
ବଜେଟ ୨୦୨୩-୨୪: ୯୦୦୦ କୋଟି ଏମଏସଏମଇ ଶିଳ୍ପକୁ ୨ ଲକ୍ଷ କୋଟି ଋଣ
ନୂଆଦିଲ୍ଲୀ : ୨୦୨୩ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଏମଏସଏମଇ ପାଇଁ ଏକ ପୁନଃନିର୍ମାଣ ଯୋଜନା ଆସିବ। ୧ ଏପ୍ରିଲ ୨୦୨୩ ରୁ ୯୦୦୦ କୋଟି ଶିଳ୍ପକୁ ଋଣ ରୂପେ ୨ ଲକ୍ଷ କୋଟି ଋଣ ଦିଆଯିବ । ପ୍ରଧାନ ମନ୍ତ୍ର କୌଶଳ ବିକାଶ ଯୋଜନା ୪.୦ ଶୁଭାରମ୍ଭ କରାଯାଇଛି ଏବଂ ଏମଏସଏମଇମାନଙ୍କୁ ୨ ଲକ୍ଷ କୋଟି ଟଙ୍କା ଋଣ ଦେବାର ଯୋଜନା ରହିଛି।
ସେବିକୁ ଅଧିକ ଶକ୍ତିଶାଳୀ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ସେବି ଡିଗ୍ରୀ, ଡିପ୍ଲୋମା ଏବଂ ସାର୍ଟିଫିକେଟ ଦେବାରେ ସକ୍ଷମ ହେବ ଏବଂ ଆର୍ଥିକ ବଜାରରେ ଲୋକଙ୍କ ଅଂଶଗ୍ରହଣ ପାଇଁ ଏହା କରାଯିବ।