ପରଲୋକରେ ପ୍ରସିଦ୍ଧ କନ୍ନଡ଼ ଗାୟକ ଶିବାମୋଗା ସୁବାବ୍ନା

ପ୍ରସିଦ୍ଧ କନ୍ନଡ ଗାୟକ ଶିବମୋଗା ସୁବବ୍ନାଙ୍କର ହୃଦଘାତରେ ପରଲୋକ ହୋଇଯାଇଛି। ଗୁରୁବାର ରାତିରେ ଏକ ଘରୋଇ ଡାକ୍ତରଖାନାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ସୁବବ୍ନା ହେଉଛନ୍ତି କନ୍ନଡ ଭାଷାର ପ୍ରଥମ ଗାୟକ, ଯିଏ ପ୍ଲେବ୍ୟାକ୍‌ ଗୀତ ପାଇଁ ୧୯୭୮ରେ ଜାତୀୟ ପୁରସ୍କାର ପାଇଥିଲେ ।

Related Articles

Back to top button