ବିରୋଧୀ ମେଣ୍ଟର ଦ୍ବିତୀୟ ବୈଠକ ବେଙ୍ଗାଲୁରୁରେ ହେବ

ନୂଆଦିଲ୍ଲୀ: ବିରୋଧୀଙ୍କ ମହାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟ ବୈଠକ ବେଙ୍ଗାଲୁରୁରେ ହେବ ବୋଲି ଘୋଷଣା କରିଛନ୍ତି ଏନସିପି ନେତା ଶରଦ ପାୱାର । ଏହି ବୈଠକ ଜୁଲାଇ ୧୩ ଓ ୧୪ ତାରିଖ ଦୁଇଦିନ ଧରି ବେଙ୍ଗାଲୁରୁ ଠାରେ ହେବ ବୋଲି ଶରଦ ପାୱାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ପୁଣେ ଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଶରଦ ପାୱାର ବିଜେପି ଉପରେ ବର୍ଷିଛନ୍ତି । ପାୱାର କହିଛନ୍ତି କି ବିଜେପି କ୍ଷମତା ବିନା ତିଷ୍ଟି ପାରିବ ନାହିଁ । ଏହାସହ ମହାରାଷ୍ଟ୍ରରେ ବିଜେପି ନେତାମାନେ କ୍ଷମତାରେ ରହିବାକୁ କିଭଳି ବ୍ୟାକୁଳ ହେଉଛନ୍ତି ତାହା ସମସ୍ତେ ଦେଖିପାରୁଥିବେ ବୋଲି ପାୱାର କହିଛନ୍ତି ।

Related Articles

Back to top button