ପ୍ରଶାନ୍ତୀ ଏକ୍ସପ୍ରେସ୍ ଟେନ ବଗିରୁ ଶିଶୁପୁତ୍ର ଉଦ୍ଧାର

ଭୁବନେଶ୍ୱର : ପ୍ରଶାନ୍ତୀ ଏକ୍ସପ୍ରେସ୍ ର ଏକ ବଗିରେ ଥିବା ଡଷ୍ଟବିନ୍ ରୁ ଏହି ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି । ଶିଶୁଟିର ମାତା ପିତା ବିଷୟରେ କୌଣସି ସୂଚନା ମିଳିନାହିଁ । ଖୋର୍ଦ୍ଧା ନିକଟରୁ ଏହି ନବଜାତ ଶିଶୁ ଉଦ୍ଧାର ହୋଇଛି ।

ଟେନ ବଗିରୁ ଏହି ଶିଶୁପୁତ୍ର ଉଦ୍ଧାର ହୋଇଥିବା ସୂଚନା ମିଳିଛି ।  ଟ୍ରେନ ମଧ୍ୟରେ ଶିଶୁଟିକୁ ଦେଖିବା ପରେ ଚଇଲ୍ଡଲାଇନ୍ କୁ ଖବର ଦିଆଯାଇଥିଲା । ଚାଇଲ୍ଡଲାଇନ୍ ସଦସ୍ୟ ପହଞ୍ଚି ନବଜାତ ଶିଶୁପୁତ୍ରଟିକୁ ଉଦ୍ଧାର କରିଥିଲେ । କିଏ ଓ କାହିଁକି ଶିଶୁପୁତ୍ରକୁ ଟ୍ରେନ ରେ ଛାଡିକି ଯାଇଛି ତାହାର ସେନେଇ କୌଣସି ଖବର ମିଳିନାହିଁ ।

Related Articles

Back to top button