ତେଲୁଗୁ ଫିଲ୍ମ ‘ଅନ୍ତର୍ଯ୍ୟାମୀ’ରେ ଅଭିନୟ କରିବେ ବାବୁଶାନ

ଏହି ଚଳଚ୍ଚିତ୍ରର ନିର୍ମାତା ଅମ୍ରିତ୍ ନିଶାଦ ଥିବା ବେଳେ ସହ-ନିର୍ମାତା ହେଉଛନ୍ତି ଇ ରାମା ରାଓ। ଫିଲ୍ମର ନିର୍ଦ୍ଦେଶକ ଶିବା ସତ୍ୟମ ଥିବା ବେଳେ ବେଳେ ସଙ୍ଗୀତ ନିର୍ଦ୍ଦେଶକ ରହିଛନ୍ତି ଜି.ଜେ କାର୍ତ୍ତିକେୟାନ।

ତେବେ ଆମେ ଯଦି ପୋଷ୍ଚରକୁ ଲକ୍ଷ୍ୟ କରିବା ଗୋଟିଏ ଆକ୍ସସ ଫିଗରରେ ଆସିବାକୁ ଯାଉଛନ୍ତି ବାବୁଶାନ । ଫିଲ୍ମର ପୋଷ୍ଟର ଉପରେ ନଜର ପକାଇଲେ ଦେଖିପାରୁଥିବେ ହାତକଡିରେ ବନ୍ଧାଯାଇଛି ତାଙ୍କ ହାତ। ଏହା ଏକ ଆକ୍ସନ ମୁଭି ହେବ, ଯେଉଁଥିରେ ବାବୁଶାନ ସିରିଅସ ଲୁକରେ ଆସିବେ। ତେବେ ଅପେକ୍ଷା ରହିଲା ବାବୁଶାନଙ୍କ ଫ୍ୟାନ୍ସଙ୍କ ତରଫରୁ ତାଙ୍କର ଫିଲ୍ମ ଅନ୍ତର୍ଯ୍ୟାମୀକୁ ନେଇ।

ଏହି ଚଳଚ୍ଚିତ୍ରର ନିର୍ମାତା ଅମ୍ରିତ୍ ନିଶାଦ ଥିବା ବେଳେ ସହ-ନିର୍ମାତା ହେଉଛନ୍ତି ଇ ରାମା ରାଓ । ଫିଲ୍ମର ନିର୍ଦ୍ଦେଶକ ଶିବା ସତ୍ୟମ ଥିବା ବେଳେ ବେଳେ ସଙ୍ଗୀତ ନିର୍ଦ୍ଦେଶକ ରହିଛନ୍ତି ଜି.ଜେ କାର୍ତ୍ତିକେୟାନ ।

ତେବେ ଆମେ ଯଦି ପୋଷ୍ଚରକୁ ଲକ୍ଷ୍ୟ କରିବା ଗୋଟିଏ ଆକ୍ସସ ଫିଗରରେ ଆସିବାକୁ ଯାଉଛନ୍ତି ବାବୁଶାନ । ଫିଲ୍ମର ପୋଷ୍ଟର ଉପରେ ନଜର ପକାଇଲେ ଦେଖିପାରୁଥିବେ ହାତକଡିରେ ବନ୍ଧାଯାଇଛି ତାଙ୍କ ହାତ । ଏହା ଏକ ଆକ୍ସନ ମୁଭି ହେବ, ଯେଉଁଥିରେ ବାବୁଶାନ ସିରିଅସ ଲୁକରେ ଆସିବେ । ତେବେ ଅପେକ୍ଷା ରହିଲା ବାବୁଶାନଙ୍କ ଫ୍ୟାନ୍ସଙ୍କ ତରଫରୁ ତାଙ୍କର ଫିଲ୍ମ ଅନ୍ତର୍ଯ୍ୟାମୀକୁ ନେଇ ।

Related Articles

Back to top button