ଅକ୍ଟୋବର ୮ରେ ଏୟାର ଫୋର୍ସ ଡେ: ୮୦ ବାୟୁସେନା ବିମାନ କରିବେ ଚିତାକର୍ଷକ ପ୍ରଦର୍ଶନ

ନୂଆଦିଲ୍ଲୀ : ଅକ୍ଟୋବର ୮ରେ ଏୟାର ଫୋର୍ସ ଡେରେ ବାୟୁସେନା ପକ୍ଷରୁ ସ୍ବତନ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ ୮୦ ବିମାନ ଦ୍ୱାରା ଚିତାକର୍ଷକ ପ୍ରଦର୍ଶନ କରାଯିବ। ଏୟାର ଫୋର୍ସର ୯୦ତମ ବାର୍ଷିକୀ ପାଳନ ଅବସରରେ ଚଣ୍ଡିଗଡ଼ର ସୁଖନା ଲେକ୍‌ ଉପରେ ଏହି ପ୍ରଦର୍ଶନ କରାଯିବ।

ଏଥିରେ ରାଫାଲ, ସୁଖୋଇ-୩୦ ଏବଂ ମିରାଜ-୨୦୦୦ ଆଦି ଯୋଗଦେବେ ବୋଲି ବାୟୁସେନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Related Articles

Back to top button