ପୂର୍ବତନ ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା

ଅଗ୍ନିବୀରଙ୍କ ପାଇଁ କେନ୍ଦ୍ର ସରକାର କଲେ ବଡ଼ ଘୋଷଣା । ଏହି ଯୋଜନାକୁ ନେଇ ବିରୋଧୀ ଆରମ୍ଭରୁ ସରକାର ଉପରେ ଆକ୍ରମଣ କରିଆସୁଥିଲେ । ହେଲେ ଏହି ଯୋଜନାରେ ବର୍ତ୍ତମାନ ଏକ ବଡ଼ ପରିବର୍ତ୍ତନ କରାଯାଇଛି । ଏଣିକ CISF, BSF ଏବଂ RPF କନେଷ୍ଟବଳ ପୋଷ୍ଟ ପାଇଁ ପୂର୍ବତନ ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିବ । ସେହିପରି ବୟସସୀମା ଓ ଶାରୀରିକ ପରୀକ୍ଷାରେ ମଧ୍ୟ ପୂର୍ବତନ ଅଗ୍ନିବୀର ଯବାନଙ୍କ ପାଇଁ କୋହଳ ବ୍ୟବସ୍ଥା ରହିବ ।

Related Articles

Back to top button