ଜୁଲାଇ ୨୦ରୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୦ରୁ ଆରମ୍ଭ ହୋଇ ଅଗଷ୍ଟ ୧୧ ପର୍ଯ୍ୟନ୍ତ ଚାଲିବ ବୋଲି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଶନିବାର ସୂଚନା ଦେଇଛନ୍ତି। ମୌସୁମୀ ଅଧିବେଶନରେ ଫଳପ୍ରଦ ବିତର୍କ ଏବଂ ସଂସଦ କାର୍ଯ୍ୟକୁ ସମର୍ଥନ କରିବାକୁ ପ୍ରହ୍ଲାଦ ଯୋଶୀ ସମସ୍ତ ଦଳଙ୍କୁ ଟୁଇଟ କରି ନିବେଦନ କରିଛନ୍ତି। ସଂସଦର ଏହି ଅଧିବେଶନ ଗୃହର ନୂତନ ଭବନରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।

Related Articles

Back to top button