ବିୟୁଟି ଟିପ୍ସ: ରାତି ଶୋଇବା ପୂର୍ବରୁ କରନ୍ତୁ ଏହି ୭ଟି ଉପାୟ

ଆଜି ଆମେ ଆଲୋଚନା କରିବା ୭ଟି ବିୟୁଟି ଟିପ୍ସ ଯେଉଁଟା ଆମେ ରାତିରେ ନିଶ୍ଚିତ କରିକି ଶୋଇବା କଥା । ହେଲେ ଆମେ ସୁନ୍ଦର ରହିବା ସହିତ ସୁସ୍ଥ ମଧ୍ୟ ରହିବା । ତ ଆସନ୍ତୁ ଜାଣିବା ସେଇ ୭ଟି ବିୟୁଟି ଟିପ୍ସ।

୧. ପ୍ରଥମ ଜିନିଷ ହୋଉଛି ଝିଅ ମାନଙ୍କୁ ମେକଅପ୍ ହେବା ବହୁତ ଭଲ ଲାଗିଥାଏ । ଯଦି ଆପଣ ମେକଅପ୍ ହେଉଛନ୍ତି ତାହେଲେ ରାତି ଶୋଇବା ପୂର୍ବରୁ ସବୁବେଳେ ମେକଅପ୍ ଧୋଇଦେବେ ନହେଲେ ମେକଅପ୍ ରିମୋଭରରେ ମେକଅପ୍ ପୋଛିଦେବେ । ମେକଅପ୍ ପୋଛିଲେ ଅପଣଙ୍କର ତ୍ୱଚାର ସୁନ୍ଦରତା ବଢ଼ିଥାଏ ଏବଂ ଆପଣଙ୍କ ମୁହଁରେ ଯଦି ପିମ୍ପଲସ,୍ ଡାର୍କସରକଲସ୍ ଏଇଗୁଡ଼ା ହେଉଛି ତାହେଲେ ସେଗୁଡ଼ା ମଧ୍ୟ ବନ୍ଦ ହୋଇଯାଇଥାଏ । ସେଥିପାଇଁକି ରାତି ଶୋଇବା ପୂର୍ବରୁ ସବୁବେଳେ ଭଲସେ ମେକଅପ୍ ଛଡ଼େଇକି ଶୋଇବେ ।

୨. ଦ୍ୱିତୀୟ ଜିନିଷ ହୋଉଛି ମେକଅପ୍ ଛଡ଼େଇଲା ପରେ ଆପଣ ମୁହଁରେ ମୋଏଶ୍ଚୋରାଇଜର୍ ନହେଲେ ଆପଣ ପେଟ୍ରୋଲିୟମ ଜେଲ୍ଲି ମାରିପାରିବେ । ଏହା ମାରିଲେ ଆପଣଙ୍କର ମେକଅପ୍ ରିମୋଭରରେ ଯୋଉ ମେକଅପ୍ ଛଡ଼େଇଥିବେ ଜଦି ଅପଣଙ୍କ ମୁହଁ ଶୁଖା ଲାଗୁଥିବ ତାହେଲେ ଅପଣଙ୍କ ମୁହଁରେ ଯୋଉଁ ମୋଏଶ୍ଚୋରାଇଜିଙ୍ଗ ଇଫେକ୍ଟ ଟା ସେଇଟା ଆସିଥାଏ ଏବଂ ଆପଣ ସୁନ୍ଦର ଦେଖାଯାଇଥାନ୍ତି ତା ସହିତ ଓଠରେ ସବୁବେଳେ ପେଟ୍ରୋଲିୟମ ଜେଲ୍ଲି ମାରିକି ରଖିବେ ହେଲେ ଆପଣଙ୍କ ଓଠ ଶୁଖିନଥାଏ ଏବଂ ଆପଣ ସୁନ୍ଦର ଦେଖାଯାଇଥାନ୍ତି ।

Related Articles

Back to top button