ପପୁ ପମ୍‌ପମଙ୍କୁ କାଷ୍ଟିଂ କାଉଚ ମାମଲାରେ କ୍ଲିନଚିଟ

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟ ଅଭିନେତା ପପୁ ପମ୍‌ପମଙ୍କୁ କାଷ୍ଟିଂ କାଉଚ ମାମଲାରେ କ୍ଲିନଚିଟ ପ୍ରଦାନ କରିଛନ୍ତି। । ୨୦୧୬ରେ ଜଣେ ନାବାଳିକା ପପୁଙ୍କ ନାଁରେ କାଷ୍ଟିଂ କାଉଚ ଅଭିଯୋଗ କରିଥିଲେ। ପପୁଙ୍କ ସହଯୋଗୀ ଗିଟୁ ମଧ୍ୟ ନିର୍ଦ୍ଦେଷ ପ୍ରମାଣିତ ହୋଇଛନ୍ତି। ତେବେ କ୍ୟାରିୟରେ ପିକ୍‌ରେ ଥିଲା ବେଳେ ପପୁଙ୍କ ନାମରେ ଏଭଳି ସଙ୍ଗୀନ ଅଭିଯୋଗ ଆସିଥିଲା। ପରେ ତାଙ୍କୁ ପୁରୀର ଆପାର୍ଟମେଣ୍ଟରୁ ଗିରଫ କରାଯାଇଥିଲା। ଅଗଷ୍ଟ ୧୦ରୁ ସେ ବେଲ୍‌ରେ ଥିଲେ।

Related Articles

Back to top button