
୩୦ତମ ସେନା ମୁଖ୍ୟ ଭାବରେ ଦାୟିତ୍ବ ଗ୍ରହଣ କଲେ ଜେନେରାଲ ଉପେନ୍ଦ୍ର ଦ୍ଵିବେଦୀ
ଜେନେରାଲ ଉପେନ୍ଦ୍ର ଦ୍ଵିବେଦୀ ରବିବାର ୩୦ତମ ସେନା ମୁଖ୍ୟ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି। ବର୍ତ୍ତମାନର ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଆଜି ଅବସର ନେଇଛନ୍ତି। ଚୀନ ଓ ପାକିସ୍ତାନ ସୀମାରେ ବ୍ୟାପକ ସୁରକ୍ଷା ପରିଚାଳନାଗତ ଅଭିଜ୍ଞତା ଥିବା ଜେନେରାଲ୍ ଦ୍ୱିବେଦୀ ପୂର୍ବରୁ ସେନା ଉପମୁଖ୍ୟ ଭାବରେ କାର୍ଯ୍ୟରତ ଥିଲେ।