କରୋନା ପଜିଟିଭ୍ ହେଲେ ଅଭିନେତା ଅକ୍ଷୟ କୁମାର

ଆଜି ଅକ୍ଷୟ କୁମାରଙ୍କ ଫିଲ୍ମ ‘ସରଫିରା’ ରିଲିଜ ହୋଇଥିବା ବେଳେ ଅକ୍ଷୟ କୁମାରଙ୍କୁ ନେଇ ଆସିଛି ଦୁଃଖଦ ଖବର । ଖିଲାଡି ଷ୍ଟାର କରୋନା ପଜିଟିଭ୍ ହୋଇଥିବା ସୂଚନା ମିଳିଛି । ଦୁଇଦିନ ହେବ ସେ ଅସୁସ୍ଥ ଥିଲେ, ଆଜି କୋଭିଡ୍ ଟେଷ୍ଟ କରିବା ପରେ ସେ କରୋନା ପଜିଟିଭ୍ ଥିବା ଜଣାପଡିଛି । ଏହି ରିପୋର୍ଟ ଆସିବା ପରେ ଅକ୍ଷୟ କୁମାର ନିଜକୁ କ୍ୱାରେଣ୍ଟାଇନ କରିନେଇଛନ୍ତି ।

Related Articles

Back to top button