
ଆସନ୍ତା ୪୮ ଘଣ୍ଟାରେ ଶ୍ରୀଲଙ୍କା ଆଡ଼କୁ ଗତି କରିବ ସାମୁଦ୍ରିକ ଝଡ଼
ଭୁବନେଶ୍ୱର: ଆଜି ସକାଳେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଓ୍ୱେଲ ମାର୍କଡ୍ ଲଘୁଚାପ ସୃଷ୍ଟି ହୋଇଛି । କିନ୍ତୁ ଏହା ଭାରତ ଉପକୂଳ ଆଡ଼କୁ ଅଗ୍ରସର ହେବନାହିଁ । ବଙ୍ଗୋପସାଗର ଉପରେ ଅବପାତରେ ପରିଣତ ହୋଇ ଭାରତ ମହାସାଗର ନିକଟରେ ଏହା ଘୁରିବୁଲିବ । ପରେ ଲଘୁଚାପ ସାମୁଦ୍ରିକ ଝଡ଼ରେ ପରିଣତ ହୋଇ ଦକ୍ଷିଣ ଆଡ଼କୁ ଅଗ୍ରସର ହୋଇ ଆସନ୍ତା ୪୮ଘଣ୍ଟାରେ ଶ୍ରୀଲଙ୍କା ପଟେ ଗତି କରିବ ।
#WellMarked #LowPressure Area over southwest Bay of Bengal and adjoining Equatorial Indian Ocean in the morning of today. It is likely to move northwestwards and concentrate into a #Depression over southwest Bay of Bengal off #SriLanka coast during next #48Hrs pic.twitter.com/9T3slBECMZ
— usd (@usd0705) December 21, 2022