
ଆଗ୍ରା ନିକଟରେ ଖସିପଡ଼ିଥିଲା ମିଗ-୨୯ ବିମାନ।
ଉତ୍ତରପ୍ରଦେଶର ଆଗ୍ରାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଆଗ୍ରା ନିକଟରେ ଖସିପଡ଼ିଥିଲା ମିଗ-୨୯ ବିମାନ। ମିଗ-୨୯ରେ ଥିବା ପାଇଲଟ ପାରାଚ୍ୟୁଟ ଯୋଗେ ବର୍ତ୍ତି ଯାଇଥିବା ଜଣାପଡ଼ିଛି। ପଞ୍ଜାବ-ଆଦମପୁରରୁ ଆଗ୍ରା ଯାଉଥିଲା ଏହି ଫାଇଟର ଜେଟ। ବିମାନରେ ପାଇଲଟଙ୍କ ସମେତ ୨ଜଣ ଉପସ୍ଥିତ ଥିଲେ।