଫିଲ୍ମ -(ତୁଳସୀଦାସ ଜୁନିୟର(ଆଶୁତୋଷ ଗୋୱାରିକର)
ବେଷ୍ଟ ପପୁଲାର ଫିଲ୍ମ- ତାନାଜୀ: ଦ ଅନସଙ୍ଗ ୱାରିୟର
ବେଷ୍ଟ ଫିଚର ଫିଲ୍ମ- ସୋରାରଇ ପୋଟରୁ(ତାମିଲ)
ବେଷ୍ଟ ଡାଇରେକ୍ଟର- କେଆର୍ ସଚ୍ଚିଦାନନ୍ଦନ(ମଲୟାଲମ ଫିଲ୍ମ ଏକେ ଅୟ୍‌ୟପ୍ପନମ କୋଶିୟୁମ ପାଇଁ)
ବେଷ୍ଟ ଆକ୍ଟ୍ରେସ-ଅପର୍ଣ୍ଣା ବାଲମୁରଲୀ (ସୋରାରଇ ପୋଟରୁ)
ବେଷ୍ଟ ଗୀତିକାର- ମନୋଜ ମୁନ୍ତଶିର(ସାୟନା)
ବେଷ୍ଟ ବୁକ ଅନ୍ ସିନେମା – ଦ ଲଙ୍ଗେଷ୍ଟ କିସ – କିଶ୍ୱର ଦେଶାଇ ଏହାର ଲେଖକ
ବେଷ୍ଟ ନ୍ୟାଶନାଲ ଭଏସ ଓଭର ଆୱାର୍ଡ- ଶୋଭା ଥରୁର ଶ୍ରୀନିବାସନ – ଫିଲ୍ମ ରେପ୍ସୋଡି ଅଫ୍ ରେନ-ମନସୁନ ଅଫ୍ କେରଳ’
ବେଷ୍ଟ ମ୍ୟୁଜିକ ଡିରେକ୍‌ଶନ- ବିଶାଲ ଭରଦ୍ୱାଜ ( ୧୨୩୨ କିଲୋମିଟର)
ବେଷ୍ଟ ଫିଲ୍ମ ଅନ୍ ଫ୍ୟାମିଲି ଭାଲ୍ୟୁଜ – ଅଭିଜିତ ଦଲଭି
ମୋଷ୍ଟ ଫିଲ୍ମ ଫ୍ରେଣ୍ଡଲି ସେଟ – ମଧ୍ୟ ପ୍ରଦେଶ
ମୋଷ୍ଟ ଫିଲ୍ମ ଫ୍ରେଣ୍ଡଲି(ବିଶେଷ ଉଲ୍ଲେଖ) – ଉତ୍ତରାଖଣ୍ଡ ଓ ଉତ୍ତର ପ୍ରଦେଶ
ବେଷ୍ଟ ଫିଲ୍ମ ଅନ୍ ସୋସିଆଲ ଇସ୍ୟୁ – ଜଷ୍ଟିସ ଡିଲେଡ ବଟ ଡିଲିଭର୍ଡ ଓ ଥ୍ରୀ ସିଷ୍ଟର୍ସକୁ ମିଳିତ ଭାବେ ଦିଆଯାଇଛି ।

Related Articles

Back to top button