ବାଲିବା ଜଙ୍ଗଲ ଅଞ୍ଚଳରେ ବିସ୍ଫୋରଣ : ୩ଜଣ ସିଆର୍‌ପିଏଫ୍ ଜବାନ ଆହତ

ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲା ଜରେଇକେଲା ପୁଲିସ ଷ୍ଟେସନ ଅଧୀନ ବାଲିବା ଜଙ୍ଗଲ ଅଞ୍ଚଳରେ ବିସ୍ଫୋରଣ ଘଟିବାରୁ ୩ଜଣ ସିଆର୍‌ପିଏଫ୍ ଜବାନଙ୍କ ସମେତ କେତେକ ଆହତ ହୋଇ ଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ପ୍ରାଥମିକ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ଏସ୍‌ପି ଆଶୁତୋଷ ଶେଖର କହିଛନ୍ତି ସିଆର୍‌ପିଏଫ୍‌ର ଜବାନମାନେ ସକାଳୁ ତଲାସୀ ଅଭିଯାନରେ ଥିବାବେ ବଳେ ଏଭଳି ବିସ୍ଫୋରଣ ଘଟିଛି । ଉତ୍ତମ ଚିକିତ୍ସା ଦେବାଲାଗି ଯବାନମାନଙ୍କୁ ବିମାନଯୋଗେ ରାଞ୍ଚି ନିଆଯିବ ବୋଲି ଜଣାପଡିଛି ।

Related Articles

Back to top button