ବାହାନଗା ଷ୍ଟେସନରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା

ବାହାନଗା ଷ୍ଟେସନରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା । ସଆଲିମାରରୁ ଆସୁଥିବା କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ। ମାଲବାହୀ ଟ୍ରେନକୁ ଧକ୍କା ଦେବା ଯୋଗୁଁ ଘଟିଛି ଦୁର୍ଘଟଣା । ବଗି ଓଲଟି ପଡିବାରୁ ଶହ ଶହ ଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ କେତେ ଲୋକଙ୍କ ମୃତ୍ୟୁ ହୋଇଛି ତାହା ଜଣାପଡ଼ି ନାହିଁ । ତେବେ ଘଟଣାସ୍ଥଳରେ ଦମକଳ ବାହିନୀ କିମ୍ବା ଆମ୍ବୁଲାନ୍ସ ପହଞ୍ଚି ନାହିଁ ।ରେଳ କର୍ମଚାରୀ ଏବଂ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

 

Related Articles

Back to top button