
ଆଇଏନ୍ଏସ୍ ବିଶାଖାପାଟନମ୍ ଯୁଦ୍ଧ ଜାହାଜରୁ ଏମଆରଏସଏଏମର ସଫଳ ପରୀକ୍ଷା
ବାଲେଶ୍ବର: ଆଇଏନ୍ଏସ୍ ବିଶାଖାପାଟନମ୍ ଯୁଦ୍ଧ ଜାହାଜରୁ ସଫଳତାର ସହିତ ଏମଆରଏସଏଏମ ପରୀକ୍ଷା ହୋଇଥିବା ଜଣାଯାଇଛି। ଏହାଦ୍ବାରା ୭୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରାଯାଇପାରିବ। ପରୀକ୍ଷା ସଫଳ ହୋଇଥିବା ନେଇ ନୌସେନା ପକ୍ଷରୁ ସୂଚନା ଦିଆଯାଇଛି।