ଟାଟା ଆଇପିଏଲ୍ ୨୦୨୩ ପ୍ଲେ ଅଫ୍ ଏବଂ ଫାଇନାଲ୍ କାର୍ଯ୍ୟସୂଚୀ ଘୋଷଣା କଲା ବିସିସିଆଇ

ନୂଆଦିଲ୍ଲୀ: ଟାଟା ଆଇପିଏଲ୍ ୨୦୨୩ ପ୍ଲେ ଅଫ୍ ଏବଂ ଫାଇନାଲ କାର୍ଯ୍ୟସୂଚୀ ଘୋଷଣା କରିଛି ବିସିସିଆଇ । ଚେନ୍ନାଇ ଏବଂ ଅହମ୍ମଦାବାଦରେ ୨୩ ମେ’ରୁ ୨୮ ମେ ପର୍ଯ୍ୟନ୍ତ ପ୍ଲେ ଅଫ୍ ଏବଂ ଫାଇନାଲ୍ ଖେଳାଯିବ ।

କ୍ୱାଲିଫାୟର୍‌-୧ ମେ ୨୩ ରେ ଏମ.ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଏବଂ ୨୪ ମେ’ରେ ଏଲିମିନେଟର ଅନୁଷ୍ଠିତ ହେବ ।

ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଯଥାକ୍ରମେ ୨୬ ଓ ୨୮ ମେ’ରେ କ୍ୱାଲିଫାୟର-୨ ଏବଂ ଟାଟା ଆଇପିଏଲ ଫାଇନାଲ ଆୟୋଜନ ହେବ ।

Related Articles

Back to top button