ବିଶ୍ୱ ଧନୀ ତାଲିକାରେ ବିଲ ଗେଟ୍ସଙ୍କୁ ଅତିକ୍ରମ କଲେ ଗୌତମ ଆଦାନି

ନୂଆଦିଲ୍ଲୀ: ଧନୀ ତାଲିକାରେ ବିଶ୍ୱର ପ୍ରତିଷ୍ଟିତ ଧନୀ ବ୍ୟକ୍ତି ବିଲ ଗେଟ୍ସଙ୍କୁ ଅତିକ୍ରମ କଲେ ଗୌତମ ଆଦାନି। ଆଦାନି ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନି ବିଶ୍ୱର ଚତୁର୍ଥ ଧନୀ ବ୍ୟକ୍ତି ହୋଇପାରିଛନ୍ତି। ମାଇକ୍ରୋସଫ୍ଟର କୋ ଫାଉଣ୍ଡର ବିଲ ଗେଟ୍ସଙ୍କୁ ପଛରେ ପକାଇ ଆଦାନି ଧନର କୁବେର ହୋଇ ପାରିଛନ୍ତି। ବିଲ ଗେଟସ୍‌ଙ୍କ ସମ୍ପତ୍ତି ପରିମାଣ ୧୧୫.୫ ବିଲିଅନ୍‌ ଡଲାର ହୋଇଥିବା ଗୁରୁବାର ସୁଦ୍ଧା ଜଣାପଡ଼ିଛି । କିନ୍ତୁ ଭାରତୀୟ ବ୍ୟବସାୟୀ ଆଦାନିଙ୍କଙ୍କ ନେଟ୍‌ ସମ୍ପତ୍ତି ହେଉଛି  ୧୦୪.୬ ବିଲିଅନ୍‌ ଡଲାର।

Related Articles

Back to top button